Base Word
חֲמַר
Short Definitionwine
Long Definitionwine
Derivationcorresponding to H2561
International Phonetic Alphabetħə̆ˈmɑr
IPA modχə̆ˈmɑʁ
Syllableḥămar
Dictionhuh-MAHR
Diction Modhuh-MAHR
Usagewine
Part of speechn-m

Ezra 6:9
ସ୍ବର୍ଗସ୍ଥ ପରମେଶ୍ବରଙ୍କ ହାମବେଳି ନିମନ୍ତେ ୟିରୁଶାଲମସ୍ଥ ଯାଜକମାନଙ୍କ ବାକ୍ଯ ଅନୁୟାଯୀ ୟୁବାବୃଷ, ମଷେ, ମଷେଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହାସବୁ ସମାନଙ୍କେ ପ୍ରୟୋଜନ, ତାହାସବୁ ଦିନକୁ ଦିନ ବିନା ବାଧା ରେ ସମାନଙ୍କେୁ ଦିଆଯାଉ।

Ezra 7:22
ତାହାସବୁ 100 ତାଳନ୍ତ ପର୍ୟ୍ଯନ୍ତ ରୂପା ଓ 100 ମହଣ ପର୍ୟ୍ଯନ୍ତ ଗହମ ଓ 100 ମହଣ ପର୍ୟ୍ଯନ୍ତ ଦ୍ରାକ୍ଷାରସ ଓ 100 ମହଣ ପର୍ୟ୍ଯନ୍ତ ତୈଳ ଓ ଅପରିମିତ ଲବଣ ଯତ୍ନପୂର୍ବକ ଦବୋ ପାଇଁ ଆମ୍ଭେ ଆର୍ତ୍ତାକ୍ଷସ୍ତ ରାଜା ନଦୀ ସପୋରିସ୍ଥ ସମସ୍ତ କୋଷାଧ୍ଯକ୍ଷଙ୍କୁ ଆଜ୍ଞା କରୁଅଛୁ।

Daniel 5:1
ରାଜା ବେଲ୍ଶତ୍ସର ନିଜର ସହସ୍ର ଅମାତ୍ଯବର୍ଗଙ୍କ ନିମନ୍ତେ ଏକ ମହା ଭୋଜି ପ୍ରସ୍ତୁତ କଲେ। ଆଉ ସେ ସହସ୍ରଙ୍କ ମଧିଅରେ ରାଜା ଦ୍ରାକ୍ଷାରସ ପାନ କଲେ।

Daniel 5:2
ବେଲ୍ଶତ୍ସର ଦ୍ରାକ୍ଷାରସ ପାନ କରୁଥିବା ବେଳେ ତାଙ୍କର ପିତା ନବୂଖଦ୍ନିତ୍ସର। ୟିରୁଶାଲମସ୍ଥ ମନ୍ଦିରରୁ ଅପହରଣ କରି ଆଣିଥିବା ସୁନା ଓ ରୂପା ରେ ପାତ୍ରଗୁଡିକୁ ଆଣିବାକୁ ତାଙ୍କ ଲୋକମାନଙ୍କୁ ଆଦେଶ କଲେ। ସେ ଗ୍ଭହୁଁଥିଲେ ସେଥି ରେ ସେ, ତାଙ୍କର ଅମାତ୍ଯଗଣ, ତାଙ୍କର ପତ୍ନିଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ।

Daniel 5:4
ସମାନେେ ଦ୍ରାକ୍ଷାରସ ପାନ କରୁଥିଲା ବେଳେ ସୁନା, ରୂପା, ପିତ୍ତଳ, ଲୁହା, କାଠ ଓ ପ୍ରସ୍ତର ନିର୍ମିତ ମୂର୍ତ୍ତିରୂପକ ଦବଗେଣର ପ୍ରଶଂସା କଲେ।

Daniel 5:23
ଆପଣ ନମ୍ର ହବୋ ପରିବର୍ତେ ସ୍ବର୍ଗସ୍ଥ ସଦାପ୍ରଭୁଙ୍କ ବିରୁଦ୍ଧ ରେ ନିଜକୁ ଉନ୍ନତ କରିଅଛନ୍ତି। ସଦାପ୍ରଭୁଙ୍କ ମନ୍ଦିରର ସୁବର୍ଣ୍ଣ ଓ ରେ ୗପ୍ୟ ପାତ୍ର ରେ ଆପଣ, ଆପଣଙ୍କ ଅମାତ୍ଯଗଣ ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ଦ୍ରାକ୍ଷାରସ ପାନ କରିଅଛନ୍ତି। ପୁଣି ସୁନା, ରୂପା, ପିତ୍ତଳ, ଲୌହ, କାଠ ଓ ପଥର ନିର୍ମିତ ପ୍ରତିମା ରେ ଦବଗେଣ, ଯେଉଁମାନେ କି ଦେଖନ୍ତି ନାହିଁ, ଜାଣନ୍ତି ନାହିଁ କି ଶୁଣନ୍ତି ନାହିଁ! ସମାନଙ୍କେର ପ୍ରଶଂସା ଆପଣ କରିଅଛନ୍ତି। ଆଉ ଆପଣଙ୍କର ଜୀବନ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧିନ, ଆପଣ ସହେି ପରମେଶ୍ବରଙ୍କର ଗୌରବ କରିନାହାଁନ୍ତି।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்