Base Word
כַּרְמִי
Short DefinitionKarmi, the name of three Israelites
Long Definitionthe 4th son of Reuben and progenitor of the Carmites
Derivationfrom H3754; gardener
International Phonetic Alphabetkɑrˈmɪi̯
IPA modkɑʁˈmiː
Syllablekarmî
Dictionkahr-MEE
Diction Modkahr-MEE
UsageCarmi
Part of speechn-pr-m

Genesis 46:9
ରୂବନଙ୍କେର ପୁତ୍ରମାନେ ହେଲେ: ହନୋକ୍, ପଲ୍ଲୁ, ହିଷ୍ରୋନ୍ ଓ କର୍ମି।

Exodus 6:14
ଏହି ସମସ୍ତ ଲୋକ ଇଶ୍ରାୟେଲ ବଂଶ ମଧିଅରେ ମୁଖ୍ଯ ଥିଲେ। ଇଶ୍ରାୟେଲଙ୍କର ଜେଷ୍ଠ ପୁତ୍ର ରୁବନରେ ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମି ଏହିପରି ଚାରି ପୁତ୍ର ଥିଲେ।

Numbers 26:6
ହିଷ୍ରୋଣଠାରୁ ହିଷ୍ରୋଣୀଯ ପରିବାର; କର୍ମ୍ମୀଠାରୁ କର୍ମ୍ମୀଯ ପରିବାର।

Joshua 7:1
କିନ୍ତୁ ଇଶ୍ରାୟେଲ ଲୋକମାନେ ସଦାପ୍ରଭୁଙ୍କ ଦ୍ରବ୍ଯ ନଷ୍ଟ ସମ୍ବନ୍ଧୀଯ ଆଦେଶ ମାନିଲେ ନାହିଁ। ସଠାେରେ ଜଣେ ୟିହକ୍ସ୍ଟଦା ଗୋଷ୍ଠୀବର୍ଗୀଯ ଲୋକ ଥିଲେ, ଯାହାର ନାମ ଆଖନ୍। ସେ କର୍ମିର ପକ୍ସ୍ଟତ୍ର ଥିଲା ଏବଂ କର୍ମି ଜିମୀର ପକ୍ସ୍ଟତ୍ର ଥିଲା। ଯାହା ଧ୍ବଂଶ କରିବାର ଥିଲା, ସେଥିରକ୍ସ୍ଟ କିଛି ଆଖନ ରଖିଥିଲା। ଯେଉଁଥିପାଇଁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ଉପରେ କୋରଧିତ ହେଲେ।

Joshua 7:18
ଏହାପରେ ଯିହାଶୂେୟ ସେ ପରିବାରର ସମସ୍ତ ମନକ୍ସ୍ଟଷ୍ଯମାନଙ୍କୁ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖକକ୍ସ୍ଟ ଆସିବାକକ୍ସ୍ଟ କହିଲେ। ସଦାପ୍ରଭୁ କର୍ମିର ପକ୍ସ୍ଟତ୍ର ଆଖନ୍କକ୍ସ୍ଟ ମନୋନୀତ କଲେ। କାର୍ମି ଜିମିରର ପକ୍ସ୍ଟତ୍ର ଥିଲା ଏବଂ ଜିମିରି ସରହରେ ପକ୍ସ୍ଟତ୍ର ଥିଲା।

1 Chronicles 2:7
ସିମ୍ରିଙ୍କର ପୁତ୍ର ଥିଲେ କାର୍ମି। କାର୍ମିଙ୍କର ପୁତ୍ର ଥିଲେ ଆଖାର । ଏହି ଆଖାର ଇଶ୍ରାୟେଲ ନିମନ୍ତେ ବହୁତ ଦୁଃଖ ବିପଦକୁ ଡ଼ାକି ଆଣିଥିଲେ ୟିଏକି ଆଖର ୟୁଦ୍ଧ ରେ ପାଇଥିବା ବସ୍ତୁଗୁଡ଼ିକୁ ନିଜ ପାଖ ରେ ରଖିଥିଲେ, କିନ୍ତୁ ସେ ସହେି ବସ୍ତୁଗୁଡ଼ିକୁ ପରମେଶ୍ବରଙ୍କୁ ଦଇେ ଦବୋର ଥିଲା।

1 Chronicles 4:1
ଯିହୁଦାଙ୍କର ପୁତ୍ରଗଣଙ୍କ ତାଲିକା ଏହିପରି ଅଟେ। ସମାନେେ ଥିଲେ ପରେସ, ହିଷ୍ରୋଣ, କର୍ମି, ହୂର ଓ ଶାେବଲ୍।

1 Chronicles 5:3
ରୁବନ୍ଙ୍କେ ପୁତ୍ରମାନେ ଥିଲେ : ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମୀ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்