Base Word
יְהוֹחָנָן
Short DefinitionJehochanan, the name of eight Israelites
Long Definitiona priest during the high priesthood of Joiakim who returned with Zerubbabel
Derivationfrom H3068 and H2603; Jehovah-favored
International Phonetic Alphabetjɛ̆.ho.ħɔːˈn̪ɔːn̪
IPA modjɛ̆.ho̞w.χɑːˈnɑːn
Syllableyĕhôḥānān
Dictionyeh-hoh-haw-NAWN
Diction Modyeh-hoh-ha-NAHN
UsageJehohanan, Johanan
Part of speechn-pr-m

1 Chronicles 26:3
ଏଲମ ପଞ୍ଚମ ପୁତ୍ର ଥିଲେ। ଯିହାହୋନନ୍ ଷଷ୍ଠ ପୁତ୍ର ଥିଲେ। ଆଉ ଇଲିଯୋ-ଐନଯ ସପ୍ତମ ପୁତ୍ର ଥିଲେ।

2 Chronicles 17:15
ଯିହାହୋନନ୍ 2,80,000 ସୈନ୍ଯଙ୍କର ସନୋଧ୍ଯକ୍ଷ ଥିଲେ,

2 Chronicles 23:1
ଛଅ ବର୍ଷ ପରେ, ଯିହାୟୋଦାରଦା ତାଙ୍କ ଶକ୍ତିର ପ୍ରଦର୍ଶନ କଲେ। ସେ ପ୍ରେତ୍ୟକକଙ୍କର 100 ଜଣ ସୈନ୍ଯ ଥିବା କପ୍ତାନଙ୍କର ସହିତ ଏକ ଚୁକ୍ତି କଲେ। ସହେି କପ୍ତାନମାନେ ଥିଲେ : ୟିରୋହାମ୍ଙ୍କ ପୁତ୍ର ଅସରିଯ, ଯିହାୟୋଦାରନାଙ୍କ ପୁତ୍ର ଇଶ୍ମାଯଲେ, ଅସରିଯଙ୍କ ପୁତ୍ର ଓବେଦ୍, ଅଦାଯାଙ୍କ ପୁତ୍ର ମା ସଯେ ଓ ସିଖ୍ରିଙ୍କ ପୁତ୍ର ଇଲୀଶାଫଟ୍।

2 Chronicles 28:12
ଏହାପରେ ଇଫ୍ରଯିମର କେତକେ ନେତା ଦେଖିଲେ ଯେ, ଇଶ୍ରାୟେଲୀୟ ସୈନ୍ଯମାନେ ୟୁଦ୍ଧରୁ ଗୃହକୁ ପ୍ରତ୍ଯାବର୍ତ୍ତନ କଲେ। ସହେି ନେତାମାନେ ଇଶ୍ରାୟେଲୀୟ ସୈନ୍ଯମାନଙ୍କୁ ଭଟେିଲେ। ସହେି ନେତାମାନେ ଥିଲେ ୟିହୋହାନନ୍ଙ୍କ ପୁତ୍ର ଅସରିଯ, ମଶି ଲୋମାେତ୍ଙ୍କ ପୁତ୍ର ବରେିଖିଯ, ଶଲ୍ଲୁମଙ୍କର ପୁତ୍ର ୟହଷ୍କିଯ ଓ ହଦ୍ଲଯଙ୍କର ପୁତ୍ର ଅମାସା।

Ezra 10:6
ଏହାପରେ ଏଜ୍ରା ପରମେଶ୍ବରଙ୍କ ଗୃହ ସମ୍ମୁଖରୁ ଉଠିଗଲେ। ଏହାପରେ ଇଲିଯାଶୀବର ପୁତ୍ର ୟିହୋହାନନର କୋଠରୀକୁ ଗଲେ। ଏଜ୍ରା ସଠାେରେ ରହିବା ସମୟରେ ସେ କୌଣସି ଖାଦ୍ୟ ଖାଇ ନଥିଲେ, କି ଜଳପାନ କରିନଥିଲେ। ସେ ଏପରି କରିଥିଲେ କାରଣ ସେ ବହୁତ ଦୁଃଖିତ ଥିଲେ। ସେ ଇଶ୍ରାୟେଲମାନଙ୍କ ପାପ ପାଇଁ ବହୁତ ଦୁଃଖିତ ଥିଲେ ଯେଉଁମାନେ ୟିରୁଶାଲମକୁ ଫରେି ଆସିଥିଲେ।

Ezra 10:28
ବବଯରେ ସନ୍ତାନଗଣ ମଧ୍ଯରୁ ଯିହାହୋନନ୍, ହବାନିଯ, ସଜଯ ଓ ଅତ୍ତଲଯ।

Nehemiah 6:18
କାରଣ ସେ ଆରାଃର ପୁତ୍ର ଶଖନିଯର ଜ୍ବାଇଁ ହବୋରୁ ଓ ତାହାର ପୁତ୍ର ଯିହାହୋନନ୍ ବରେିଖିଯର ପୁତ୍ର ମଶୁଲ୍ଲମର କନ୍ଯାକୁ ବିବାହ କରିଥିବାରୁ ଯିହୁଦାର ଅନକେ ଲୋକ ତା ନିକଟରେ ଶପଥ କରିଥିଲେ।

Nehemiah 12:13
ଏଜ୍ରା ପରିବାରର ମୁଖ୍ଯ ଥିଲେ ମଶୁଲ୍ଲମ୍। ଅମରିଯ ପରିବାରର ଯିହାହୋନନ୍ ମୁଖ୍ଯ ଥିଲେ।

Nehemiah 12:42
ଆଉ ମା ସଯେ, ଶମଯିଯ, ଇଲିଯାସର, ଉଷି, ଯିହାହୋନନ୍, ମଲ୍କିଯ, ଏଲମ୍ ଓ ଏଷର ସମସ୍ତେ ଠିଆ ହାଇେ ରହିଲେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்