Base Word
אַמְתַּחַת
Short Definitionproperly, something expansive, i.e., a bag
Long Definitionsack, flexible container (for grain)
Derivationfrom H4969
International Phonetic Alphabetʔɑm.t̪ɑˈħɑt̪
IPA modʔɑm.tɑˈχɑt
Syllableʾamtaḥat
Dictionam-ta-HAHT
Diction Modam-ta-HAHT
Usagesack
Part of speechn-f

Genesis 42:27
ସହେି ରାତ୍ରି ରେ ତା'ର ଭାଇମାନେ ଏକ ସ୍ଥାନ ରେ ରାତ୍ରି ୟାପନ କରିବା ପାଇଁ ରହିଲେ। ଭାଇମାନଙ୍କ ମଧ୍ଯରୁ ଜଣେ ଗଧକୁ ଆହାର ଦବୋ ନିମନ୍ତେ ପଟ ଫିଟାନ୍ତେ ସେ ତା'ର ଟଙ୍କା ସବୁ ଦେଖିଲା!

Genesis 42:28
ସେ ତା'ର ଅନ୍ୟ ଭାଇମାନଙ୍କୁ ସେ ସବୁ କହିଲା, ଦେଖ, ମୁଁ ଯେଉଁ ଅର୍ଥ ଶସ୍ଯ ପାଇଁ ଦଇେଥିଲି, ତାହା ଏଠା ରେ ଅଛି। କହେି ଲୋକ ମାେ ପଟ ରେ (ଥଳି ରେ) ସହେି ଅର୍ଥ ପୁରାଇ ଦଇେଛି। ତା'ର ସମସ୍ତ ଭାଇମାନେ ଭୟ କରିଗଲେ। ସମାନେେ ପରସ୍ପର କୁହା କୁହି ହେଲେ, ପରମେଶ୍ବର ଆମ୍ଭମାନଙ୍କ ପାଇଁ କ'ଣ କରୁଛନ୍ତି?

Genesis 43:12
ତୁମ୍ଭମାନେେ ଗତଥର ଯେତେ ଟଙ୍କା ନଇେଥିଲ ତା'ର ଦୁଇଗୁଣ ନିଅ। ଗତଥର ତୁମ୍ଭକୁ ଯେଉଁ ଟଙ୍କା ଫରୋଇ ଦଇେଥିଲେ ତାହାବି ନଇୟୋଅ କାରଣ ସେ ଏହା ଭୂଲ୍ ରେ ତୁମ୍ଭମାନଙ୍କୁ ଫରୋଇ ଦଇେଥିବେ।

Genesis 43:18
ସହେି ଲୋକମାନେ ଭୟଭିତ ହାଇେ ଗଲେ ଯେତବେେଳେ ସମାନେେ ଯୋଷଫଙ୍କେ ଗୃହକୁ ଗଲେ। ସମାନେେ କହିଲେ, ଆମ୍ଭମାନଙ୍କୁ ଏଥର ଏଠାକୁ ଅଣା ୟିବାର କାରଣ ହେଉଛ ଗତଥର ଆମ୍ଭମାନେେ ଶସ୍ଯ ଅଖା ସହିତ ସହେି ଟଙ୍କା ନଇେ ୟାଇଥିଲୁ। ଆମ୍ଭ ବିରୁଦ୍ଧ ରେ ଏହା ତାଙ୍କର ଏକ ପ୍ରମାଣ। ତେଣୁ ସେ ଏଥର ଆମ୍ଭର ସମସ୍ତ ଗଧକୁ ନଇେଯିବେ ଏବଂ ଆମ୍ଭମାନଙ୍କୁ ତାଙ୍କର ଦାସ କରି ରଖିବେ।

Genesis 43:21
ୟିବା ବାଟରେ ଆମ୍ଭେ ଆମ୍ଭର ପଟ ଫିଟାଇ ଦେଖିଲା ବଳକେୁ ଆମ୍ଭମାନଙ୍କର ଟଙ୍କା ପ୍ରେତ୍ୟକକଙ୍କ ପଟ ମଧିଅରେ ଥିଲା।

Genesis 43:21
ୟିବା ବାଟରେ ଆମ୍ଭେ ଆମ୍ଭର ପଟ ଫିଟାଇ ଦେଖିଲା ବଳକେୁ ଆମ୍ଭମାନଙ୍କର ଟଙ୍କା ପ୍ରେତ୍ୟକକଙ୍କ ପଟ ମଧିଅରେ ଥିଲା।

Genesis 43:22
ଆମ୍ଭେ ଜାଣି ନାହୁଁ ତାହା ସଠାେକୁ କିପରି ଗଲା। କିନ୍ତୁ ଆମ୍ଭମାନେେ ସହେି ଅର୍ଥ ତୁମ୍ଭକୁ ଦବୋ ପାଇଁ ଫରୋଇ ଆଣିଛୁ। କିଛି ଖାଦ୍ୟ ନଇୟିବୋ ପାଇଁ ଆଉ କିଛି ଅର୍ଥ ଆଣିଛୁ।

Genesis 43:23
କିନ୍ତୁ ଦାସ ଉତ୍ତର ଦେଲେ, ଭୟ କରନାହିଁ। ମାେତେ ବିଶ୍ବାସ କର। ତୁମ୍ଭର ପରମେଶ୍ବର ତୁମ୍ଭ ପିତାଙ୍କର ପରମେଶ୍ବର ଉପହାର ସ୍ବରୂପ ତୁମ୍ଭ ପଟ ରେ ପୁରା ୟାଇଥିଲା। ମାରେ ମନେ ଅଛି ତୁମ୍ଭେ ସହେି ଟଙ୍କା ଗତ ଥର ମାେତେ ଶସ୍ଯ କିଣିବା ସମୟରେ ଦଇେଥିଲ।

Genesis 44:1
ଯୋଷଫେ ତାଙ୍କର ଦାସଙ୍କୁ ନିର୍ଦ୍ଦେଶ ଦଇେ କହିଲେ, ସହେି ଲୋକମାନଙ୍କର ପଟ ରେ ସମାନେେ ଯେତେ ନଇେପାରିବେ େସତେ ଶସ୍ଯ ଭର୍ତ୍ତି କର ଏବଂ ସମାନଙ୍କେ ପଇସା ମଧ୍ଯ ତାଙ୍କ ଥଳି ଉପରେ ରଖି ଦିଅ।

Genesis 44:1
ଯୋଷଫେ ତାଙ୍କର ଦାସଙ୍କୁ ନିର୍ଦ୍ଦେଶ ଦଇେ କହିଲେ, ସହେି ଲୋକମାନଙ୍କର ପଟ ରେ ସମାନେେ ଯେତେ ନଇେପାରିବେ େସତେ ଶସ୍ଯ ଭର୍ତ୍ତି କର ଏବଂ ସମାନଙ୍କେ ପଇସା ମଧ୍ଯ ତାଙ୍କ ଥଳି ଉପରେ ରଖି ଦିଅ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்