No lexicon data found for Strong's number: 5408

Matthew 15:19
କାରଣ ଖରାପ ଭାବନା, ହତ୍ଯା, ବ୍ଯଭିଚାର, ୟୋନାଚାର, ଚୋରୀ, ମିଥ୍ଯାସାକ୍ଷ୍ଯ ଓ ନିନ୍ଦା ଆଦି ଖରାପ ବିଷୟଗୁଡିକ ପ୍ରଥମେ ମଣିଷର ମନ ଭିତ ରେ ସୃଷ୍ଟି ହୂଏ।

Mark 7:21
ମନୁଷ୍ଯ ଭିତ ରେ, ତାର ମନ ରେ, ଏହି ସବୁ ଖରାପ ଜିନିଷ ଜନ୍ମ ଦିଏ, ମନ୍ଦ ବିଚାର, ୟୌନଗତ ପାପ, ଚୋରି, ହତ୍ଯା।

Mark 15:7
ସହେି ସମୟରେ ବନ୍ଦୀଶାଳା ରେ ବାରବ୍ବା ନାମ ରେ ଏକ ବ୍ଯକ୍ତି ବିଦ୍ ରୋହୀମାନଙ୍କ ସହିତ ବନ୍ଦୀ ଥିଲା। ଏହି ବିଦ୍ରୋହୀମାନେ ଗୋଟିଏ ବିଦ୍ରୋହ ସମୟରେ ନରହତ୍ଯା ଅପରାଧ ରେ ଦୋଷୀ ସାବ୍ଯସ୍ତ ହାଇେଥିଲେ।

Luke 23:19
ବାରବ୍ବା ନଗର ରେ ଦଙ୍ଗା ଆରମ୍ଭ କରିଥିବା ୟୋଗୁଁ ଓ କେତକେ ଲୋକଙ୍କୁ ହତ୍ଯା କରିଥିବା ଯୋଗୁଁ କାରାଗାର ରେ ବନ୍ଦୀ ହାଇେ ରହିଥିଲା।

Luke 23:25
ଲୋକମାନେ ବାରବ୍ବାକୁ ମୁକ୍ତ ହାଇେ ଚାଲିୟିବାକୁ ଚାହୁଁଥିଲେ। ବାରବ୍ବା ନରହତ୍ଯା ଓ ବିଦ୍ରୋହ ଅପରାଧ ରେ କାରାଗାର ରେ ଥିଲା। ପୀଲାତ ବାରବ୍ବାଙ୍କୁ ମୁକ୍ତ କରି ଦେଲେ। ପୀଲାତ ଯୀଶୁଙ୍କୁ ମାରିଦବୋ ପାଇଁ ଲୋକମାନଙ୍କ ହାତ ରେ ସମର୍ପି ଦେଲେ। ଲୋକମାନେ ତାହା ଚାହୁଁଥିଲେ।

Acts 9:1
ଶାଉଲ ୟିରୂଶାଲମ ରେ ପ୍ରଭୁଙ୍କ ଅନୁସରଣକାରୀମାନଙ୍କ ବିରୁଦ୍ଧ ରେ ହତ୍ଯାର ଭୟ ଦଖାଇବୋ ପାଇଁ ଚେ଼ଷ୍ଟା କଲେ।

Romans 1:29
ସହେି ଲୋକମାନେ ସମସ୍ତ ପ୍ରକାରର ପାପ, ମନ୍ଦଭାବନା, ସ୍ବାର୍ଥ ଓ ଘୃଣା ରେ ପରିପୂର୍ଣ୍ଣ ଥିଲେ। ସମାନେେ ହତ୍ଯା, ଝଗଡ଼ା, ମିଛ, ଛନ୍ଦ-କପଟତା ଓ ଅନ୍ୟମାନଙ୍କର ମନ୍ଦ ଚ଼ିନ୍ତା ରେ ବୁଡ଼ି ରହନ୍ତି।

Galatians 5:21
ପରଶ୍ରୀକାତରତା, ନିଶାସକ୍ତ ହବୋ, ମଉଜ ଓ ଏହିପରି ଅନ୍ୟ ସବୁ କାମ। ମୁଁ ପୂର୍ବ ଭଳି ଏବେ ମଧ୍ଯ ତୁମ୍ଭମାନଙ୍କୁ ସତର୍କ କରାଉଛି ଯେ, ଯେଉଁ ଲୋକମାନେ ଏଭଳି କର୍ମ ରେ ଲିପ୍ତ ରୁହନ୍ତି, ସମାନେେ କୌଣସି ପ୍ରକା ରେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧିକାର ପାଇବେ ନାହିଁ।

Hebrews 11:37
ସମାନଙ୍କେୁ ପଥର ମାରି ଦିଆ ହେଲା, ଓ କରତ ରେ ଦୁଇଫାଳ କରି ଚିରି ଦିଆ ହେଲା। କେତକଙ୍କେୁ ଖଡ୍ଗଦ୍ବାରା ମାରି ଦିଆ ହେଲା। ସମାନଙ୍କେ ଭିତରୁ କେତେ ଜଣ ମଷେ ଓ ଛଳେିର ଚମଡ଼ା ପିନ୍ଧିଲେ। ସମାନେେ ଗରିବ ଥିଲେ, ନିର୍ୟ୍ଯାତିତ ହେଲେ, ଓ ଅନ୍ୟମାନଙ୍କ ଦ୍ବାରା ମନ୍ଦ ବ୍ଯବହାର ପାଇଲେ।

Revelation 9:21
ଏହା ବ୍ଯତୀତ ସମାନେେ ସମାନଙ୍କେର ନରହତ୍ଯା, ଗୁଣିବିଦ୍ଯା, ୟୌନଗତପାପ କିମ୍ବା ଚୋରୀପାପ ପରିତ୍ଯାଗ କଲେ ନାହିଁ କି ସେଥିରୁ ମନ ଫରୋଇ ଅନୁତାପ କଲେ ନାହିଁ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்