Base Word
אַהֲרוֹן
Short DefinitionAharon, the brother of Moses
Long Definitionbrother of Moses, a Levite and the first high priest
Derivationof uncertain derivation
International Phonetic Alphabetʔɑ.hə̆ˈron̪
IPA modʔɑ.hə̆ˈʁo̞wn
Syllableʾahărôn
Dictionah-huh-RONE
Diction Modah-huh-RONE
UsageAaron
Part of speechn-pr-m

Exodus 4:14
ଏହାପରେ ସଦାପ୍ରଭୁ କୋର୍ଧ ରେ ମାଶାଙ୍କେୁ କହିଲେ, ଉତ୍ତମ! ତୁମ୍ଭକୁ ସାହାୟ୍ଯ ପାଇଁ ମୁଁ ଅନ୍ୟ ଜଣକୁ ପଠାଇବି। ତୁମ୍ଭର ଭାଇ, ଲବେୀୟ ହାରୋଣ ଜଣେ ସୁବକ୍ତା ଅଟେ। ସେ ତୁମ୍ଭକୁ ସାକ୍ଷାତ କରିବାକୁ ଆସୁଅଛି। ସେ ତୁମ୍ଭକୁ ଦେଖି ଆନନ୍ଦିତ ହବେ।

Exodus 4:27
ସଦାପ୍ରଭୁ ହାରୋଣକୁ କହିଲେ, ତୁମ୍ଭେ ମାଶାଙ୍କେ ସହିତ ସାକ୍ଷାତ କରିବା ନିମିତ୍ତ ମରୁଭୂମିକୁ ୟାଅ। ତେଣୁ ସେ ୟାଇ ପରମେଶ୍ବରଙ୍କ ପର୍ବତ ରେ ତାଙ୍କ ସହିତ ମିଳି ତାଙ୍କୁ ଚୁମ୍ବନ କଲେ।

Exodus 4:28
ମାଶାେ ହାରୋଣଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭକୁ କାହିଁକି ପଠାଇଛନ୍ତି। ମାଶାେ ହାରୋଣଙ୍କୁ ସମସ୍ତ ଅଦ୍ଭୁତ କାର୍ୟ୍ଯମାନ ଦଖାଇେଲେ ଏବଂ ସଦାପ୍ରଭୁ କହିଥିବା ସମସ୍ତ କଥା ତାଙ୍କୁ କହିଲେ।

Exodus 4:29
ତେଣୁ ମାଶାେ ଏବଂ ହାରୋଣ ଏକତ୍ର ୟାଇ ଇଶ୍ରାୟେଲର ପ୍ରାଚୀନବର୍ଗମାନଙ୍କୁ ଏକତ୍ରୀତ କଲେ।

Exodus 4:30
ଏହାପରେ ହାରୋଣ ଲୋକମାନଙ୍କୁ କହିଲେ, ସେ ସହେି ପ୍ରଚୀନବର୍ଗକୁ ସମସ୍ତ କଥା କହିଲେ ଯାହା ସବୁ ସଦାପ୍ରଭୁ ମାଶାଙ୍କେୁ କହିଥିଲେ, ଏହାପରେ ମାଶାେ ତାଙ୍କର ପ୍ରମାଣ ଲୋକମାନଙ୍କୁ ଜଣାଇଲେ।

Exodus 5:1
ମାଶାେ ଏବଂ ହାରୋଣ ଏପରି କହି ସାରିବା ପରେ ଫାରୋଙ୍କ ନିକଟକୁ ଗଲେ। ସମାନେେ କହିଲେ, ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର କହିଛନ୍ତି, ' ମାରେ ଲୋମନଙ୍କୁ ୟିବାକୁ ଦିଅ। ସମାନେେ ମାେ ସମ୍ମାନାର୍ଥେ ମରୁଭୂମିରେ ଏକ ଉତ୍ସବ ପାଳନ କରିବେ।'

Exodus 5:4
କିନ୍ତୁ ଫାରୋ ସମାନଙ୍କେୁ କହିଲେ, ମାଶାେ ଏବଂ ହାରୋଣ, ତୁମ୍ଭମାନେେ ମାରେ କର୍ମୀମାନଙ୍କୁ କାର୍ୟ୍ଯରୁ ନିବୃତ୍ତ କରୁଅଛ। ସମାନଙ୍କେୁ ସମାନଙ୍କେର କାର୍ୟ୍ଯ କରିବାକୁ ଦିଅ!

Exodus 5:20
ସମାନେେ ଫାରୋଙ୍କଠାରୁ ଫରେିବା ବେଳେ ମାଶାେ ଓ ହାରୋଣଙ୍କର ସାକ୍ଷାତ ପାଇଲେ। ସମାନେେ ବାଟରେ ଅପେକ୍ଷା କରିଥିଲେ।

Exodus 6:13
କିନ୍ତୁ ସଦାପ୍ରଭୁ ଇଶ୍ରାୟେଲର ସନ୍ତାନଗଣଙ୍କୁ କହିବା ପାଇଁ ମାଶାେ ଓ ହାରୋଣଙ୍କୁ ଆଜ୍ଞା ଦେଲେ। ସେ ମିଶରର ରାଜା ଫାରୋଙ୍କ ନିକଟକୁ ୟିବା ପାଇଁ ଏବଂ ଇଶ୍ରାୟେଲୀୟ ସନ୍ତାନଗଣଙ୍କୁ ମିଶରରୁ ବାହାର କରି ଆଣିବା ପାଇଁ ସମାନଙ୍କେୁ ଆଜ୍ଞା ଦେଲେ।

Exodus 6:20
ଅମ୍ରମ୍ 137 ବର୍ଷ ବଞ୍ଚିଲେ। ଅମ୍ରମ ତାଙ୍କ ପିତାଙ୍କର ଭଉଣୀଙ୍କୁ ବିବାହ କରିଥିଲେ, ତାଙ୍କର ନାମ ଥିଲା ଯୋକବଦେ। ଏଣୁ ଅମ୍ରମ ଆଉ ୟୋକବଦେ ହାରୋଣ ଓ ମାଶାଙ୍କେୁ ଜନ୍ମ ଦେଲେ।

Occurences : 347

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்