Matthew 16:3
ତୁମ୍ଭମାନେେ ସୂର୍ େଯ୍ଯାଦୟ ସମୟରେ ଆକାଶକୁ ଲାଲ ରଙ୍ଗର ଓ ମେଘୁଆ ଥିବାର ଦେଖିଲେ କୁହ ଯେ ଆଜି ଝଡ଼ ହବେ। ଏଗୁଡିକ ପାଗର ଲକ୍ଷଣ। ତୁମ୍ଭେ ଏହି ଲକ୍ଷଣଗୁଡିକ ଆକାଶ ରେ ଦେଖ ଓ ସଗେୁଡିକର ଅର୍ଥ ବୁଝ। ସହେିଭଳି ତୁମ୍ଭେ ବର୍ତ୍ତମାନ ଘଟୁଥିବା ଘଟଣାଗୁଡିକୁ ଦେଖୁଛ। ଏଗୁଡିକ ମଧ୍ଯ ଏପ୍ରକାର ଲକ୍ଷଣ। କିନ୍ତୁ ଏଗୁଡିକର ଅର୍ଥ ବୁଝିବାକୁ ତୁମ୍ଭେ ସମର୍ଥ ହାଇେ ପାରୁନ।
Matthew 24:20
କିନ୍ତୁ ପ୍ରାର୍ଥନା କର ଯେ ଶୀତଦିନ କି ବିଶ୍ରାମଦିବସ ରେ ଏଗୁଡ଼ିକ ନଘଟୁ ଯେପରି ତୁମ୍ଭକୁ ପଳାଇବାକୁ ନପଡ଼େ।
Mark 13:18
ପ୍ରାର୍ଥନା କର, ଯେପରି ଏ ସବୁ ଶୀତ ଦିନ ରେ ନହୁଏ।
John 10:22
ସେତବେେଳେ ଶୀତଋତୁ। ୟିରୂଶାଲମ ରେ 'ମନ୍ଦିର ପ୍ରତିଷ୍ଠା' ପର୍ବ ପଡିଲା।
Acts 27:20
ଆମ୍ଭେ ବହୁତ ଦିନ ପର୍ୟ୍ଯନ୍ତ ସୁର୍ୟ୍ଯ କି ତାରା କିଛି ଦେଖି ପାରିଲୁ ନାହିଁ। ପ୍ରଚ଼ଣ୍ଡ ଝଡ଼ ବତାସର ବଗେ କମିଲା ନାହିଁ। ଆମ୍ଭମାନେେ ଜୀବନ ରକ୍ଷା କରିବାର ସମସ୍ତ ଆଶା ରହଇେ ବସିଲୁ। ଆମ୍ଭେ ଭାବିଲୁ, ଆମ୍ଭର ମୃତ୍ଯୁ ଘଟିବ। ଅନକେ ଦିନ ପର୍ୟ୍ଯନ୍ତ ଆମ୍ଭମାନେେ କହେି କିଛି ଖାଇ ନଥିଲୁ।
2 Timothy 4:21
ଶୀତଦିନ ପୂର୍ବରୁ ମାେ ପାଖକୁ ଆସିବା ପାଇଁ ପୂର୍ଣ୍ଣ ଚେଷ୍ଟା କର।
Occurences : 6
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்