| Base Word | |
| נִשְׁכָּה | |
| Short Definition | a cell |
| Long Definition | chamber, room, cell |
| Derivation | for H3957 |
| International Phonetic Alphabet | n̪ɪʃˈkɔː |
| IPA mod | niʃˈkɑː |
| Syllable | niškâ |
| Diction | nish-KAW |
| Diction Mod | neesh-KA |
| Usage | chamber |
| Part of speech | n-f |
Nehemiah 3:30
ଶଲେିମିଯର ପୁତ୍ର ହନାନିଯ ସାଲଫର ଷଷ୍ଠ ପୁତ୍ର ହାନୂନ୍ ଅନ୍ୟ ଏକ ଅଂଶର ଭଗ୍ନାଂଶ ଗଠନ କଲେ।
Nehemiah 12:44
ସହେି ଦିନ ରେ ନଗରର ଲୋକମାନେ ଧନ, ଉପହାର, ପ୍ରଥମଜାତ ଫଳ ଓ ଏକ ଦଶମାଂଶ ସାମଗ୍ରୀ, ନିଯମ ଅନୁୟାଯୀ ଆଣିଲେ। ଲୋକମାନଙ୍କୁ କଠାେରୀ ରେ ନିରୀକ୍ଷଣ କରିବା ପାଇଁ ନିୟୁକ୍ତି କରାଗଲା। ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କଠାେରୀ ସବୁ ରେ ଲୋକମାନେ ନିୟୁକ୍ତି ହେଲେ। କାରଣ ପରିଚର୍ୟ୍ଯାକାରୀ ଯାଜକ ଓ ଲବେୀୟମାନଙ୍କ ସକାଶୁ ୟିହୁଦୀଯମାନେ ବହୁତ ଆନନ୍ଦିତ ହାଇେଥିଲା।
Nehemiah 13:7
ଏହାପରେ ମୁଁ ୟିରୁଶାଲମକୁ ଫରେି ଆସିଲି ଏବଂ ଇଲିଯାଶୀବ୍, ଟୋବିୟ ନିମନ୍ତେ ପରମେଶ୍ବରଙ୍କ ମନ୍ଦିରର ପ୍ରାଙ୍ଗଣ ରେ ଏକ କଠାେରୀ ପ୍ରସ୍ତୁତ କରି ଯେଉଁ ମନ୍ଦକର୍ମ କରିଥିଲା ତାହା ବିଷଯ ରେ ଶୁଣିଲି।
Occurences : 3
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்