Base Word
טָבַח
Short Definitionto slaughter (animals or men)
Long Definitionto slaughter, slay, butcher, kill ruthlessly
Derivationa primitive root
International Phonetic Alphabett̪’ɔːˈbɑħ
IPA modtɑːˈvɑχ
Syllableṭābaḥ
Dictiontaw-BA
Diction Modta-VAHK
Usagekill, (make) slaughter, slay
Part of speechv

Genesis 43:16
ଯୋଷଫେ ସମାନଙ୍କେ ସହିତ ବିନ୍ଯାମୀନକୁ ଦେଖିଲେ। ଯୋଷଫେ ତାଙ୍କର ଦାସକୁ ନିର୍ଦ୍ଦେଶ ଦେଲେ, ସହେି ଲୋକମାନଙ୍କୁ ମାରେ ଗୃହକୁ ପାଛୋଟି ଆଣ। ଏବଂ ଏକ ପଶୁମାରି ତାହାକୁ ରାନ୍ଧ। ସହେି ଲୋକମାନେ ଆଜି ମାେ ସହିତ ମଧ୍ଯାନ୍ନ ଭୋଜନ କରିବେ।

Exodus 22:1
ଜଣେ ବ୍ଯକ୍ତି ପାଇଁ କ'ଣ ଦଣ୍ଡ ଅଛି ୟିଏ ଗୋରୁ କିମ୍ବା ମଷେ ଚୋରି କରେ, ଯଦି ସେ ତାକୁ ହତ୍ଯା କରେ କିମ୍ବା ବିକ୍ରୀ କରେ। ସେ ଏହାକୁ ଫରୋଇ ପାରିବ ନାହିଁ। ତେଣୁ ସେ ଏକ ଗୋରୁ ବଦଳ ରେ ପାଞ୍ଚଟି ଗୋରୁ, ଏବଂ ଏକ ମଷେ ବଦଳ ରେ ଚାରୋଟୀ ମଷେ ଦବେ।

Deuteronomy 28:31
ଲୋକମାନେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ତୁମ୍ଭର ଗୋବତ୍ସାମାନଙ୍କୁ ବଧ କରିବେ। କିନ୍ତୁ ତୁମ୍ଭେ ତା'ର ମାଂସ ଖାଇ ପାରିବ ନାହିଁ। ଲୋକମାନେ ତୁମ୍ଭର ଗଧମାନ ନଇେ ଯିବେ। ସମାନେେ ତାହା ତୁମ୍ଭକୁ ଫରୋଇବେ ନାହିଁ। ତୁମ୍ଭର ଶତୃମାନେ ତୁମ୍ଭର ମଷେମାନଙ୍କୁ ନଇେଯିବେ କିନ୍ତୁ ଉଦ୍ଧାର କରିବାକୁ କହେି ନଥିବେ।

1 Samuel 25:11
ମୁ କ'ଣ ନିଜର ରୋଟୀ, ନିଜର ଜଳ ଓ ନିଜର ଲୋମଛଦକମାନଙ୍କେ ନିମନ୍ତେ ହତ ପଶକ୍ସ୍ଟମାନଙ୍କ ମାଂସ ନଇେ କେଉଁ ଅଜ୍ଞାନ ଲୋକମାନଙ୍କୁ ଦବେି?

Psalm 37:14
ଦୁଷ୍ଟ ଲୋକମାନେ ଖଣ୍ଡା, ଧନୁ ତୀର ଧରି ବାହାରି ପଡ଼ନ୍ତି। ସମାନେେ ଦୁଃଖୀ ଓ ଅସହାୟ ଲୋକମାନଙ୍କୁ ହତ୍ଯା କରିବାକୁ ଚାହାଁନ୍ତି। ସମାନେେ ସିଦ୍ଧ ଓ ଧାର୍ମିକ ଲୋକମାନଙ୍କୁ ନିପାତ କରିବାକୁ ଚାହାଁନ୍ତି।

Proverbs 9:2
ଜ୍ଞାନ ମାଂସ ରାନ୍ଧିଅଛି ଏବଂ ଦ୍ରାକ୍ଷାରସ ପ୍ରସ୍ତୁତ କରିଅଛି। ସେ ଆପଣା ମଜେ ରେ ଖାଦ୍ୟ ସଜାଇ ଅଛି।

Jeremiah 11:19
ସଦାପ୍ରଭୁ, ସମାନେେ ମାେ ବିପକ୍ଷ ରେ ଅଛନ୍ତି ବୋଲି ଦଖାଇବୋ ପୂର୍ବରୁ ମୁଁ ଏକ ନିରୀହ ମଷେଶାବକ ପରି ହତ୍ଯା ପାଇଁ ରହିଥିଲି। ସମାନେେ ମାେ ବିରୁଦ୍ଧ ରେ ଅଛନ୍ତି ବୋଲି ମୁଁ ଜାଣି ନଥିଲି। ସମାନେେ ମାେ ବିରୁଦ୍ଧ ରେ କୁମନ୍ତ୍ରଣା କରି କହିଲେ, ଆସ ଫଳ ସହିତ ବୃକ୍ଷକୁ କାଟି ନଷ୍ଟ କରିବା। ଲୋକେ ଯେପରି ତାଙ୍କୁ ଆଉ ସ୍ମରଣ ନ କରିବେ ସେଥିପାଇଁ ତାଙ୍କୁ କାଟି ପକାଇବା।

Jeremiah 25:34
ହେ ମଷେପାଳକଗଣ, ତୁମ୍ଭମାନେେ ହାହାକାର ଓ କ୍ରନ୍ଦନ କର। ହେ ମଷଗେଣର ଅଧିପତିମାନେ, ତୁମ୍ଭମାନେେ ଭୂମିରେ ଗଡ଼। କାରଣ ତୁମ୍ଭମାନଙ୍କର ହତ୍ଯା ସମୟ ବର୍ତ୍ତମାନ ଆଗତ ହେଲା। ତୁମ୍ଭମାନଙ୍କୁ ଆମ୍ଭେ ଖଣ୍ଡ ଖଣ୍ଡ କରିବା। ତୁମ୍ଭମାନେେ ଭଗ୍ନପାତ୍ର ତୁଲ୍ଯ ବିକ୍ଷିପ୍ତ ହାଇପେଡ଼ିବ।

Jeremiah 51:40
ବାବିଲକୁ ଆମ୍ଭେ ବଧ ଯୋଗ୍ଯ ମଷେ ଓ ଛାଗ ସଦୃଶ ବଧ୍ଯ ସ୍ଥାନକୁ ଆଗଇେ ନବୋ।

Lamentations 2:21
ୟୁବକ ଓ ବୃଦ୍ଧ ନଗରର ରାସ୍ତା ରେ ପତିତ ହାଇେଛନ୍ତି। ୟୁବକ, ୟୁବତୀ ଖଡ୍ଗ ରେ ହତ ହାଇେ ପଡ଼ିଛନ୍ତି। ସଦାପ୍ରଭୁ ସମାନଙ୍କେୁ ଆପଣା କୋର୍ଧ ଦିନ ରେ ବଧ କରିଛନ୍ତି ଓ ସମାନଙ୍କେ ପ୍ରତି ନିର୍ଦ୍ଦଯ ହାଇେଛନ୍ତି।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்