Base Word
חֶמֶד
Short Definitiondelight
Long Definitiondesire, delight, beauty, desirable, pleasant
Derivationfrom H2530
International Phonetic Alphabetħɛˈmɛd̪
IPA modχɛˈmɛd
Syllableḥemed
Dictionheh-MED
Diction Modheh-MED
Usagedesirable, pleasant
Part of speechn-m

Isaiah 27:2
ସଦେିନ ଲୋକେ ଏକ ଦ୍ରାକ୍ଷାକ୍ଷେତ୍ର ଉଦ୍ଦେଶ୍ଯ ରେ ଗାନ କରିବେ।

Isaiah 32:12
ସହେି ମନୋରମ ଫଳ କ୍ଷତେ ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଦୁଃଖ ରେ ଛାତିକୁ ମାରି ହବେେ।

Ezekiel 23:6
ସମାନେେ ନୀଳରଙ୍ଗ ପୋଷାକ ପରିହିତ ଦଶାେଧ୍ଯକ୍ଷ ଓ ଶାସନ କତ୍ତୃର୍ଗଣ। ସମାନେେ ସମସ୍ତେ ସୁନ୍ଦର ୟୁବକ ଏବଂ ଅଶ୍ବାରୋହୀ ଥିଲେ।

Ezekiel 23:12
ସେ ମଧ୍ଯ ସହେି ଅଶୂରୀଯ ଦଶାେଧ୍ଯକ୍ଷ ଶାସନ କତ୍ତୃର୍ଗଣଙ୍କ ପ୍ରତି ଆସକ୍ତା ହେଲାା ସମାନେେ ନୀଳରଙ୍ଗ ପୋଷାକ ପରିହିତ ସୁନ୍ଦର ୟୁବକ ଓ ଅଶ୍ବାରୋହୀ ଥିଲେ।

Ezekiel 23:23
ବାବିଲୋନୀଯମାନଙ୍କୁ ଓ ସମୁଦାଯ କଲଦୀଯ ଲୋକଙ୍କୁ ପକୋଦ, ଶୋଯା, କୋଯା ଓ ସମାନଙ୍କେ ସଙ୍ଗେ ସମୁଦାଯ ଅଶୂରୀଯ ଲୋକଙ୍କୁ ଆଣିବି। ସମାନେେ ସମସ୍ତେ ସୁନ୍ଦର ୟୁବକ, ଦଶାେଧ୍ଯକ୍ଷ, ଶାସନକର୍ତ୍ତା, ଅଧିପତିଗଣ, ବିଖ୍ଯାତ ଲୋକ ଓ ଅଶ୍ବାରୋହୀ।

Amos 5:11
ତୁମ୍ଭମାନେେ ଦରିଦ୍ରମାନଙ୍କଠାରୁ ଅସାଧୁ ଉପାଯ ରେ କର ନେଉଅଛ ଏବଂ ସମାନଙ୍କେର ଗହମ ବଳପୂର୍ବକ ନେଉଅଛ। ତୁମ୍ଭମାନେେ କାରୁକାର୍ୟ୍ଯ ପଥର ରେ ସୁନ୍ଦର ଘର ନିର୍ମାଣ କରିଛ, କିନ୍ତୁ ତୁମ୍ଭମାନେେ ସହେି ଘ ରେ ରହିପାରିବ ନାହିଁ। ତୁମ୍ଭମାନେେ ସୁନ୍ଦର ଦ୍ରାକ୍ଷାଗଛ କ୍ଷେତ୍ର ରେ ଲଗାଇଛ କିନ୍ତୁ ସେ ଦ୍ରାକ୍ଷାରସ ପାନ କରିପାରିବ ନାହିଁ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்