Matthew 1:19
କିନ୍ତୁ ତାହଙ୍କର ଭାବୀପତି ୟୋ ସଫେ ଜଣେ ଧାର୍ମିକ ଲୋକ ଥିଲେ। ଲୋକମାନଙ୍କ ଆଗ ରେ ମରିୟମଙ୍କୁ ଅପମାନ କରିବା ସେ ଗ୍ଭହୁଁନଥିଲେ। ସେ ତାହାଙ୍କୁ ଛାଡପତ୍ର ଦବୋ ପାଇଁ ଗୋପନରା ଯୋଜନା କଲେ।
Matthew 6:30
ପଡିଆର ସହେି ଘାସ ଆଜି ବଞ୍ଚିଛି, କିନ୍ତୁ କାଲିକି ତାକୁ ଚୁଲି ରେ ପକଇେ ଦିଆୟିବ। ତଥାପି ଯଦି ପରମେଶ୍ବର ତାକୁ ଏଭଳି ସନ୍ଦୁର ବେଶ ଦଇେଛନ୍ତି, ତବେେ ସେ କ'ଣ ତୁମ୍ଭକୁ ପିନ୍ଧବା ପାଇଁ ଅଧିକ ଦବେନୋହିଁ? ତବେେ ତୁମ୍ଭମାନେେ କାହିଁକି ଏତେ ଅଳ୍ପ ବିଶ୍ବାସ ରଖୁଛ?
Matthew 7:11
ଏପରିକି ତୁମ୍ଭେ ମନ୍ଦ ଲୋକ ହାଇେ ମଧ୍ଯ ପିଲାମାନଙ୍କୁ କିଭଳି ଭଲ ଉପହାର ଦବୋକୁ ହୁଏ, ତାହା ତୁମ୍ଭେ ଜାଣ। ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା, ମାଗୁଥିବା ଲୋକକୁ ନିଶ୍ଚୟ କେତେ ଭଲ ଜିନିଷ ଦବେେ!
Matthew 12:30
ଯଦି କହେି ମାେ ସହିତ କାମ କରୁନାହିଁ, ତବେେ ସେ ମାେ ବିରୁଦ୍ଧ ରେ କାମ କରୁଛି।
Matthew 12:34
ହେ କାଳସର୍ପର ସନ୍ତାନଗଣ, ତୁମ୍ଭମାନେେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତ ରେ ଯାହା ଭାବୁଥାଏ, ତାକୁ କଥା ରେ ପ୍ରକାଶ କରିଥାଏ।
Mark 2:26
ତୁମ୍ଭମାନେେ କ'ଣ ପଢିନାହଁ ଯେ, ଅବିଯାଥାର ମହାୟାଜକ ଥିବା ସମୟରେ ଦାଉଦ ପରମେଶ୍ବରଙ୍କ ମନ୍ଦିର ରେ ପ୍ରବେଶ କରି ପରମେଶ୍ବରଙ୍କୁ ଅର୍ପଣ କରାଯାଇ ଥିବା ଖାଦ୍ୟ ଖାଇଥିଲେ? ମାଶାଙ୍କେ ନିୟମ ଅନୁସାରେ ଯାଜକମାନେ କବଳେ ସହେି ଖାଦ୍ୟ ଖାଇ ପାରିବେ। ତାହାଙ୍କ ବ୍ଯତୀତ ଆଉ କାହାରିକୁ ସହେି ଖାଦ୍ୟ ଖାଇବାର ଅଧିକାର ନାହିଁ। କିନ୍ତୁ ଦାଉଦ ସେ ଖାଦ୍ୟରୁ କିଛି ମଧ୍ଯ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ଖାଇବାକୁ ଦଇେଥିଲେ।
Mark 5:25
ସଠାେରେ ଲୋକଙ୍କ ଭିତ ରେ ଜଣେ ସ୍ତ୍ରୀ ଲୋକ ଥିଲା। ବିଗତ ବାରବର୍ଷ ଧରି ତା'ର ରକ୍ତସ୍ରାବ ହେଉଥିଲା।
Mark 8:1
ଆଉ ଯୀଶୁଙ୍କ ସହିତ ବହୁତ ଲୋକ ଥିଲେ। ସମାନଙ୍କେର କିଛି ଖାଇବାକୁ ନଥିଲା। ତାଣୁ ଯୀଶୁ ଶିଷ୍ଯମାନଙ୍କୁ ପାଖକୁ ଡକାଇ କହିଲେ,
Mark 11:11
ଯୀଶୁ ୟିରୁଶାଲମ ଆସି ମନ୍ଦିର ଭିତ ରେ ପ୍ରବେଶ କଲେ। ଯୀଶୁ ମନ୍ଦିର ରେ ପ୍ରେତ୍ୟକକ ବିଷୟ ପ୍ରତି ଦୃଷ୍ଟି ପକାଇଲେ। ସେତବେେଳକେୁ ବହୁତ ଡରେି ହାଇେ ଯାଇଥିଲା। ତେଣୁ ଯୀଶୁ ବାରଜଣ ପ୍ ରରେିତଙ୍କ ସହିତ ବେଥନିଆକୁ ଚାଲିଗଲେ।
Mark 13:16
ଯଦି କହେି ବାହା ରେ ପଡିଆ ରେ ଥାଏ, ସେ ନିଜ ଚାଦର ଆଣିବା ପାଇଁ ଘରକୁ ଫରେି ନ ଯାଉ।
Occurences : 159
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்