Base Word
חָצֵר
Short Definitiona yard (as inclosed by a fence); also a hamlet (as similarly surrounded with walls)
Long Definitioncourt, enclosure
Derivation(masculine and feminine); from H2690 in its original sense
International Phonetic Alphabetħɔːˈt͡sˤer
IPA modχɑːˈt͡seʁ
Syllableḥāṣēr
Dictionhaw-TSARE
Diction Modha-TSARE
Usagecourt, tower, village
Part of speechn-m

Genesis 25:16
ଏହି ସମସ୍ତେ ଇଶ୍ମାଯଲରେ ସନ୍ତାନ, ସମାନଙ୍କେର ଗ୍ରାମ ଓ ଛାଉଣୀ ସ୍ଥାନ ଥିଲା। ସହେି ବାରଜଣ ତାଙ୍କ ଗୋତ୍ରର ରାଜକୁମାର ଥିଲେ।

Exodus 8:13
ଏବଂ ମାଶାେ ଯାହା ଚାହିଁଲେ ସଦାପ୍ରଭୁ ସହେିପରି କଲେ। ଯେଉଁ ବେଙ୍ଗମାନେ ଘ ରେ, ଅଗଣା ରେ ଏବଂ ଜମି ରେ ଥିଲେ ସଗେୁଡିକ ମରିଗଲେ।

Exodus 27:9
ପବିତ୍ର ତମ୍ବୁ ପାଇଁ ଏକ ପ୍ରାଙ୍ଗଣ ତିଆରି କର। ସହେି ପ୍ରାଙ୍ଗଣର ଦକ୍ଷିଣ ଦିଗ ରେ ବଳା ଶୁଭ୍ର କ୍ଷୋମ ସୂତା ନିର୍ମିତ ପରଦା ରହିବା ଉଚିତ୍। ଏହାର ଲମ୍ବ ଏକ ଶହ ହାତ ହବୋ ଉଚିତ୍।

Exodus 27:9
ପବିତ୍ର ତମ୍ବୁ ପାଇଁ ଏକ ପ୍ରାଙ୍ଗଣ ତିଆରି କର। ସହେି ପ୍ରାଙ୍ଗଣର ଦକ୍ଷିଣ ଦିଗ ରେ ବଳା ଶୁଭ୍ର କ୍ଷୋମ ସୂତା ନିର୍ମିତ ପରଦା ରହିବା ଉଚିତ୍। ଏହାର ଲମ୍ବ ଏକ ଶହ ହାତ ହବୋ ଉଚିତ୍।

Exodus 27:12
ଆଉ ପଶ୍ଚିମ ଦିଗ ରେ ପ୍ରାଙ୍ଗଣର ପ୍ରସ୍ଥତା ନିମନ୍ତେ ପଚାଶ ହସ୍ତ ପରଦା ଓ ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ କରିବ।

Exodus 27:13
ପୂର୍ବ ଦିଗ ରେ ପ୍ରାଙ୍ଗଣର ପ୍ରସ୍ଥତା ପଚାଶ ହାତ ହବେ।

Exodus 27:16
ପ୍ରାଙ୍ଗଣର ପ୍ରବେଶପଥ ନିମନ୍ତେ ପରଦାଟି କୋଡିଏ ହାତ ଲମ୍ବ ହବେ ଉଚିତ୍। ସହେି ପରଦାଟିକୁ ସୂକ୍ଷ୍ମ ନାଇଲନ ସୂତା ରେ ତିଆରି କର ଯାହାକି ନୀଳ, ବାଇଗଣୀ, ଲାଲ ରଙ୍ଗର ସୂତା ରେ ଶିଳ୍ପକର୍ମ ହାଇେଥିବ। ଏବଂ ଏହାର ତା'ର ଚାରୋଟୀ ସ୍ତମ୍ଭ ଓ ଚାରୋଟୀ ଆଧାର ହବୋ ଉଚିତ୍।

Exodus 27:17
ପୁଣି ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସ୍ତମ୍ଭ ସକଳ ରୂପା ଛୁଞ୍ଚିଆ ରେ ବନ୍ଦ ହବେ ଓ ତା'ର ଅଙ୍ଗଡା ରୂପାର ଓ ଚୁଙ୍ଗୀ ପିତ୍ତଳର ହବେ।

Exodus 27:18
ପ୍ରାଙ୍ଗଣଟି ଏକଶହ ହାତ ଲମ୍ବ ଓ ପଚାଶ ହାତ ପ୍ରସ୍ଥ ଓ ପାଞ୍ଚ ହାତ ଉଚ୍ଚ ହବେ। ସହେି ଶୁଭ୍ର କ୍ଷୋମସୂତ୍ର ରେ ପ୍ରସ୍ତୁତ ହବୋ ସହିତ କଂସାର ଆଧାର ରହିବା ଉଚିତ୍।

Exodus 27:19
ଆଉ ପବିତ୍ର ତମ୍ବୁର ସମୁଦାଯ କାର୍ୟ୍ଯ ସମ୍ବନ୍ଧୀଯ ସାମଗ୍ରୀ ଓ ପ୍ରଙ୍ଗଣର ସମସ୍ତ ଖିଲ କଂସାର ନିର୍ମିତ ହବୋ ଉଚିତ୍।

Occurences : 190

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்