Base Word
חֲנָנִי
Short DefinitionChanani, the name of six Israelites
Long Definitionone of the sons of Heman, a chief musician of David, and head of the 18th course of the service
Derivationfrom H2603; gracious
International Phonetic Alphabetħə̆.n̪ɔːˈn̪ɪi̯
IPA modχə̆.nɑːˈniː
Syllableḥănānî
Dictionhuh-naw-NEE
Diction Modhuh-na-NEE
UsageHanani
Part of speechn-pr-m

1 Kings 16:1
ଅନନ୍ତର ବାଶାଙ୍କ ବିରୁଦ୍ଧ ରେ ସଦାପ୍ରଭୁ ହନାନିର ପୁତ୍ର ଯହେୂଙ୍କୁ କହିଲେ,

1 Kings 16:7
ସଦାପ୍ରଭୁ ବାଶା ଓ ତା'ର ପରିବାରର ବିପକ୍ଷ ଭବିଷ୍ଯଦ୍ବକ୍ତା ହନାନିଯଙ୍କ ପୁତ୍ର ଯହେୂଙ୍କ ନିକଟକୁ ଏକବାର୍ତ୍ତା ପଠାଇଲେ। ବାଶା ଘୃଣିତ କାର୍ୟ୍ଯଦ୍ବାରା ସଦାପ୍ରଭୁଙ୍କୁ କୋର୍ଧିତ କଲେ। ୟାରବିଯାମର ପରିବାର ପୂର୍ବରୁ ଯାହା କରିଥିଲେ, ସେ ଠିକ୍ ସଇେ କାର୍ୟ୍ଯ କଲେ। ସଦାପ୍ରଭୁ ମଧ୍ଯ କୋରଧିତ ଥିଲେ କାରଣ ସେ ସମସ୍ତ ୟାରବିଯାମ ପରିବାରକୁ ହତ୍ଯା କଲେ।

1 Chronicles 25:4
ହମେନଙ୍କର ଯେଉଁ ପୁତ୍ରମାନେ ସବୋକାର୍ୟ୍ଯ କରୁଥିଲେ, ସମାନେେ ହେଲେ : ବୁକ୍କିଯ, ମତ୍ତନିଯ, ଉଷୀଯଲେ, ଶବୂଯଲେ ଓ ଯିରମୋେତ୍, ହନାନିଯ, ହନାନି, ଇଲୀଯାଥା, ଗିଦ୍ଦଲତି ଓ ରୋମମତି-ଏଷର, ୟଶବକାଶା, ମଲ୍ଲୋଥି, ହୋଥୀର, ମହସୀଯୋତ୍।

1 Chronicles 25:25
ଅଷ୍ଟଦଶ ରେ, ହନାନିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

2 Chronicles 16:7
ସହେି ସମୟରେ ଦ୍ରଷ୍ଟା ହନାନି ଯିହୁଦାର ରାଜା ଆସାଙ୍କ ନିକଟକୁ ଆସିଲେ। ହନାନି ତାଙ୍କୁ କହିଲେ, ଆସା, ତୁମ୍ଭେ ଅରାମର ରାଜା ଉପରେ ସାହାୟ୍ଯ ନିମନ୍ତେ ନିର୍ଭର କଲ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ଉପରେ ନିର୍ଭର କଲ ନାହିଁ। କିନ୍ତୁ ଯେ ହତେୁ ତୁମ୍ଭେ ସାହାୟ୍ଯ ନିମନ୍ତେ ସଦାପ୍ରଭୁଙ୍କ ଉପରେ ନିର୍ଭର କଲ ନାହିଁ, ଅରାମ ରାଜାର ସୈନ୍ଯଦଳ ତୁମ୍ଭଠାରୁ ଖସି ପଳାଇଗଲେ।

2 Chronicles 19:2
ଦ୍ରଷ୍ଟା ଯହେୂ ଯିହାଶାଫେଟ୍ଙ୍କୁ ଭଟେିବାକୁ ଗଲେ। ଯହେୂଙ୍କର ପିତାଙ୍କର ନାମ ହନାନି ଥିଲା। ଯହେୂ ରାଜା ଯିହାଶାଫେଟ୍କୁ କହିଲେ, ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାୟ୍ଯ କଲ ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସହେି ଲୋକମାନଙ୍କୁ ପ୍ ରମେ କଲ ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କୋର୍ଧ କରିଅଛନ୍ତି।

2 Chronicles 20:34
ଯିହାଶାଫେଟ୍ ଆଉ ଯେଉଁସବୁ କର୍ମ କରିଥିଲେ, ସହେିସବୁ ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ହନାନିଙ୍କ ପୁତ୍ର ଯହେୂଙ୍କର ସରକାରୀ ଦଲିଲ ରେ ଲିପିବଦ୍ଧ ହାଇେ ରହିଅଛି। ଏହି ବିଷଯଗୁଡ଼ିକର ନକଲ କରାଗଲା ଓ ତାହାକୁ ଇଶ୍ରାୟେଲର ରାଜାମାନଙ୍କର ଇତିହାସ ପୁସ୍ତକର ଅନ୍ତଭୁର୍କ୍ତ କରାଗଲା।

Ezra 10:20
ଆଉ ଇମ୍ମରରେ ବଂଶଧରମାନଙ୍କୁ ମଧ୍ଯରୁ ହନାନି ଓ ସବଦିଯ।

Nehemiah 1:2
ମୁଁ ଯେତବେେଳେ ଶୂଶନ ରେ ଥିଲି, ମାରେ ଭାଇମାନଙ୍କ ମଧ୍ଯରୁ ଜଣେ ତାଙ୍କର ନାମ ଥିଲା, ହନାନି ଓ ଯିହୁଦାରୁ କେତେ ଜଣ ଲୋକ ଆସିଥିଲେ। ତହୁଁ ମୁଁ ସମାନଙ୍କେୁ ବନ୍ଦୀତ୍ବରୁ ଫରେି ଆସିଥିବା ଅବଶିଷ୍ଟ ୟିହୁଦୀଯମାନଙ୍କ ବିଷଯ ରେ ଓ ୟିରୁଶାଲମ ବିଷଯ ରେ ପଗ୍ଭରିଲି।

Nehemiah 7:2
ଏହାପରେ ମୁଁ ମାରେଭାଇ ହନାନିକି ଓ ଦୁର୍ଗର ଶାସନକର୍ତ୍ତା ହନାନିଯକୁ ୟିରୁଶାଲମ ଉପରେ ନିୟୁକ୍ତ କଲି କାରଣ ହନାନିଯ ବିଶ୍ବସ୍ତ ଲୋକ ଥିଲା, ଆଉ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ପରମେଶ୍ବରଙ୍କୁ ଭୟ କରୁଥିଲା।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்