Base Word
מָשַׁל
Short Definitionto rule
Long Definitionto rule, have dominion, reign
Derivationa primitive root
International Phonetic Alphabetmɔːˈʃɑl
IPA modmɑːˈʃɑl
Syllablemāšal
Dictionmaw-SHAHL
Diction Modma-SHAHL
Usage(have, make to have) dominion, governor, × indeed, reign, (bear, cause to, have) rule(-ing, -r), have power
Part of speechv

Genesis 1:18
ପରମେଶ୍ବର ଦୀପ୍ତିଗଣଙ୍କୁ ଆକାଶ ମଣ୍ଡଳ ରେ ଦିନ ଓ ରାତ୍ରିକୁ କତ୍ତୁର୍ତ୍ବ କରିବା ପାଇଁ ସ୍ଥାପନ କଲେ। ଏହି ଜାତିଗେଣ ଅନ୍ଧକାରରୁ ଆଲୋକକୁ ପୃଥକ୍ କଲେ। ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।

Genesis 3:16
ଏହାପରେ ସଦାପ୍ରଭୁ ପରମେଶ୍ବର ସହେି ସ୍ତ୍ରୀ ଲୋକଟିକୁ କହିଲେ, ମୁଁ ତୁମ୍ଭର କାର୍ୟ୍ଯଭାର ଏବଂ ତୁମ୍ଭର ଗର୍ଭ ବଦନୋ ମଧ୍ଯ ବଢ଼ାଇବି। ତୁମ୍ଭେ ବ୍ଯଥା ରେ ସନ୍ତାନ ପ୍ରସବ କରିବ। ପୁଣି ସ୍ବାମୀ ପ୍ରତି ତୁମ୍ଭର ବାସନା ରହିବ ସେ ତୁମ୍ଭ ଉପରେ କତ୍ତୃର୍ତ୍ବ କରିବ।

Genesis 4:7
ତୁମ୍ଭେ ଯଦି ଠିକ୍ ବିଷଯ କରିବ, ତବେେ ମୁଁ ତୁମ୍ଭକୁ ଗ୍ରହଣ କରିବି। ଯଦି ତୁମ୍ଭେ ଭୁଲ କର ତବେେ ତାହା ପାପ ହବେ। ପାପ ଏକ ପ୍ରାଣୀପରି, ତୁମ୍ଭ ଦ୍ବାରା ସମ୍ମୁଖ ରେ ନଇଁ କରି ତୁମ୍ଭ ଉପରେ ଝାମ୍ପମାରି ଧରିବାକୁ ଅପେକ୍ଷା କରିଅଛ। ତୁମ୍ଭେ ନିଶ୍ଚଯ ତା' ଉପରେ ରାଜତ୍ବ କରିବ।

Genesis 24:2
ଅବ୍ରହାମଙ୍କର ପୁରୁଣା ଚାକର ଅବ୍ରହାମଙ୍କର ପ୍ରେତ୍ୟକକ ଦ୍ରବ୍ଯର ଦାଯିତ୍ବ ରେ ଥିଲା। ଅବ୍ରହାମ ତାଙ୍କୁ ଡାକିଲେ ଏବଂ କହିଲେ, ମାରେ ଜଙ୍ଘତଳେ ତୁମ୍ଭର ହସ୍ତ ଦିଅ ଏବଂ ପ୍ରତିଜ୍ଞା କର।

Genesis 37:8
ତା'ର ଭାଇମାନେ ତାଙ୍କୁ କହିଲେ, ତୁ କ'ଣ ଭାବୁଛୁ, ରାଜା ହାଇେ ଆମ୍ଭମାନଙ୍କୁ ଶାସନ କରିବୁ? ତା'ର ଭାଇମାନେ ଏହି ସ୍ବପ୍ନର କଥା ଶୁଣି ତାକୁ ଅଧିକ ଘୃଣା କଲେ।

Genesis 37:8
ତା'ର ଭାଇମାନେ ତାଙ୍କୁ କହିଲେ, ତୁ କ'ଣ ଭାବୁଛୁ, ରାଜା ହାଇେ ଆମ୍ଭମାନଙ୍କୁ ଶାସନ କରିବୁ? ତା'ର ଭାଇମାନେ ଏହି ସ୍ବପ୍ନର କଥା ଶୁଣି ତାକୁ ଅଧିକ ଘୃଣା କଲେ।

Genesis 45:8
ମୁଁ ଏଠାକୁ ତୁମ୍ଭ ଦୋଷରୁ ଆସି ନାହିଁ। ଏହା ପରମେଶ୍ବରଙ୍କ ଯୋଜନା। ପରମେଶ୍ବର ମାେତେ ଫାରୋଙ୍କର ପିତା ଓ ତାଙ୍କର କର୍ତ୍ତା କରିଛନ୍ତି ଏବଂ ସମସ୍ତ ମିଶର ଉପରେ କର୍ତ୍ତା କରିଛନ୍ତି।

Genesis 45:26
ଭାଇମାନେ ତାଙ୍କ ପିତାଙ୍କୁ କହିଲେ, ପିତା, ଯୋଷଫେ ଏବଂ ମଧ୍ଯ ବଞ୍ଚିଛନ୍ତି। ଏବେ ସେ ବର୍ତ୍ତମାନ ସମସ୍ତ ମିଶର ଉପରେ କର୍ତ୍ତା ଅଟନ୍ତି।

Exodus 21:8
ଯଦି ତା'ର ମୁନିବ ତା' ଉପରେ ସନ୍ତୁଷ୍ଟ ନୁହେଁ, ତବେେ ତା'ର ବିବାହ ଠିକ୍ କରି ନପା ରେ, ତବେେ ତାକୁ ପୁନ୍ନରାଯ ତା'ର ପିତାକୁ ବିକ୍ରଯ କରିଦଇେ ପା ରେ ତାକୁ କୌଣସି ବିଦେଶୀକୁ ସେ ବିକ୍ରଯ କରିପାରିବ ନାହିଁ, କାରଣ ସେ ତାକୁ ଅବିଶ୍ବସ୍ତ ଭାବରେ ବ୍ଯବହାର କରିଛି।

Deuteronomy 15:6
ତବେେ ତାଙ୍କର ପ୍ରତିଜ୍ଞା ଅନକ୍ସ୍ଟସା ରେ ତୁମ୍ଭର ସଦାପ୍ରଭୁ ପରମେଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ। ଏବଂ ତୁମ୍ଭମାନେେ ଅନକେ ରାଷ୍ଟ୍ରମାନଙ୍କୁ ଋଣ ଦବେ, ମାତ୍ର ତୁମ୍ଭେ ଋଣ କରିବ ନାହିଁ। ତୁମ୍ଭମାନେେ ଅନ୍ୟରାଷ୍ଟ୍ରମାନଙ୍କୁ ଶାସନ କରିବ ମାତ୍ର ତକ୍ସ୍ଟମ୍ଭ ଉପରେ କହେି ଶାସନ କରି ପାରିବେ ନାହିଁ।

Occurences : 81

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்