Base Word
חָשָׁה
Short Definitionto hush or keep quiet
Long Definitionto be silent, quiet, still, inactive
Derivationa primitive root
International Phonetic Alphabetħɔːˈʃɔː
IPA modχɑːˈʃɑː
Syllableḥāšâ
Dictionhaw-SHAW
Diction Modha-SHA
Usagehold peace, keep silence, be silent, (be) still
Part of speechv

Judges 18:9
ତହିଁରେ ସମାନେେ କହିଲେ, ଉଠ, ସମାନଙ୍କେର ପ୍ରତିକୂଳ ରେ ୟିବା। କାରଣ ଆମ୍ଭମାନେେ ସେ ଦେଶ ଦେଖିଲକ୍ସ୍ଟ। ଦେଖ ସେ ଦେଶ ଅତି ଉତ୍ତମ। ଆଉ ତୁମ୍ଭମାନେେ କାହିଁକି ଚକ୍ସ୍ଟପ ରହିଛ। ସହେି ଦେଶକକ୍ସ୍ଟ ୟିବାକକ୍ସ୍ଟ ଓ ସେ ଦେଶକକ୍ସ୍ଟ ଅଧିକାରକକ୍ସ୍ଟ ଆଣିବା ପାଇଁ ଅଳସ କର ନାହିଁ।

1 Kings 22:3
ଏହି ସମୟରେ ଆହାବ୍ ତାଙ୍କର ଅଧିକାରୀମାନଙ୍କୁ କହିଲେ, ରାମାେତ୍ ଗିଲିଯଦ୍ ଆମ୍ଭମାନଙ୍କର ଅଟେ, ତୁମ୍ଭମାନେେ ଏହା ଜାଣ। କିନ୍ତୁ ଅରାମର ରାଜା ଏହା ଅଧିକାର କଲା। ତଥାପି ଆମ୍ଭମାନେେ ନୀରବ ରେ ବସି ରହିଛୁ, ଆମ୍ଭେ ଅରାମର ରାଜାଙ୍କଠାରୁ ତାହା ଫରୋଇ ନଇେ ନାହୁଁ।

2 Kings 2:3
ବୈଥଲରେ ଦଳେ ଭବିଷ୍ଯଦ୍ବକ୍ତା ଇଲୀଶାୟଙ୍କ ପାଖକୁ ଆସିଲେ ଓ କହିଲେ, ଆଜି ସଦାପ୍ରଭୁ ତୁମ୍ଭ ମହାଶୟଙ୍କୁ ତୁମ୍ଭଠାରୁ ନଇେଯିବେ ବୋଲି ତୁମ୍ଭେ କ'ଣ ଜାଣ ନାହିଁ?

2 Kings 2:5
ଯିରୀହାରେ ଦଳେ ଭବିଷ୍ଯଦ୍ବକ୍ତା ଇଲୀଶାୟ ନିକଟକୁ ଆସି କହିଲେ, ତୁମ୍ଭେ କ'ଣ ଜାଣନାହିଁ ସଦାପ୍ରଭୁ ତୁମ୍ଭର ମହାଶୟଙ୍କୁ ତୁମ୍ଭଠାରୁ ଆଜିଠାରୁ ନଇେଯିବେ?

2 Kings 7:9
ତା'ପରେ ଏହି କୁଷ୍ଠୀମାନେ ପରସ୍ପର ମଧିଅରେ କଥାବାର୍ତ୍ତା ହେଲେ, ଆମ୍ଭମାନେେ ଭଲ କରୁନାହୁଁ, ଆଜି ସୁସମ୍ବାଦର ଦିନ, ମାତ୍ର ଆମ୍ଭମାନେେ ନୀରବ ରହୁଛୁ। ଯଦି ଆମ୍ଭେ ପ୍ରଭାତ ହବୋ ପର୍ୟ୍ଯନ୍ତ ବିଳମ୍ବ କରିବା ତବେେ ଆମ୍ଭମାନେେ ଦଣ୍ତିତ ହବୋ। ତବେେ ଆସ ଏ ସମ୍ବାଦ ରାଜଗୃହ ରେ ଦବୋ।

Nehemiah 8:11
ଏହିପରି ଭାବରେ ଲବେୀୟମାନେ ସମସ୍ତ ଲୋକଙ୍କୁ ତୁନି କରାଇଲେ। ତୁମ୍ଭେ ସମସ୍ତେ ନିରବ ହୁଅ, କାରଣ ଆଜି ପବିତ୍ର ଦିନ। ତୁମ୍ଭମାନେେ ଦୁଃଖିତ ହୁଅ ନାହିଁ।

Psalm 39:2
ତଣେୁ ମୁଁ କିଛି କହିଲି ନାହିଁ। ଏପରିକି ମୁଁ କିଛି ଭଲ କଥା ମଧ୍ଯ କହିବି ନାହିଁ। କିନ୍ତୁ ଏହା ଦ୍ବାରା ମୁଁ ଅଧିକ କୋର୍ଧୀ ହଲିେ।

Psalm 107:29
ପରମେଶ୍ବର ବତାସକୁ ସ୍ଥିର କଲେ ଓ ସମୁଦ୍ରର ତରଙ୍ଗମାଳାକୁ ଶାନ୍ତ କଲେ।

Ecclesiastes 3:7
ଚିରିବାର ସମୟ ଅଛି ଓ ସିଲଇେ କରିବାର ମଧ୍ଯ ସମୟ ଅଛି। ନୀରବ ରହିବାର ସମୟ ଅଛି ଓ କଥା କହିବାର ମଧ୍ଯ ସମୟ ଅଛି।

Isaiah 42:14
ଦୀର୍ଘକାଳ ଧରି ମୁଁ ନୀରବ ରହି ଆସୁଅଛି। ମୁଁ ତଥାପି ନୀରବ ଅଛି। ମାତ୍ର ବର୍ତ୍ତମାନ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଚିତ୍କାର କରିବୁ। ଆମ୍ଭେ ଦୀର୍ଘ ନିଃଶ୍ବାସ ଏବଂ ଆକାଂକ୍ଷା ହବେୁ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்