No lexicon data found for Strong's number: 5584

Luke 24:39
ମାେ ହାତକୁ ଚାହଁ। ମାେ ଗୋଡକୁ ଚାହଁ। ଏହା ମୁଁ! ମାେତେ ଛୁଅଁ, ତୁମ୍ଭମାନେେ ଦେଖ ଯେ ମାରେ ଏହା ଜୀବନ୍ତ ଶରୀର। ତୁମ୍ଭମାନେେ ମାେତେ ଯେପରି ଦେଖୁଛ, ଗୋଟିଏ ଭୂତର ସେ ଭଳି ଶରୀର ହାଇେ ପାରିବ ନାହିଁ।

Acts 17:27
ଯେପରି ସମାନେେ ପରମେଶ୍ବରଙ୍କୁ ଖାଜେି ପାଇ ପାରିବେ। ସମାନେେ ତାହାଙ୍କ ନିକଟକୁ ଯାଇ ତାହାଙ୍କୁ ପାଇବା ପାଇଁ ଚେଷ୍ଟା କରିପାରନ୍ତି ୟଦ୍ଯପି ସେ ଆମ୍ଭମାନଙ୍କ ମଧ୍ଯରୁ କାହାରିଠାରୁ ହୂର ରେ ନାହାଁନ୍ତି।

Hebrews 12:18
ତୁମ୍ଭମାନେେ ଗୋଟିଏ ନୂଆ ଜାଗାକୁ ଆସିଛ। ଏହି ସ୍ଥାନଟି ଇଶ୍ରାୟେଲୀୟମାନେ ଆସିଥିବା ପର୍ବତ ଭଳି ଜାଗା ନୁହେଁ। ତୁମ୍ଭମାନେେ ଗୋଟିଏ ଛୁଇଁ ପାରୁଥିବା ଓ ନିଆଁ ରେ ଜଳୁଥିବା ପର୍ବତ ପାଖକୁ ଆସି ନାହଁ। ତୁମ୍ଭମାନେେ ଅନ୍ଧାରୁଆ, ଝାପ୍ସା ଓ ଝଡ଼ ହେଉଥିବା ସ୍ଥାନକୁ ଆସି ନାହଁ।

1 John 1:1
ଆମ୍ଭମାନେେ ତୁମ୍ଭମାନଙ୍କୁ ବର୍ତ୍ତମାନ ଯେଉଁ ବିଷୟ ରେ କହିବାକୁ ଯାଉଛୁ, ତାହା ସୃଷ୍ଟିର ଆରମ୍ଭରୁ ଥିଲା।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்