Base Word
לְחִי
Short Definitionthe cheek (from its fleshiness); hence, the jaw-bone
Long Definitionjaw, cheek
Derivationfrom an unused root meaning to be soft
International Phonetic Alphabetlɛ̆ˈħɪi̯
IPA modlɛ̆ˈχiː
Syllablelĕḥî
Dictionleh-HEE
Diction Modleh-HEE
Usagecheek (bone), jaw (bone)
Part of speechn-m

Deuteronomy 18:3
ତୁମ୍ଭମାନେେ ଯେତବେେଳେ ବଳିଦାନ କରିବ, ତୁମ୍ଭମାନେେ ଯାଜକଙ୍କକ୍ସ୍ଟ ଏହି ଅଂଶ ଯଥା: ଆଗଚଟକ୍ସ୍ଟଆ, ଦକ୍ସ୍ଟଇଗାଲ ଓ ପାକସ୍ଥଳୀ ଦବେ।

Judges 15:15
ଶାମ୍ଶାେନ୍ ଗୋଟିଏ ଗଧର କଞ୍ଚା ଥମାେଣି ପାଇଲେ ସେ ସେଥି ରେ ସଠାେରେ ଥିବା 1,000 ପଲେଷ୍ଟୀୟମାନଙ୍କୁ ହତ୍ଯା କଲେ।

Judges 15:16
ଏହାପରେ ଶାମ୍ଶାେନ୍ କହିଲେ,

Judges 15:16
ଏହାପରେ ଶାମ୍ଶାେନ୍ କହିଲେ,

Judges 15:17
ଯେତବେେଳେ ଶାମ୍ଶାେନ୍ ଏକଥା କହିଲେ, ତା'ପରେ ସେ ଗଧର ହନକ୍ସ୍ଟହାଡକକ୍ସ୍ଟ ଫିଙ୍ଗି ଦେଲେ, ଏହାପରେ ସହେି ସ୍ଥାନର ନାମ ରାମତ୍ ଲିହି (ଥମାେଣିଗିରି) ରହିଲା।

Judges 15:19
ପରମେଶ୍ବର ଲିହିସ୍ଥିତ ଏକ ଖୋଲ ବିଦିର୍ଣ୍ଣ କରିବାରକ୍ସ୍ଟ ତହିଁରକ୍ସ୍ଟ ଜଳ ନିର୍ଗତ ହେଲା। ଶାମ୍ଶାେନ୍ ସହେି ଜଳ ପାନ କଲେ ଏବଂ ତାଙ୍କର ଶକ୍ତି ଫରେି ଆସିଲା। ସେ ଏହି ସ୍ଥାନର ନାମ ଐନ୍ହକ୍କୋରୀ ଦେଲେ। ଯାହାକି ଏବେ ପର୍ୟ୍ଯନ୍ତ ଲିହି ରେ ଅଛି।

1 Kings 22:24
ତହିଁରେ କନାନାର ପୁତ୍ର ସିଦିକିଯ ମୀଖାଯର ଗାଲ ରେ ଏକ ଗ୍ଭପୁଡା ମାରି କହିଲା, ତୁମ୍ଭେ ଭାବୁଛ କି ସଦାପ୍ରଭୁଙ୍କ ଆତ୍ମା ମାେତେ ଛାଡି ଦଇେଛନ୍ତି ଓ ବର୍ତ୍ତମାନ ତୁମ୍ଭ ମାଧ୍ଯମ ରେ କହୁଛନ୍ତି। ତୁମ୍ଭକୁ କିପରି କହିଲେ?

2 Chronicles 18:23
ଏହା ଶୁଣି ସିଦିକିଯ ମୀଖାଯ ନିକଟକୁ ଗଲା ଓ ତାଙ୍କ ଗାଲକୁ ଆଘାତ କଲା। ସିଦିକିଯ କହିଲା, ମୀଖାଯ, ସଦାପ୍ରଭୁଙ୍କ ଆତ୍ମା ତୋତେ ଏହା କହିବା ନିମନ୍ତେ ମାେ'ଠାରୁ କେଉଁ ବାଟରେ ଗଲେ ?

Job 16:10
ଲୋକମାନେ ମାେ ଚାରିକଡ଼ ରେ ଏକତ୍ରିତ ହାଇେଛନ୍ତି ଏବଂ ସମାନେେ ମାେତେ ଉପହାସ କରନ୍ତି, ଏବଂ ମାେ ଗାଲ ରେ ଚାପୁଡ଼ା ମାରନ୍ତି।

Job 41:2
ତୁମ୍ଭେ ତା' ନାକରେ ରସି ପୁରାଇ ପାରିବ କି ? ତା'ର ଦାନ୍ତ ମାଢ଼ି ରେ ଅଙ୍କୁଶ ପୁରାଇ ପାରିବ କି ?

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்