Base Word
יָחַם
Short Definitionprobably to be hot; figuratively, to conceive
Long Definitionto be hot, conceive
Derivationa primitive root
International Phonetic Alphabetjɔːˈħɑm
IPA modjɑːˈχɑm
Syllableyāḥam
Dictionyaw-HAHM
Diction Modya-HAHM
Usageget heat, be hot, conceive, be warm
Part of speechv

Genesis 30:38
ଏହାପରେ ଯେଉଁ ସ୍ଥାନକୁ ପଶୁମାନେ ଜଳପାନ କରିବାକୁ ଆସନ୍ତି ସହେି ସ୍ଥାନ ରେ ସମାନଙ୍କେ ସମ୍ମୁଖସ୍ଥ ଜଳକୁଣ୍ଡ ମଧିଅରେ ସହେି ବକ୍କଳଶୂନ୍ଯ ଶାଖାସବୁ ଉଚ୍ଚ କରି ରଖିଲା। ତେଣୁ ଜଳ ପାନ କରିବା ସମୟରେ ସମାନେେ ଫଳବତୀ ହେଲେ।

Genesis 30:39
ପୁଣି ସହେି ଶାଖା ନିକଟରେ ସମାନଙ୍କେର ସଂଗମ ହବୋରୁ ପଶୁମାନେ ରଖାଙ୍କେିତ, ଚିତ୍ର ବିଚିତ୍ର ଓ ବିନ୍ଦୁ ଚିହ୍ନିତ ମଷେ ଛୁଆମାନ ଜନ୍ମ କଲେ।

Genesis 30:41
ଯେତବେେଳେ ବଳିଷ୍ଠ ପଶୁଗଣ ସହକର୍ମୀ କରନ୍ତି, ସେ ଜଳକୁଣ୍ଡ ମଧିଅରେ ସମାନଙ୍କେର ଆଖୀର ସମ୍ମୁଖ ରେ ସହେି ଶାଖାଗୁଡ଼ିକ ରଖିଲା। କିନ୍ତୁ ସେ ଦୁର୍ବଳ ପଶୁମାନଙ୍କ ସମ୍ମୁଖ ରେ ରଖିଲା ନାହିଁ।

Genesis 30:41
ଯେତବେେଳେ ବଳିଷ୍ଠ ପଶୁଗଣ ସହକର୍ମୀ କରନ୍ତି, ସେ ଜଳକୁଣ୍ଡ ମଧିଅରେ ସମାନଙ୍କେର ଆଖୀର ସମ୍ମୁଖ ରେ ସହେି ଶାଖାଗୁଡ଼ିକ ରଖିଲା। କିନ୍ତୁ ସେ ଦୁର୍ବଳ ପଶୁମାନଙ୍କ ସମ୍ମୁଖ ରେ ରଖିଲା ନାହିଁ।

Genesis 31:10
ସହେି ସମୟରେ ମୁଁ ଏକ ସ୍ବପ୍ନ ଦେଖିଥିଲି, ଯେଉଁ ପୁଂଛାଗ ମାଇ ଛାଗ ସହିତ ସଂଗମ କଲେ। ସମାନେେ ରଖାୟେୁକ୍ତ ଛିଟିଛିଟିକା ଏବଂ ଦାଗଦାଗ ହାଇେଥିଲେ ଏବଂ ବିନ୍ଦୁ ଚିହ୍ନିତ।

Deuteronomy 19:6
ଯଦି ନଗରଟି ସଠାେରକ୍ସ୍ଟ ବହକ୍ସ୍ଟତ ଦୂର ରେ ଥାଏ। ଯଦି ସଠାେକକ୍ସ୍ଟ ଶିଘ୍ର ଦୌଡି ନ ୟାଇପା ରେ ତବେେ ରକ୍ତର ପ୍ରତିହନ୍ତା ତଲ୍ଗତିତ୍ତ ହଇେ ନରହତ୍ଯା କାରୀର ପେଛ ଗୋଡ଼ାଇ ଦୂରପଥ ସକାଶକ୍ସ୍ଟ ତାହାକକ୍ସ୍ଟ ଧରି ଜୀବନ ରେ ମାରି ଦବେ। ମାତ୍ର ସହେି ଲୋକ ପ୍ରାଣଦଣ୍ତ ଯୋଗ୍ଯ ନକ୍ସ୍ଟ ହେଁ। କାରଣ ତାହା ପୂର୍ବରକ୍ସ୍ଟ ତାହାକକ୍ସ୍ଟ ହିଂସା କରୁ ନ ଥିଲା।

1 Kings 1:1
ରାଜା ଦାଉଦ ଅତ୍ଯନ୍ତ ବୃଦ୍ଧ ହେଲ। ତାଙ୍କର ପରିଗ୍ଭରକଗଣ ତାଙ୍କୁ ଉଷ୍ଣ କରିବା ପାଇଁ ବହୁତ କମ୍ବଳ ଓ ବହୁ ବସ୍ତ୍ର ରେ ଆଚ୍ଛାଦାନ କଲେ। କିନ୍ତୁ ସେ କିଛି ଉଷ୍ଣତା ପାଇଲେ ନାହିଁ।

Psalm 51:5
ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହଲିେ ଓ ପାପରୁ ହିଁ ମାରେ ମା ମାେତେ ଗର୍ଭରେ ଧାରଣ କଲା।

Ecclesiastes 4:11
ଆହୁରି ଦୁଇଜଣ ଏକତ୍ର ଶଯନ କଲେ ଉଷ୍ମ ହୁଅନ୍ତି ମାତ୍ର ଜଣେ କିରୂପେ ଉଷ୍ମ ହାଇପୋରିବ।

Ezekiel 24:11
ଖାଲି ହଣ୍ଡାକୁ ଜ୍ବଳନ୍ତ ଅଙ୍କାର ଉପ ରେ ରଖ। ତହିଁରେ ହଣ୍ଡା ଉତ୍ତପ୍ତ ହବେ ଓ ପିତ୍ତଳ ଉତ୍ତପ୍ତ ଦଗ୍ଧ ହବେ। ତେଣୁ ଅ େଶୗଚ ତରଳି ୟିବ ଓ କଳଙ୍କ ଉଭଇୟିବେ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்