Base Word
חֲמוֹת
Short Definitiona mother-in-law
Long Definitionmother-in-law, husband's mother
Derivationor (shortened) חֲמֹת; feminine of H2524
International Phonetic Alphabetħə̆ˈmot̪
IPA modχə̆ˈmo̞wt
Syllableḥămôt
Dictionhuh-MOTE
Diction Modhuh-MOTE
Usagemother in law
Part of speechn-f

Ruth 1:14
ଏଣୁ ସହେି ସ୍ତ୍ରୀ ଲୋକମାନେ ପକ୍ସ୍ଟଣି ରୋଦନ କଲେ। ଏହାପରେ ଅର୍ପା ତା'ର ଶାଶୂକକ୍ସ୍ଟ ଚକ୍ସ୍ଟମ୍ବନ ଦଲୋ ଓ ଗ୍ଭଲିଗଲା। କିନ୍ତୁ ଋତ ତାଙ୍କୁ ଧରି ରହିଲା।

Ruth 2:11
ବୋୟଜ ତାଙ୍କୁ କହିଲେ, ତୁମ୍ଭେ କିପରି ତକ୍ସ୍ଟମ୍ଭ ଶାଶୂ ନୟମୀକକ୍ସ୍ଟ ସାହାୟ୍ଯ କଲ, ମାେତେ ସେ ବିଷଯ ରେ କକ୍ସ୍ଟହାଗଲା। ମୁ ଜାଣେ ତୁମ୍ଭର ସ୍ବାମୀର ମୃତକ୍ସ୍ଟ୍ଯ ପରେ ତୁମ୍ଭେ କିପରି ତାକକ୍ସ୍ଟ ସାହାୟ୍ଯ କଲ। ଏବଂ ମୁ ଏହା ମଧ୍ଯ ଜାଣେ ଯେ ତୁମ୍ଭେ ତୁମ୍ଭର ନିଜର ଦେଶ, ମାତାପିତାଙ୍କୁ ଛାଡି ପକ୍ସ୍ଟଣି ଯେଉଁମାନଙ୍କୁ ତୁମ୍ଭେ ପର୍ବରକ୍ସ୍ଟ ଜାଣି ନଥିଲ, ସହେିମାନଙ୍କ ସହିତ ରହିବା ପାଇଁ ଆସିଅଛ।

Ruth 2:18
ଋତକ୍ସ୍ଟ ଏହାପରେ ଶସ୍ୟଗୁଡ଼ିକ ନଇେ ନଗରକକ୍ସ୍ଟ ୟାଇ ତା'ର ଶାଶୂକକ୍ସ୍ଟ ଦଲୋ ଏବଂ ସାଙ୍ଗ ରେ ଆଣିଥିବା ଅବଶିଷ୍ଟ ଖାଦ୍ୟ ତାଙ୍କୁ ଦଲୋ।

Ruth 2:19
ତା'ର ଶାଶୂ ତାକକ୍ସ୍ଟ ପଚାରିଲେ, ଆଜି ତୁମ୍ଭେ କେଉଁଠାରକ୍ସ୍ଟ ଏହି ଶସ୍ଯ ସଂଗ୍ରହ କଲ? କେଉଁଠାକକ୍ସ୍ଟ ତୁମ୍ଭେ ଗଲ ଓ କାମ କଲ? ୟିଏ ତୁମ୍ଭକୁ ଶସ୍ଯ ଦଲୋ, ସେ ଧନ୍ଯ ହେଉ।

Ruth 2:19
ତା'ର ଶାଶୂ ତାକକ୍ସ୍ଟ ପଚାରିଲେ, ଆଜି ତୁମ୍ଭେ କେଉଁଠାରକ୍ସ୍ଟ ଏହି ଶସ୍ଯ ସଂଗ୍ରହ କଲ? କେଉଁଠାକକ୍ସ୍ଟ ତୁମ୍ଭେ ଗଲ ଓ କାମ କଲ? ୟିଏ ତୁମ୍ଭକୁ ଶସ୍ଯ ଦଲୋ, ସେ ଧନ୍ଯ ହେଉ।

Ruth 2:23
ତେଣୁ ଋତ ବୋୟଜଙ୍କର ସହେି ମହିଳା ଶ୍ରମିକମାନଙ୍କ ସହିତ ଘନିଷ୍ଠଭାବରେ କାର୍ୟ୍ଯ କରିବାକୁ ଲାଗିଲେ। ବାର୍ଲି ଅମଳ ସରିବା ପ୍ରର୍ୟ୍ଯନ୍ତ ସଂଗ୍ରହ କରି ଚାଲିଲେ। ତା ପରେ ସେ ଗହମ ଅମଳ ଶଷେ ପର୍ୟ୍ଯନ୍ତ ସଠାେରେ କାର୍ୟ୍ଯ କଲେ, ଏବଂ ତାଙ୍କର ଶାଶୂଙ୍କ ସହିତ ରହିବାକକ୍ସ୍ଟ ଲାଗିଲା।

Ruth 3:1
ଏହାପରେ ନୟମୀ ଋତର ଶାଶୂ ତାଙ୍କୁ କହିଲେ, ହେ ମାରେ କନ୍ଯା, ମୁ ତକ୍ସ୍ଟମ୍ଭ ପାଇଁ ଏକ ନିରାପଦ ଗୃହ ପାଇବା ପାଇଁ ଚେଷ୍ଟା କରିବି। ଏହା ତୁମ୍ଭର ମଙ୍ଗଳ ହବେ।

Ruth 3:6
ଏଣୁ ଋତ ସହେି ଖଳାକକ୍ସ୍ଟ ୟାଇ ନିଜର ଶାଶୂର କଥା ଅନକ୍ସ୍ଟସା ରେ କାର୍ୟ୍ଯମାନ କଲା।

Ruth 3:16
ଯେତବେେଳେ ଋତ ଘରକକ୍ସ୍ଟ ଆସିଲା, ତା'ର ଶାଶୂ ତାକକ୍ସ୍ଟ ପଚାରିଲେ, ହେ ମାରେ କନ୍ଯା ସବୁକିଛି କମେିତି ହେଲା?

Ruth 3:17
ତା'ପରେ ସେ (ସ୍ତ୍ରୀ) କହିଲା, ବୋୟଜ ଏହି ୟବ ଉପହାର ଦଇେଛନ୍ତି। ବୋୟଜ କହିଲେ, ବିନା ଉପହାର ରେ ତୁମ୍ଭେ ତକ୍ସ୍ଟମ୍ଭ ଶାଶୂଙ୍କ ନିକଟକକ୍ସ୍ଟ ୟିବା ଉଚିତ୍ ନକ୍ସ୍ଟ ହେଁ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்