Base Word
בְּרִית
Short Definitiona compact (because made by passing between pieces of flesh)
Long Definitioncovenant, alliance, pledge
Derivationfrom H1262 (in the sense of cutting [like H1254])
International Phonetic Alphabetbɛ̆ˈrɪi̯t̪
IPA modbɛ̆ˈʁiːt
Syllablebĕrît
Dictionbeh-REET
Diction Modbeh-REET
Usageconfederacy, (con-)feder(-ate), covenant, league
Part of speechn-f

Genesis 6:18
ମୁଁ ତୁମ୍ଭ ସହିତ ଏକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି କରିବି। ଏବଂ ତୁମ୍ଭେ ତୁମ୍ଭର ସ୍ତ୍ରୀ ତୁମ୍ଭର ପୁତ୍ରମାନେ ଏବଂ ତୁମ୍ଭର ପୁତ୍ରମାନଙ୍କର ସ୍ତ୍ରୀମାନେ ସମସ୍ତେ ଜାହାଜକୁ ଯିବେ।

Genesis 9:9
ମୁଁ ବର୍ତ୍ତମାନ ତୁମ୍ଭ ପାଇଁ ଏବଂ ତୁମ୍ଭ ପରେ ରହୁଥିବା ଲୋକମାନଙ୍କ ପାଇଁ ପ୍ରତିଜ୍ଞା କରୁଛି।

Genesis 9:11
ଏହା ମାରେତୁମ୍ଭମାନଙ୍କ ପାଇଁ ପ୍ରତିଜ୍ଞା ସମସ୍ତ ଜୀବନ ପୃଥିବୀ ଉପରିସ୍ଥ ବନ୍ଯା ରେ ଧ୍ବଂସ ପାଇଥିଲା। କିନ୍ତୁ ଏପରି ପ୍ରଳଯ ଆଉ ପୁନ୍ନରାଯ ହବେ ନାହିଁ। ଏହରି ବନ୍ଯା ଦ୍ବାରା ଆଉ କଦାପି ପୃଥିବୀରୁ ଜୀବନ ସତ୍ତା ବିନାଶ ହବେ ନାହିଁ।

Genesis 9:12
ଏବଂ ପରମେଶ୍ବର କହିଲେ, ମୁଁ ତୁମ୍ଭମାନଙ୍କୁ କିଛି ପ୍ରମାଣ ଦବେି ଯେ ମୁଁ ତୁମ୍ଭମାନଙ୍କ ସହିତ ପ୍ରତିଜ୍ଞା କରିଅଛି। ଏହି ଚ଼ିହ୍ନ ତୁମ୍ଭକୁ ଦଖାଇବେ ଯେ ମୁଁ ତୁମ୍ଭମାନଙ୍କ ସହିତ ଏବଂ ପ୍ରେତ୍ୟକକ ଜୀବନ୍ତ ପ୍ରାଣୀମାନଙ୍କ ସହିତ ନିଯମ କରିଅଛି। ଏହି ନିଯମ ସବଦିନ ପାଇଁ ସ୍ଥାଯୀ ହବେ। ଏହାହିଁ ତାରଣେ ପ୍ରମାଣ।

Genesis 9:13
ମୁଁ ମାହେର ଇନ୍ଦ୍ରଧନୁ ମେଘ ରେ ସ୍ଥାପନ କରିଅଛି। ତାହା ପୃଥିବୀ ସହିତ ମାରେ ଚୁକ୍ତି ରେ ଚିହ୍ନ ହବେ।

Genesis 9:15
ମୁଁ ଯେ ତବେଳେ ଇନ୍ଦ୍ରଧନୁକୁ ଦେଖେ ସେତବେେଳେ ମୁଁ ତୁମ୍ଭ ସହିତ ଓ ଅନ୍ଯାନ୍ଯ ସଜୀବ ପ୍ରାଣୀମାନଙ୍କ ସହିତ ହାଇେଥିବା ଚୁକ୍ତିକୁ ମନେ ପକାଇବି। ସହେି ଚ଼କ୍ତି କ ହେ ଯେ, ଭବିଷ୍ଯତ ରେ ଏପରି ବନ୍ଯା ରେ ସମସ୍ତେ ବିନାଶ ହବେେ ନାହିଁ।

Genesis 9:16
ପୁଣି ଇନ୍ଦ୍ରଧନୁ ହେଲ, ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା। ତହିଁରେ ପୃଥିବୀସ୍ଥ ସମସ୍ତ ସଜୀବ ପ୍ରାଣୀ ସହିତ ପରମେଶ୍ବରଙ୍କର ଯେଉଁ ଅନନ୍ତକାଳସ୍ଥାଯୀ ନିଯମ ଅଛି, ତାହା ମୁଁ ସ୍ମରଣ କରିବି।

Genesis 9:17
ତେଣୁ ସଦାପ୍ରଭୁ ନୋହକୁ କହିଲେ, ପୃଥିବୀସ୍ଥ ମାଂସ ବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଯେଉଁ ଚୁକ୍ତି ସ୍ଥିର କରିଅଛୁ, ତହିଁରେ ଇନ୍ଦ୍ରଧନୁ ଏହି ଚ଼ିହ୍ନ ହବେ।

Genesis 14:13
ସେତବେେଳେ ଜଣେ ପଳାତକ ଏବ୍ରୀଯ ଅବ୍ରାମଙ୍କୁ ସମାଚ଼ାର ଦଲୋ। ସହେି ସମୟରେ ଅବ୍ରାମ ଇଷ୍କୋଲର ଓ ଆନରରେ ଭ୍ରାତା ଇ ମାରେୀଯ ମମ୍ରିର ଆଲୋନ ବୃକ୍ଷମୂଳେ ବାସ କରୁଥିଲେ। ସମାନେେ ମଧ୍ଯ ଅବ୍ରାମଙ୍କର ସହାୟ ଥିଲେ।

Genesis 15:18
ସହେିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦଲେି। ମିଶରୀଯ ନଦୀଠାରୁ ମହାନ ନଦୀ ଫରାତ୍ ପର୍ୟ୍ଯନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦଲେି।

Occurences : 284

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்