Base Word
יְעוּשׁ
Short DefinitionJeush, the name of an Edomite and of four Israelites
Long Definitionson of Eshek, a remote descendant of king Saul
Derivationfrom H5789; hasty
International Phonetic Alphabetjɛ̆ˈʕuːʃ
IPA modjɛ̆ˈʕuʃ
Syllableyĕʿûš
Dictionyeh-OOSH
Diction Modyeh-OOSH
UsageJehush, Jeush
Part of speechn-pr-m

Genesis 36:5
ଏବଂ ଅହଲୀବାମାର ତିନି ପୁତ୍ର ଥିଲେ। ସମାନେେ ହେଲେ, ୟିଯୂଶ, ୟାଲମ ଓ କୋରହ। ଏମାନେ ସମସ୍ତେ କିଣାନ ଦେଶ ରେ ଜନ୍ମ ହାଇେଥିଲେ।

Genesis 36:14
ସିବିଯୋନର ପୌତ୍ରୀ ଅନାର କନ୍ଯା ଯେ ଅହଲୀବାମା, ଏଷୌର ସ୍ତ୍ରୀ ଥିଲା। ତାହାର ସନ୍ତାନ ୟିଯୂଶ୍, ୟାଲମ୍ ଓ କୋରହ।

Genesis 36:18
ଆଉ ଏଷୌର ସ୍ତ୍ରୀ ଅହଲୀବାମାର ପୁତ୍ରଗଣ ଏହିମାନେ ଥିଲେ, ମୂଖ୍ଯ ୟିଯୂଶ, ମୂଖ୍ଯ ୟାଲମ୍ ଓମୂଖ୍ଯ କୋରହ। ଏମାନେ ସମାନଙ୍କେର ପିତୃ ଥିଲେ ଯେଉଁମାନେ ଏଷୌର ସ୍ତ୍ରୀ, ଅନାର କନ୍ଯା ଅହଲୀବାମାଠାରୁ ଆସିଲେ। ଅନାର ଅହଲୀବାମା ଏଷୌର ସ୍ତ୍ରୀ ଥିଲା, ଏମାନେ ତାହାର ପିତୃଗଣ ଥିଲେ।

1 Chronicles 1:35
ଏଷୌର ପୁତ୍ରମାନେ ଥିଲେ : ଇଲୀଫସ୍, ରୁଯଲେ, ୟିଯସ୍, ୟାଲମ୍ ଓ କୋରହ।

1 Chronicles 7:10
ୟିଦୀଯଲଙ୍କେର ପୁତ୍ର ଥିଲେ ବିଲ୍ହନ୍। ବିଲ୍ହନ୍ଙ୍କର ପୁତ୍ରମାନେ ଥିଲେ : ୟିଯଶ, ବିନ୍ଯାମୀନ, ଏହୂଦ୍, କାନାନା, ସେଥନ୍, ତର୍ଶୀଶ୍ ଓ ଅହୀଶହର।

1 Chronicles 8:39
ଆତ ସେଲଙ୍କ ଭ୍ରାତା ଥିଲେ ଏଶକ୍। ଏଶକ୍ଙ୍କର କେତକେ ପୁତ୍ର ଥିଲେ। ଏହିମାନେ ହେଲେ : ଉଲମ୍, ଏଶକ୍ଙ୍କର ଜେଷ୍ଠ ପୁତ୍ର, ୟିଯୁଶ୍, ଏଶକ୍ଙ୍କର ଦ୍ବିତୀୟ ପୁତ୍ର, ଏଲୀଫଲେଟ୍ ତୃତୀୟ ପୁତ୍ର ଥିଲେ।

1 Chronicles 23:10
ଶିମିଯିଙ୍କର ଚାରିପୁତ୍ର ଥିଲେ। ସମାନେେ ହେଲେ, ୟହତ୍, ସୀଷ, ୟିଯଶ୍ ଓ ବରୀଯ।

1 Chronicles 23:11
ୟହତ୍ ଜେଷ୍ଠ ପୁତ୍ର ଓ ସୀଷ ଦ୍ବିତୀୟ ପୁତ୍ର ଥିଲେ। କିନ୍ତୁ ୟିଯୂଶ୍ ଓ ବରୀଯର ଅନକେ ସନ୍ତାନ ନ ଥିଲେ। ତେଣୁ ୟିଯଶ୍ ଓ ବରୀଯଙ୍କୁ ଗୋଟିଏ ପରିବାର ରୂପେ ଗଣ୍ଯ କରାଯାଉ ନ ଥିଲା।

2 Chronicles 11:19
ମହଲତ୍ ରିହବଯାମ୍ଙ୍କୁ ଏହି ପୁତ୍ରମାନଙ୍କୁ ଦେଲେ : ୟିଯୁଶ୍, ଶମରିଯ ଓ ସହମ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்