Matthew 24:38
ସେତବେେଳେ ବନ୍ଯା ଆସିବା ପୂର୍ବରୁ ଲୋକମାନେ ଭୋଜନପାନ କରୁଥିଲେ, ଲୋକେ ବିବାହ କରୁଥିଲେ ଏବଂ ପିଲାମାନଙ୍କୁ ବିବାହ ଦେଉଥିଲେ। ନୋହଙ୍କର ଜାହାଜ ରେ ପ୍ରବେଶ କରିବା ଦିନ ପର୍ୟ୍ଯନ୍ତ ଲୋକେ ଏସବୁ କରୁଥିଲେ।
Luke 1:20
ଏବେ ଶୁଣ! ତୁମ୍ଭମାନେେ ମାେ କଥା ରେ ବିଶ୍ବାସ କଲ ନାହିଁ। କିନ୍ତୁ ନିଶ୍ଚିତ ସମୟ ଆସିଲେ ଏହା ସତ୍ଯ ବୋଲି ପ୍ରମାଣିତ ହବେ। ଏବେ ତୁମ୍ଭେ ମୂକ ହାଇଯେିବ। ଯେ ପର୍ୟ୍ଯନ୍ତ ଏସବୁ ନ ଘଟିଛି, ସେ ପର୍ୟ୍ଯନ୍ତ ତୁମ୍ଭମାନେେ କହିବା ଶକ୍ତି ହ ରଇେ ବସିବ।
Luke 4:13
ଶୟତାନ ଯୀଶୁଙ୍କର ସବୁ ପ୍ରକାର ପରୀକ୍ଷା ନଇେ ସାରିଲା। ଆଉ ଟିକିଏ ଭଲ ସୁଯୋଗ ଆସିବା ପର୍ୟ୍ଯନ୍ତ ଅପେକ୍ଷା କରିବାକୁ ସେ ଯୀଶୁଙ୍କୁ ଛାଡି ଚାଲିଗଲା।
Luke 17:27
ନୋହଙ୍କ ସମୟରେ, ଏପରିକି ନୋହ ଜାହାଜ ରେ ବସିବା ସମୟ ପର୍ୟ୍ଯନ୍ତ ଲୋକମାନେ ଖିଆପିଆ କରୁଥିଲେ ଓ ବିବାହ କରୁଥିଲେ। ତା'ପରେ ବନ୍ଯା ମାଡି ଆସିଲା ଓ ସେ ସମସ୍ତଙ୍କୁ ମାରି ଦଲୋ।
Luke 21:24
କେତକେ ଲୋକଙ୍କୁ ସୈନ୍ଯମାନେ ମାରି ଦବେେ। ଅନ୍ୟ କେତକଙ୍କେୁ ବନ୍ଦୀ କରି ଅନ୍ୟ ସବୁ ଦେଶକୁ ପଠାଇ ଦିଆୟିବ। ଅଣଯିହୂଦୀଲୋକ ସମାନଙ୍କେର ସମୟ ଶଷେ ନ ହବୋ ପର୍ୟ୍ଯନ୍ତ ପବିତ୍ର ନଗର ୟିରୁଶାଲମକୁ ପଦଦଳିତ କରିବେ।
Acts 1:2
ମୁଁ ଯୀଶୁଙ୍କର ସଂମ୍ପୂର୍ଣ୍ଣ ଜୀବନ ସମ୍ପର୍କ ରେ ଆରମ୍ଭରୁ ତାହାଙ୍କୁ ସ୍ବର୍ଗକୁ ନିଆୟିବା ପର୍ୟ୍ଯନ୍ତ ସବୁକିଛି ଲେଖିଛି। ଏହା ଘଟିବା ପୂର୍ବରୁ ଯୀଶୁ ନିଜେ ବାଛିଥିବା ପ୍ ରରେିତମାନଙ୍କ ସହିତ କଥାବର୍ତ୍ତା ହାଇେଥିଲେ। ପବିତ୍ରଆତ୍ମାଙ୍କ ସାହାୟ୍ଯ ରେ ଯୀଶୁ ପ୍ ରରେିତମାନେ କ'ଣ କରିବା ଉଚ଼ିତ, ସହେି କଥା କହିଲେ।
Acts 2:29
ହେ ମାରେ ଭାଇମାନେ, ମୁଁ ବିଶ୍ବାସର ସହିତ ଆମ୍ଭ ପୂର୍ବପୁରୁଷ ଦାଉଦଙ୍କ ବିଷୟ ରେ ତୁମ୍ଭମାନଙ୍କୁ କହି ପାରିବି। ସେ ମୃତ୍ଯୁବରଣ କରି କବରସ୍ଥ ହାଇେଛନ୍ତି, ଏବଂ ତାହାଙ୍କର ଏହି କବର ଅଦ୍ଯାବଧି ଆମ୍ଭ ନିକଟରେ ଅଛି।
Acts 3:21
ପୁନର୍ବାର ସମସ୍ତ କାର୍ୟ୍ଯ ସୁସମ୍ପନ୍ନ ହବୋ ପର୍ୟ୍ଯନ୍ତ ଯୀଶୁଙ୍କୁ ସ୍ବର୍ଗ ରେ ରହିବାକୁ ପଡ଼ିବ। ଏହି ସମସ୍ତ ବିଷୟ ରେ ପରମେଶ୍ବର ବହୁତ ଆଗରୁ ଭାବବଦୀମାନଙ୍କ ମାଧ୍ଯମ ରେ କହିଛନ୍ତି।
Acts 7:18
ସହେି ସମୟରେ ଆଉ ଜଣେ ରାଜା ମିଶରକୁ ରାଜତ୍ବ କରିବାପାଇଁ ଆରମ୍ଭ କଲେ। ସେ ଯୋଷଫଙ୍କେୁ ଜାଣି ନଥିଲେ।
Acts 11:5
ମୁଁ ଯାଫୋ ନଗର ରେ ପ୍ରାର୍ଥନା କଲା ବେଳେ ଗୋଟିଏ ଦିବ୍ଯଦର୍ଶନ ଦେଖିଲି। ଗୋଟିଏ ଚାଦର ଚ଼ାରିକଣରୁ ଧରାଯାଇ ସ୍ବର୍ଗରୁ ମାେ ଆଡ଼କୁ ଖସିଆସୁଥିବାର ମୁଁ ଦେଖିଲି।
Occurences : 49
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்