Base Word | |
סָעַד | |
Short Definition | to support (mostly figurative) |
Long Definition | to support, sustain, stay, establish, strengthen, comfort |
Derivation | a primitive root |
International Phonetic Alphabet | sɔːˈʕɑd̪ |
IPA mod | sɑːˈʕɑd |
Syllable | sāʿad |
Diction | saw-AD |
Diction Mod | sa-AD |
Usage | comfort, establish, hold up, refresh self, strengthen, be upholden |
Part of speech | v |
Genesis 18:5
ମୁଁ ତୁମ୍ଭକୁ ତୃପ୍ତ କରିବା ପାଇଁ କିଛି ଖାଦ୍ୟ ଦବେି। ତା'ପରେ ତୁମ୍ଭେ ତୁମ୍ଭର ୟାତ୍ରା କରିବ।
Judges 19:5
ଚତକ୍ସ୍ଟର୍ଥ ଦିନ ସହେି ସ୍ଥାନ ଛାଡିବା ପାଇଁ ପ୍ରଭାତରକ୍ସ୍ଟ ଉଠି ପ୍ରସ୍ତକ୍ସ୍ଟତ ହେଲେ। ସ୍ତ୍ରୀ ଲୋକଟିର ବାପା କହିଲା, ପ୍ରଥମେ କିଛି ଖାଅ, ଖାଇ ସାରିବାପରେ ତକ୍ସ୍ଟମେ ୟାଇପାର।
Judges 19:8
ଏହାପରେ ପଞ୍ଚମ ଦିନ ଲବେୀୟ ଲୋକଜଣଙ୍କ ଅତି ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଉଠି ୟିବାକକ୍ସ୍ଟ ବାହାରିଲେ। ସହେି ସମୟରେ ତାଙ୍କ ଶ୍ବଶକ୍ସ୍ଟର ତାଙ୍କୁ ଅନକ୍ସ୍ଟ ରୋଧ କଲେ, ପ୍ରଥମେ କିଛି ଖିଆ ପିଆ କର। ତେଣୁ ସମାନେେ ଏକତ୍ର ଉପରଓଳି ପର୍ୟ୍ଯନ୍ତ ଖାଇ ପିଇ ମଉଜ କଲେ।
1 Kings 13:7
ତା'ପରେ ରାଜା ପରମେଶ୍ବରଙ୍କ ଲୋକଙ୍କୁ କହିଲେ, ତୁମ୍ଭେ ମାେ ସହିତ ଗୃହକୁ ଆସ। ମାେ ସହିତ ଭୋଜନ କର। ମୁଁ ତୁମ୍ଭକୁ ଏକ ଉପହାର ଦବୋ ପାଇଁ ଯାଉଅଛି।
Psalm 18:35
ହେ ପରମେଶ୍ବର, ମାେତେ ତୁମ୍ଭେ ରକ୍ଷା କରିଛ ଓ ଜଯଲାଭ କରିବାକୁ ସାହାୟ୍ଯ କରିଛ। ତୁମ୍ଭେ ମାେତେ ତୁମ୍ଭର ଦକ୍ଷିଣ ବାହୁ ଦ୍ବାରା ସାହାୟ୍ଯ କରିଛ। ତୁମ୍ଭେ ମାେତେ ମାରେ ଶତ୍ରୁକୁ ପରାଜିତ କରିବାରେ ସାହାୟ୍ଯ କରିଛ।
Psalm 20:2
ପରମେଶ୍ବର ତାଙ୍କର ପବିତ୍ରସ୍ଥାନରୁ ତୁମ୍ଭକୁ ସାହାୟ୍ଯ ପଠାନ୍ତୁ। ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାୟ୍ଯ କରନ୍ତୁ।
Psalm 41:3
ସହେି ବ୍ଯକ୍ତିଟି ଯେତବେେଳେ ଅସୁସ୍ଥ ହାଇେ ଖଟରେ ପଡ଼ିରହେ, ସଦାପ୍ରଭୁ ତାକୁ ବଳ ପ୍ରଦାନ କରନ୍ତି। ସହେି ବ୍ଯକ୍ତି ଅସୁସ୍ଥ ହାଇେ ବିଛଣାରେ ପଡ଼ିଲେ, ସଦାପ୍ରଭୁ ତାକୁ ନିଶ୍ଚଯ ଆରୋଗ୍ୟ କରନ୍ତି।
Psalm 94:18
ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି କିନ୍ତୁ ପ୍ରଭୁ ତୁମ୍ଭର ପ୍ରମେ, ମାେତେ ସକ୍ଷମ ହେଲା।
Psalm 104:15
ହୃଦଯ ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ ଦିଅ, ଆମ୍ଭମାନଙ୍କର ମୁହଁ ଚିକ୍କଣକାରୀ ତୈଳ ଓ ମନୁଷ୍ଯକୁ ଶକ୍ତିଶାଳୀ କରୁଥିବା ଖାଦ୍ୟ ଦିଅ।
Psalm 119:117
ମାେତେ ସହାୟ ହୁଅ, ସଦାପ୍ରଭୁ, ମୁଁ ସୁରକ୍ଷିତ ହବେି। ମୁଁ ସର୍ବଦା ତୁମ୍ଭର ନିଯମ ମାନିବି।
Occurences : 12
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்