Base Word
לוּשׁ
Short Definitionto knead
Long Definition(Qal) to knead (dough)
Derivationa primitive root
International Phonetic Alphabetluːʃ
IPA modluʃ
Syllablelûš
Dictionloosh
Diction Modloosh
Usageknead
Part of speechv

Genesis 18:6
ଅବ୍ରହାମ ଶିଘ୍ର ତମ୍ବୁ ଭିତରକୁ ପ୍ରବେଶ କରି ସାରାକୁ କହିଲେ, ତିନି ସରେ ଉତ୍ତମ ମଇଦା ନଇେ ଛାଣି ଶିଘ୍ର ରୋଟି ପ୍ରସ୍ତୁତ କର।

1 Samuel 28:24
ସହେି ସ୍ତ୍ରୀ ଲୋକଟାର ଏକ ସକ୍ସ୍ଟସ୍ଥସବଳ ବାଛକ୍ସ୍ଟରି ତା'ର ଗୃହ ରେ ଥିଲା। ସେ ତାଙ୍କୁ ମାରିଲା ଓ ଅଟା ନଇେ ଦଳିଲା ଓ ତାକକ୍ସ୍ଟ ତାଡିଶୂନ୍ଯ ରୋଟୀ ପ୍ରସ୍ତକ୍ସ୍ଟତ କଲା।

2 Samuel 13:8
ଯେତବେେଳେ ତାମର ଆପଣା ଭାଇ ଅମ୍ମାନରେ ଗୃହକକ୍ସ୍ଟ ଗଲା, ସେତବେେଳେ ସେ ଶୟ୍ଯା ରେ ଥିଲା। ତେଣୁ ତାମର ଚକଟା ମଇଦା ନଇେ ଦଳି ଅମ୍ମାନେ ଦେଖକ୍ସ୍ଟଥିବା ବେଳେ ପିଠା ପ୍ରସ୍ତକ୍ସ୍ଟତ କରି ତାକକ୍ସ୍ଟ ପାକ କଲା।

Jeremiah 7:18
ଯିହୁଦାର ବାଳକମାନେ କାଠ ସଂଗ୍ରହ କରନ୍ତି, ସମାନଙ୍କେର ପିତାମାନେ ଅଗ୍ନି ସଂୟୋଗ କରନ୍ତି ଓ ମାତାମାନେ ଚନ୍ଦ୍ର ଦବେତା ଉଦ୍ଦେଶ୍ଯ ରେ ପିଷ୍ଟକ ପାକ କରନ୍ତି ଓ ଅନ୍ୟ ଦବଗେଣଙ୍କ ଉଦ୍ଦେଶ୍ଯ ରେ ପଯେ ନବୈେଦ୍ଯ ଉତ୍ସର୍ଗ କରନ୍ତି। ସମାନେେ ଆମ୍ଭର ବିରକ୍ତି ପାଇଁ ଏସବୁ କରନ୍ତି।

Hosea 7:4
ସମସ୍ତ ଲୋକମାନେ ବ୍ଯଭିଗ୍ଭରୀ ଅଟନ୍ତି। ସମାନେେ ରୋଟୀ ପ୍ରସ୍ତୁତକାରୀ ତନ୍ଦୁରର ଉତ୍ତପ୍ତଠାରୁ ଅଧିକ ଉତ୍ତପ୍ତ ଥିବା ତନ୍ଦୁର ଗ୍ଭରିପଟେ ଗ୍ଭଲନ୍ତି। ରୋଟୀ ପ୍ରସ୍ତୁତକାରୀ ଅଟା ଦଳୁଥାଏ, ଯେଉଁ ପର୍ୟ୍ଯନ୍ତ ରୋଟୀ ଫୁଲି ପ୍ରସ୍ତୁତ ହୁଏ, ସେ ଅଗ୍ନିକୁ ଉତ୍ତଜେିତ କରେ ନାହିଁ। କିନ୍ତୁ ଲୋକମାନେ ନିଜ ମନୋଭାବକୁ ଗରମ ରଖିଛନ୍ତି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்