Base Word
אֲבִיהַיִל
Short DefinitionAbihail or Abichail, the name of three Israelites and two Israelitesses
Long Definitiona Levite in Moses's time
Derivationor (more correctly) אֲבִיחַיִל ; from H0001 and H2428; father (i.e., possessor) of might
International Phonetic Alphabetʔə̆.bɪi̯.hɑˈjɪl
IPA modʔə̆.viː.hɑˈjil
Syllableʾăbîhayil
Dictionuh-bee-ha-YIL
Diction Moduh-vee-ha-YEEL
UsageAbihail
Part of speechn-pr-m

Numbers 3:35
ଆଉ ଅବୀହଯଲର ପୁତ୍ର ସୂରୀଯଲେ ମରାରି ପରିବାରବର୍ଗର ଅଧିପତି। ସମାନେେ ଉତ୍ତର ଦିଗ ରେ ଆବାସ ନିକଟରେ ଛାଉଣୀ ସ୍ଥାପନ କରିବେ।

1 Chronicles 2:29
ଅବୀଶୂରଙ୍କର ପତ୍ନୀଙ୍କର ନାମ ଥିଲା : ଅବୀହଯିଲ୍। ସମାନଙ୍କେର ଦୁଇ ପୁତ୍ର ଥିଲେ। ସହେି ପୁତ୍ରମାନଙ୍କର ନାମ ଥିଲା : ଅହବାନ୍ ଓ ମାେଲୀଦ୍।

1 Chronicles 5:14
ଏହି ବ୍ଯକ୍ତିମାନେ ଅବୀହଯିଲର ବଂଶଧର ଥିଲେ। ଅବୀ ହଯେିଲ ହୁରିଙ୍କର ପୁତ୍ର ଥିଲେ। ହୁରି ୟାରୋହଙ୍କ ପୁତ୍ର, ୟାରହୋ ଗିଲିଯଦଙ୍କ ପୁତ୍ର। ଗିଲିଯଦ୍ ମୀଖାଯଲଙ୍କେ ପୁତ୍ର, ମୀଖାଯେଲ୍ ୟିହିଶଯଙ୍କ ପୁତ୍ର, ୟିହିଶଯ ୟହଦୋଙ୍କ ପୁତ୍ର, ୟହଦୋ ବୂଷ୍ଙ୍କ ପୁତ୍ର ଥିଲେ।

2 Chronicles 11:18
ରିହବିଯାମ୍ ମହଲତ୍ଙ୍କୁ ବିବାହ କଲେ। ତାଙ୍କର ପିତା ଥିଲେ ଯିରମୋେତ୍ର। ତାଙ୍କର ମାତା ଥିଲେ ଅବୀହଯିଲ। ଯିରମୋେତ୍ର ଦାଉଦଙ୍କ ପୁତ୍ର ଥିଲେ। ଅବୀହଯିଲ ଇଲିଯାବ୍ଙ୍କ କନ୍ଯା ଥିଲେ। ଇଲିଯାବ୍ ୟିଶୀଙ୍କ ପୁତ୍ର ଥିଲେ।

Esther 2:15
ଏହାପରେ, ରାଜାଙ୍କ ନିକଟକୁ ୟିବାପାଇଁ ଏଷ୍ଟରର ପାଳି ପଡିଲା। ଏଷ୍ଟର ମର୍ଦ୍ଦଖଯଙ୍କ ପାଳିତ କନ୍ଯା ଥିଲା। ସେ ମର୍ଦ୍ଦଖଯର କକା ଅବିହଯିଲର କନ୍ଯା ଥିଲା। ହଗଯେ ରାଜାଙ୍କର ନଫୁସକ ଓ ସ୍ତ୍ରୀଲୋକମାନଙ୍କର ତତ୍ତ୍ବାବଧାରକ, ଯାହା କହିଥିଲେ, ତାହା ଛଡା ଏଷ୍ଟର ଆଉ କିଛି ମାଗିଲା ନାହିଁ। ସମସ୍ତେ ଯେଉଁମାନେ ହଗଯକେୁ ଦେଖିଲେ, ତା ପ୍ରତି ଅନୁକମ୍ପା କଲେ।

Esther 9:29
ତାପରେ, ଅବୀହଯିଲର କନ୍ଯା ରାଣୀ ଏଷ୍ଟର ଓ ୟିହୁଦୀଯ ମର୍ଦ୍ଦଖଯର ପୂରୀମ ଦିନ ବିଷଯ ରେ ସୁନିଶ୍ଚିତ କରିବା ପାଇଁ ସମାନଙ୍କେର ସମ୍ପୂର୍ଣ୍ଣ ଅଧିକାର ସହିତ ଦ୍ବିତୀୟ ପତ୍ର ଲେଖିଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்