Base Word
אָזַל
Short Definitionto go away, hence, to disappear
Long Definitionto go, to go away, to go about
Derivationa primitive root
International Phonetic Alphabetʔɔːˈd͡zɑl
IPA modʔɑːˈzɑl
Syllableʾāzal
Dictionaw-DZAHL
Diction Modah-ZAHL
Usagefail, gad about, go to and fro (but in Ezekiel 27:19 the word is rendered by many 'from Uzal,' by others 'yarn'), be gone (spent)
Part of speechv

Deuteronomy 32:36
ସଦାପ୍ରଭୁ ତାଙ୍କର ଲୋକମାନଙ୍କର ବିଗ୍ଭର କରିବେ। କାରଣ ସମାନେେ ତାଙ୍କର ଦାସ। ସଦାପ୍ରଭୁ ସମାନଙ୍କେୁ ବିନାଶ କରିବା ବିଷଯ ରେ ନିଜ ମନ ପରିବର୍ତ୍ତନ କରିବେ। କାରଣ ସେ ଦେଖିବେ ଯେ ତାଙ୍କର ଶକ୍ତି ଗ୍ଭଲିୟାଇଛି ଏବଂ ସମାନେେ କିଛି ନକ୍ସ୍ଟହଁ, କବଳେ ଆତ୍ମରକ୍ଷାହୀନ ଓ ଭୀତସ୍ରତ।

1 Samuel 9:7
ତା'ପରେ ଶାଉଲ ଗ୍ଭକରକକ୍ସ୍ଟ କହିଲେ, ଆମ୍ଭେ ନିଶ୍ଚଯ ସହରକକ୍ସ୍ଟ ୟିବା, କିନ୍ତୁ ଆମ୍ଭମାନେେ ପରମେଶଓରଙ୍କୁ କ'ଣ ଉପହାର ଦବୋ। ବର୍ତ୍ତମାନ ଏପରିକି ଆମ ଖାଦ୍ୟ ମକ୍ସ୍ଟଣାରକ୍ସ୍ଟ ଖାଦ୍ୟ ସରିଗଲାଣି। ଆମ୍ଭେ ତାଙ୍କୁ ଉପହାର କ'ଣ ଦବୋ।

Job 14:11
ହ୍ରଦରୁ ପାଣି ଶୂନ୍ଯ ହାଇୟୋଏ ଏବଂ ଜଳ ପ୍ରପାତର ପ୍ରବାହ ବନ୍ଦ ହାଇୟୋଏ ଏବଂ ଶୁଖିୟାଏ।

Proverbs 20:14
କିଣିବା ଲୋକ କ ହେ, ଭଲ ନୁହେଁ, ଭଲ ନୁହେଁ, ଏହାର ମୂଲ୍ଯ ବହୁତ ଅଧିକ। ମାତ୍ର ଆପଣା ବାଟରେ ଗଲା ବେଳେ ଦର୍ପ କରେ।

Jeremiah 2:36
ତୁମ୍ଭେ କାହିଁକି ଆପଣା ମନ ପରିବର୍ତ୍ତନ କରିଚାଲିଛ, ଏତେ ଅବ ହଳେିତ ଭାବରେ ? ତୁମ୍ଭେ ଅଶୂରର ବିଷଯ ରେ ଯେପରି ଲଜ୍ଜିତା ହାଇେଥିଲ, ସହେିପରି ମିଶରର ବିଷଯ ରେ ଲଜ୍ଜିତା ହବେ।

Ezekiel 27:19
ବଦାନ ଓ ୟବନ ଲୋମ ନିର୍ମିତ ସୂତ୍ର ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ। ତୁମ୍ଭ ବାଣିଜ୍ଯ ଦ୍ରବ୍ଯ ମଧିଅରେ କାନ୍ତ ଲୌହ, ସୁଗନ୍ଧି ଦ୍ରବ୍ଯ ଓ ଆଖୁ ଥିଲା।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்