Base Word
לָט
Short Definitionproperly, covered, i.e., secret; by implication, incantation; also secrecy or (adverb) covertly
Long Definitionsecrecy, mystery, enchantment
Derivationa form of H3814 or else participle from H3874
International Phonetic Alphabetlɔːt̪’
IPA modlɑːt
Syllablelāṭ
Dictionlawt
Diction Modlaht
Usageenchantment, privily, secretly, softly
Part of speechn-m

Exodus 7:22
ମନ୍ତ୍ରଜ୍ଞମାନେ ତାଙ୍କର ଗୁପ୍ତ ୟାଦୁବିଦ୍ଯା ପ୍ରଯୋଗ କରି ଠିକ୍ ଏପରି କଲେ। ଫାରୋ ପୁଣି ଦୃଢ଼ ହେଲ ହୃଦଯ କଠିନ କଲେ ଏବଂ ସେ ସମାନଙ୍କେର କଥା ଶୁଣିଲେ ନାହିଁ। ଏହା ଠିକ୍ ସଦାପ୍ରଭୁଙ୍କର ଆଜ୍ଞାନୁସା ରେ ଘଟିଲା।

Exodus 8:7
ମନ୍ତ୍ରଜ୍ଞ ମଧ୍ଯ ସମାନଙ୍କେର ଗୁପ୍ତ ୟାଦୁବିଦ୍ଯା ବଳ ରେ ଠିକ୍ ସହପରେି ବେଙ୍ଗମାନଙ୍କୁ ବାହାର କରିପାରିଲେ। ଯେଉଁଥିପାଇଁ ସମଗ୍ର ମିଶରର ବେଙ୍ଗ ରେ ପରିପୂର୍ଣ୍ଣ ହାଇଗେଲା।

Exodus 8:18
ମିଶରର ମନ୍ତ୍ରଜ୍ଞମାନେ ସମାନଙ୍କେର ଗୁପ୍ତ ୟାଦୁବିଦ୍ଯା ଦ୍ବାରା ଏପରି କରିବାକୁ ଚେଷ୍ଟା କଲେ, କିନ୍ତୁ ବିଫଳ ହେଲ, ମନ୍ତ୍ରଜ୍ଞମାନେ ଧୂଳିରୁ ଉକୁଣିଆ ପୋକମାନ ସୃଷ୍ଟି କରିପାରିଲେ ନାହିଁ। ଉକୁଣିଆ ପୋକମାନେ ପଶୁ ଓ ମନୁଷ୍ଯମାନଙ୍କଠା ରେ ରହିଗଲେ।

Ruth 3:7
ପକ୍ସ୍ଟଣି ଖାଇପିଇ ସାରି ବୋୟଜର ଅନ୍ତଃକରଣ ହୃଷ୍ଟ ହୁଅନ୍ତେ ସେ ଅମାର ପାଖ ରେ ଶଯନ କରିବାକୁ ଗଲେ। ତହିଁରେ ଋତ ଧୀ ରେ ଧୀ ରେ ୟାଇ ବୋଯାଜର ପାଦ ପାଖ ସ୍ଥାନ ଅନାବୃତ୍ତ କରି ପଡି ରହିଲା।

1 Samuel 18:22
ଶାଉଲ ତାଙ୍କ ଦାସମାନଙ୍କୁ ଡାକି କହିଲେ, ତୁମ୍ଭେ ଦାଉଦଙ୍କକ୍ସ୍ଟ ବ୍ଯକ୍ତିଗତ ଭାବରେ କକ୍ସ୍ଟହ ଯେ, 'ରାଜା ତୁମ୍ଭକୁ ଅତି ଭଲ ପାଉଛନ୍ତି। ସମାନଙ୍କେର ଅଧିକାରୀଗଣ ମଧ୍ଯ ତୁମ୍ଭକୁ ଭଲ ପାଉଛନ୍ତି। ବର୍ତ୍ତମାନ ତକ୍ସ୍ଟମ୍ଭ ତାଙ୍କର କନ୍ଯାଙ୍କକ୍ସ୍ଟ ବିବାହ କରିବା ଉଚିତ୍।'

1 Samuel 24:4
ଦାଉଦର ଲୋକମାନେ କହିଲେ, ସଦାପ୍ରଭୁ ଯେଉଁଦିନ ବିଷଯ ରେ କହିଥିଲେ, ଆଜି ହେଉଛି ସହେି ବିଶଷେ ଦିନ। ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ କହିଥିଲେ, ମୁ ତୁମ୍ଭର ଶତୃକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବି। ତୁମ୍ଭକୁ ଯାହା ଭଲ ଦିଶିବ ତାହା ତା'ର ପ୍ରତି କର। ତା'ପରେ ଦାଉଦ ଗକ୍ସ୍ଟରକ୍ସ୍ଟଣ୍ତି ଗକ୍ସ୍ଟରକ୍ସ୍ଟଣ୍ତି ଶାଉଲଙ୍କ ପାଖକକ୍ସ୍ଟ ଗଲେ। ସେ ଶାଉଲ ପିନ୍ଧିଥିବା ବସ୍ତ୍ରର ଏକ କାନିକକ୍ସ୍ଟ କାଟି ଦେଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்