Base Word | |
מֶשֶׁךְ | |
Short Definition | Meshek, a son of Japheth, and the people descended from him |
Long Definition | son of Japheth, grandson of Noah, and progenitor of peoples to the north of Israel |
Derivation | the same in form as H4901, but probably of foreign derivation |
International Phonetic Alphabet | mɛˈʃɛk |
IPA mod | mɛˈʃɛχ |
Syllable | mešek |
Diction | meh-SHEK |
Diction Mod | meh-SHEK |
Usage | Mesech, Meshech |
Part of speech | n-pr-m |
Genesis 10:2
ଯଫେତ୍ଙ୍କର ପୁତ୍ରମାନେ ହେଲ, ଗୋମର, ମାଗୋଗ୍, ମାଦଯ, ତୁବଲ, ୟବନ, ମେଶକ ଓ ତିରସ।
1 Chronicles 1:5
ଯଫେତ୍ଙ୍କର ପୁତ୍ରମାନେ ଥିଲେ : ଗୋମର, ମା ରୋଗ, ମାଦଯ, ୟବନ, ତୁବଲ, ମେଶକ୍ ଓ ତୀରସ୍।
1 Chronicles 1:17
ଶମଙ୍କେର ସନ୍ତାନଗଣ ଥିଲେ : ଏଲମ୍, ଅଶୂର, ଅର୍ଫକ୍କ୍ଷଦ, ଲୂଦ୍, ଅରାମ। ଅରାମଙ୍କର ପୁତ୍ରମାନେ ଥିଲେ : ଊସ୍, ହୂଲ, ଗେଥର ଓ ମେଶକ୍।
Psalm 120:5
ମିଥ୍ଯାବାଦୀ ଲୋକମାନେ, ମେଶକରେ ବାସ କଲା ପରି ତୁମ୍ଭ ପାଖରେ ବାସ କରୁଛନ୍ତି। ଏହା କଦୋରର ତମ୍ବୁରେ ବାସ କରିବା ସଦୃଶ।
Ezekiel 27:13
ଗ୍ରୀକ୍, ତୁର୍କ ଓ ମଷେକର ଲୋକମାନେ ବ୍ଯବସାଯୀ ଥିଲେ। ସମାନେେ କ୍ରୀତଦାସ ଓ ପିତ୍ତଳର ବାସନକୁସନ ତୁମ୍ଭର ଜିନିଷଗୁଡ଼ିକ ବଦଳ ରେ ବ୍ଯବସାଯ କଲେ।
Ezekiel 32:26
ଏବଂ ମଷେକ୍ ଏବଂ ତୁବଲର ଲୋକମାନେ ଅଛନ୍ତି। ସମାନଙ୍କେର ଚତୁର୍ଦ୍ଦିଗ ରେ ସମାନଙ୍କେର କବରସବୁ ଅଛି। ସମାନେେ ସମସ୍ତେ ଅନୁନ୍ନତ ଥିଲେ ଓ ଖଡ୍ଗ ରେ ହତ ହେଲେ। କାରଣ ସମାନେେ ଜୀବିତ ଥିବା ସମୟରେ ଦେଶ ରେ ଲୋକମାନଙ୍କୁ ଭୟ ଦଖାଇେ ଥିଲେ।
Ezekiel 38:2
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଗେଶର, ମେଶକର ଓ ତୁବଲର ମୁଖ୍ଯ ଅଧିପତି ମାଗଗେ ଦେଶୀଯ ଗୋଗ ଆଡ଼େ ମୁଖ ରଖି ତାହା ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ,
Ezekiel 38:3
ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ' ହେ ଗେଶର, ମେଶକର ଓ ତୁବଲର ମୁଖ୍ଯ ଅଧିପତି ରାଜା ଗୋଗ, ଦେଖ, ମୁଁ ତୁମ୍ଭର ପ୍ରତିକୂଳ ଅଟେ।
Ezekiel 39:1
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଗୋଗ ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ' ହେ ରୋଶ, ମେଶକ ଓ ତୁବଲର ମୁଖ୍ଯ ଅଧିପତି ଗୋଗ, ମୁଁ ତୁମ୍ଭ ବିରୁଦ୍ଧ ରେ ଅଛି।
Occurences : 9
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்