Luke 21:25
ସୂର୍ୟ୍ଯ, ଚନ୍ଦ୍ର ଓ ତାରାମାନଙ୍କ ରେ ସଙ୍କତେ ରୂପକ ଅନକେ ଅଦ୍ଭୁତ ବିଷୟ ଘଟିବ। ପୃଥିବୀ ରେ ଲୋକମାନେ ନିରାଶ ଅନୁଭବ କରିବ। ସମୁଦ୍ରଗୁଡିକ ଭୟଙ୍କର ରୂପ ଧାରଣ କରିବ। ଲୋକେ କ'ଣ ପାଇଁ ଏପରି ହେଲା, ଜାଣିବେ ନାହିଁ।
Acts 7:43
ତୁମ୍ଭମାନେେ ତୁମ୍ଭମାନଙ୍କ ସହିତ ମାେଲଖର ତମ୍ବୁ ଏବଂ ନକ୍ଷତ୍ର ଦବେତା ରମ୍ପାର ମୂର୍ତ୍ତିକୁ ମଧ୍ଯ ବୋହି ନଇଯାେଇଥିଲ। ଏଗୁଡ଼ିକୁ ତୁମ୍ଭମାନେେ ପୂଜା କରିବାପାଇଁ ତିଆରି କରିଥିଲ। ତେଣୁ ମୁଁ ମଧ୍ଯ ତୁମ୍ଭମାନଙ୍କୁ ବାବିଲନର ଆରପାରିକୁ ପଠାଇ ଦବେି।' ଆମାଷେ 5:25-27
Acts 27:20
ଆମ୍ଭେ ବହୁତ ଦିନ ପର୍ୟ୍ଯନ୍ତ ସୁର୍ୟ୍ଯ କି ତାରା କିଛି ଦେଖି ପାରିଲୁ ନାହିଁ। ପ୍ରଚ଼ଣ୍ଡ ଝଡ଼ ବତାସର ବଗେ କମିଲା ନାହିଁ। ଆମ୍ଭମାନେେ ଜୀବନ ରକ୍ଷା କରିବାର ସମସ୍ତ ଆଶା ରହଇେ ବସିଲୁ। ଆମ୍ଭେ ଭାବିଲୁ, ଆମ୍ଭର ମୃତ୍ଯୁ ଘଟିବ। ଅନକେ ଦିନ ପର୍ୟ୍ଯନ୍ତ ଆମ୍ଭମାନେେ କହେି କିଛି ଖାଇ ନଥିଲୁ।
Hebrews 11:12
ଏହି ଲୋକ ଜଣକ ଏତେ ବୃଦ୍ଧ ଥିଲେ ଯେ ସେ ମୃତବତ ଥିଲେ। କିନ୍ତୁ ସହେି ଜଣେ ଲୋକଙ୍କଠାରୁ ଆକାଶର ତାରାଗଣ ଓ ସମୁଦ୍ର କୂଳର ବାଲି ଭଳି ଅସଂଖ୍ଯ ସନ୍ତାନ ଜନ୍ମଗ୍ରହଣ କଲେ।
Occurences : 4
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்