Base Word
מָלַךְ
Short Definitionto reign; inceptively, to ascend the throne; causatively, to induct into royalty
Long Definitionto be or become king or queen, reign
Derivationa primitive root
International Phonetic Alphabetmɔːˈlɑk
IPA modmɑːˈlɑχ
Syllablemālak
Dictionmaw-LAHK
Diction Modma-LAHK
Usageconsult, × indeed, be (make, set a, set up) king, be (make) queen, (begin to, make to) reign(-ing), rule, × surely
Part of speechv
Base Word
מָלַךְ
Short Definitionto reign; hence (by implication) to take counsel
Long Definitionto be or become king or queen, reign
Derivationa primitive root
International Phonetic Alphabetmɔːˈlɑk
IPA modmɑːˈlɑχ
Syllablemālak
Dictionmaw-LAHK
Diction Modma-LAHK
Usageconsult, × indeed, be (make, set a, set up) king, be (make) queen, (begin to, make to) reign(-ing), rule, × surely
Part of speechv

Genesis 36:31
ଇଶ୍ରାୟେଲୀୟ ସନ୍ତାନମାନଙ୍କ ଉପରେ କୌଣସି ରାଜତ୍ବ କରିବା ପୂର୍ବରୁ, ସହେି ସମୟରେ ଇଦୋମ ରେ ରାଜାମାନେ ଥିଲେ।

Genesis 36:31
ଇଶ୍ରାୟେଲୀୟ ସନ୍ତାନମାନଙ୍କ ଉପରେ କୌଣସି ରାଜତ୍ବ କରିବା ପୂର୍ବରୁ, ସହେି ସମୟରେ ଇଦୋମ ରେ ରାଜାମାନେ ଥିଲେ।

Genesis 36:32
ବିଯୋରର ବଲୋ ନାମକ ପୁତ୍ର ଇଦୋମ ଦେଶ ରେ ରାଜତ୍ବ କଲେ। ତାହାର ରାଜଧାନୀର ନାମ ଥିଲା ଦିନ-ହାବା।

Genesis 36:33
ଏବଂ ଯେତବେେଳେ ବଲୋ ମରିଗଲା, ୟୋବୁବ୍ ଏବଂ ସରହରେ ପୁତ୍ର, ତାଙ୍କ ପରେ ବସ୍ରା ରେ ରାଜତ୍ବ କଲେ।

Genesis 36:34
ଯେତବେେଳେ ୟୋବବର ମୃତ୍ଯୁ ହେଲା। ତା'ପରେ ତୈମନ ଦେଶୀଯ ହୂଶମ୍ ସହେି ପଦ ରେ ରାଜତ୍ବ କଲେ।

Genesis 36:35
ଯେତବେେଳେ ହୂଶମ ମୃତ୍ଯୁବରଣ କଲେ, ସଠାେରେ ହଦଦ୍ ରାଜତ୍ଯ କଲେ। ହଦଦ୍ ଥିଲେ ବଦଦର ପୁତ୍ର ହଦଦ୍ ମାଯାେବଠା ରେ ମିଦିଯନକୁ ଜଯ କଲେ। ହଦଦ୍ର ରାଜଧାନୀ ଥିଲା ଅବୀତ୍।

Genesis 36:36
ହଦଦ୍ ମୃତ୍ଯୁପରେ ମସ୍ତକୋ ନିବାସୀ ସମ୍ଲ ତାହା ପଦ ରେ ରାଜତ୍ବ କଲେ।

Genesis 36:37
ଏହାପରେ ସମ୍ଲର ମୃତ୍ଯୁପରେ ଫରାତ୍ ନଦୀ ନିକଟସ୍ଥ ରହୋବତ୍ ନିବାସୀ ଶୌଲ ତାହା ପଦ ରେ ରାଜତ୍ବ କଲେ।

Genesis 36:38
ଶୌଲର ମୃତ୍ଯୁପରେ ଅକ୍ବୋରର ପୁତ୍ର ବାଲ୍ହାନନ୍ ତାହା ପଦ ରେ ରାଜତ୍ବ କଲେ।

Genesis 36:39
ଏହାପରେ ଅକ୍ବୋରର ପୁତ୍ର ବାଲ୍ହାନନ୍ର ମୃତ୍ଯୁପରେ ହଦର ତାହା ପଦ ରେ ରାଜତ୍ବ କଲେ। ତାଙ୍କର ରାଜଧାନୀର ନାମ ପାଉ ଓ ତା'ର ସ୍ତ୍ରୀର ନାମ ମ ହଟେବେଲ୍ ଥିଲା। ସେ ଥିଲେ ମଟ୍ ରଦେର ପୁତ୍ରୀ ଓ ମଷୋହବର ପୌତ୍ରୀ।

Occurences : 348

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்