Matthew 14:6
ହରେୋଦଙ୍କ ଜନ୍ମ ଦିନ ଅବସର ରେ େ ହରୋଦିଆଙ୍କ ଝିଅ, ହରେୋଦ ଓ ତାହାଙ୍କ ଅତିଥିମାନଙ୍କ ଆଗ ରେ ନାଚିଲା। ଏଥି ରେ େ ହରୋଦ ବହୁତ ମୁଗ୍ଧ ହାଇଗେଲେ।
Mark 6:22
ହରୋଦିଙ୍କ ଝିଅ ଭିତରକୁ ଆସି ନାଚିଲା। ତା ନାଚ ରେ ଅତିଥିଗଣ ଓ ନିଜେ େ ହରୋଦ ବହୁତ ଖୁସି ହେଲେ।
Acts 6:5
ସହେି ଦଳର ସମସ୍ତେ ଏହି ଚ଼ିନ୍ତାଧାରାକୁ ପସନ୍ଦ କଲେ। ସମାନେେ ନିଜ ମଧ୍ଯରୁ ସ୍ତିଫାନ, ଯେ କି ପବିତ୍ର ଆତ୍ମା ଓ ବିଶ୍ବାସ ରେ ପରିପୂର୍ଣ୍ଣ ଥିଲେ, ଫିଲିପ୍ପ, ପ୍ରଖର, ନୀକାନୋର, ତୀମାନେ, ପାର୍ମନା ଓ ନୀକଲାୟ। ସେ ଆନ୍ତିୟଖିଅରୁ ଆସିଥିଲେ ଓ ଯିହୂଦୀ ଧର୍ମରୁ ଧର୍ମାନ୍ତରୀତ ହାଇେଥିଲେ ମନୋନୀତ କଲେ ା
Romans 8:8
ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ ଶରୀର ଦ୍ବାରା ଶାସିତ ସମାନେେ ପରମେଶ୍ବରଙ୍କୁ ଖୁସି କରି ପାରିବେ ନାହିଁ।
Romans 15:1
ଆମ୍ଭେ ଆମ୍ଭର ବିଶ୍ବାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାୟ୍ଯ କରିବା ଉଚିତ ଏବଂ ସମାନଙ୍କେର ଦୁର୍ବଳତାରୁ ସମାନଙ୍କେୁ ଉଦ୍ଧାର କରିବା। ଆମ୍ଭେ କବଳେ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ।
Romans 15:2
ଆମ୍ଭେ ଅନ୍ୟ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିବା ଉଚିତ। ସମାନଙ୍କେ ବିଶ୍ବାସକୁ ବଳବାନ କରିବା ଓ ବଢାଇବା ଦୃଷ୍ଟିରୁ ଆମ୍ଭେ ସମାନଙ୍କେ ପାଇଁ କଣ ଭଲ ତାହା ଭାବିବା ଉଚିତ।
Romans 15:3
ଖ୍ରୀଷ୍ଟ ମଧ୍ଯ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟାକରି ନଥିଲେ। ତାହାଙ୍କ ବିଷୟ ରେ ଶାସ୍ତ୍ର କୁ ହେ: ଯେଉଁମାନେ ତୁମ୍ଭର ଅପମାନ କରିଛନ୍ତି, ସମାନେେ ମାରେ ବି ଅପମାନ କରିଛନ୍ତି।
1 Corinthians 7:32
ତୁମ୍ଭମାନେେ ଯେପରି ଚିନ୍ତା ନ କର ଏହା ମାରଇେଚ୍ଛା। ଅବିବାହିତ ଲୋକ ପ୍ରଭୁଙ୍କ କାମ ରେ ଲାଗିଥାଏ ଓ ସେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ।
1 Corinthians 7:33
କିନ୍ତୁ ଯେଉଁ ଲୋକ ବିବାହିତ, ସେ ସାଂସାରିକ ବିଷୟ ରେ ଲିପ୍ତ ରହି ତା'ର ପତ୍ନୀକୁ ସନ୍ତୁଷ୍ଟ କରିବା ପାଇଁ ବ୍ଯସ୍ତ ରହିଥାଏ। ଅତଏବ ସେ ଦୁଇଟି ବିଷୟ ପ୍ରତି ଧ୍ଯାନ ଦିଅ : ପତ୍ନୀକୁ ସନ୍ତୁଷ୍ଟ ଓ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା। ଜଣେ ଅବିବାହିତା ସ୍ତ୍ରୀ ଅର୍ଥାତ୍ କୁମାରୀ କନ୍ଯା ପ୍ରଭୁଙ୍କ ପାଇଁ ସମୟ ଦିଏ।
1 Corinthians 7:34
ସେ ତା'ର ଶରୀର ଓ ଆତ୍ମା ଉଭୟକୁ ପ୍ରଭୁଙ୍କଠା ରେ ସମର୍ପିତ କରିପା ରେ। କିନ୍ତୁ ଜଣେ ବିବାହିତା ସ୍ତ୍ରୀ, ଜାଗତିକତା ରେ ମାତି ରହି, ନିଜ ସ୍ବାମୀକୁ ସନ୍ତୁଷ୍ଟ କରିବା ରେ ବ୍ଯସ୍ତ ରୁ ହେ।
Occurences : 17
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்