Base Word
מַתַּנְיָה
Short DefinitionMattanjah, the name of ten Israelites
Long Definitionthe original name of the last king of Judah before the captivity; also known as 'Zedekiah'
Derivationor מַתַּנְיָהוּ; from H4976 and H3050; gift of Jah
International Phonetic Alphabetmɑt̪ːɑn̪ˈjɔː
IPA modmɑ.tɑnˈjɑː
Syllablemattanyâ
Dictionmaht-tahn-YAW
Diction Modma-tahn-YA
UsageMattaniah
Part of speechn-pr-m

2 Kings 24:17
ପୁଣି ବାବିଲର ରାଜା ଯିହାୟୋଦାରଖୀନର ମାମୁଁ ମତ୍ତନିଯଙ୍କୁ ତାଙ୍କ ପଦ ରେ ରାଜା କଲେ ଓ ତାଙ୍କ ନାମ ବଦଳାଇ ସିଦିକିଯ ରଖିଲେ।

1 Chronicles 9:15
ୟିରୁଶାଲମ ରେ ଆହୁରି ମଧ୍ଯ ଏହିମାନେ ବାସ କରୁଥିଲେ : ବକ୍ବକର, ହରେଶ, ଗାଲଲ୍ ଓ ମତ୍ତନିଯ। ମତ୍ତନିଯ ମୀଖାଙ୍କ ପୁତ୍ର ଥିଲେ। ମୀଖା ସିଖ୍ରିଙ୍କ ପୁତ୍ର ଥିଲେ। ସିଖ୍ରି ଆସଫ୍ଙ୍କ ପୁତ୍ର ଥିଲେ।

1 Chronicles 25:4
ହମେନଙ୍କର ଯେଉଁ ପୁତ୍ରମାନେ ସବୋକାର୍ୟ୍ଯ କରୁଥିଲେ, ସମାନେେ ହେଲେ : ବୁକ୍କିଯ, ମତ୍ତନିଯ, ଉଷୀଯଲେ, ଶବୂଯଲେ ଓ ଯିରମୋେତ୍, ହନାନିଯ, ହନାନି, ଇଲୀଯାଥା, ଗିଦ୍ଦଲତି ଓ ରୋମମତି-ଏଷର, ୟଶବକାଶା, ମଲ୍ଲୋଥି, ହୋଥୀର, ମହସୀଯୋତ୍।

1 Chronicles 25:16
ନବମ ରେ ମତ୍ତନିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

2 Chronicles 20:14
ଏହାପରେ ସଦାପ୍ରଭୁଙ୍କ ଆତ୍ମା ମଣ୍ଡଳ ମଧିଅରେ ୟିଯଯଲଙ୍କେ ଉପରେ ଅଧିଷ୍ଠିତ ହେଲେ। ୟିଯଯଲେ ଜିଖରିଯଙ୍କ ପୁତ୍ର ଥିଲେ। ଜିଖରିଯ ବନାଯଙ୍କ ପୁତ୍ର ଥିଲେ। ବନାଯ ୟହସୀଯଲଙ୍କେ ପୁତ୍ର ଥିଲେ। ଆଉ ୟହସୀଯଲେ ମତ୍ତାନିଯଙ୍କ ପୁତ୍ର ଥିଲେ। ୟିଯଯଲେ ଜଣେ ଲବେୀୟ ଓ ଆସଫ୍ଙ୍କ ବଂଶଧର ଥିଲେ।

2 Chronicles 29:13
ଗେର୍ଶୋନ ବଂଶଧରରରୁ ସିମ୍ମଙ୍କ ପୁତ୍ର ୟୋଯାହ ଓ ୟୋଯାହଙ୍କ ପୁତ୍ର ଏଦନ୍ ଥିଲେ। ଇଲୀଶାଫନ୍ଙ୍କ ବଂଶଧରମାନଙ୍କ ମଧ୍ଯରୁ ଜିଖରିଯ ଓ ମତ୍ତନୀଯ ଥିଲେ। ହମେନ୍ଙ୍କ ବଂଶଧରମାନଙ୍କ ମଧ୍ଯରୁ ୟିହୀଯେଲ୍ ଓ ଶିମିଯି ଥିଲେ।

Ezra 10:26
ଏଲମର ବଂଶଧରଗଣ ମଧ୍ଯରୁ ମତ୍ତନିଯ, ଜିଖରିଯ, ୟିହୀଯଲେ ଅବ୍ଦି, ଯିରମୋେତ୍ ଓ ଏଲୀଯ।

Ezra 10:27
ସତ୍ତୁର ବଂଶଧରଗଣ ମଧ୍ଯରୁ ଇଲିଯୋ-ଐନଯ, ଇଲୀଯାଶୀବ୍ ଓ ମତ୍ତନିଯ, ଯିରମୋେତ୍, ୟାବତ୍ ଓ ଅସୀସା।

Ezra 10:30
ଆଉ ପହତ୍ ମାୟୋବର ବଂଶଧରଗଣ ମଧ୍ଯରୁ ଅଦନ ଓ କଲାଲ୍, ବନାଯ, ମା ସଯେ, ମତ୍ତିନିଯ, ବତ୍ସଲଲେ ଓ ବିନ୍ନୁଯୀ ଓ ମନଶି।

Ezra 10:37
ମତ୍ତନିଯ, ମତ୍ତନଯ ଓ ୟାଶଯ।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்