Matthew 14:11
ତାପରେ ଗୋଟିଏ ଥାଳି ରେ ଯୋହନଙ୍କ କଟାମୁଣ୍ଡ ଅଣାଗଲା। ତାହା ଝିଅକୁ ଦଇେ ଦିଆଗଲା। ଝିଅ କଟାମୁଣ୍ଡ ତା ମାଆ େ ହରୋଦିଆଙ୍କ ପାଖକୁ ନଇଗେଲା।
Matthew 14:11
ତାପରେ ଗୋଟିଏ ଥାଳି ରେ ଯୋହନଙ୍କ କଟାମୁଣ୍ଡ ଅଣାଗଲା। ତାହା ଝିଅକୁ ଦଇେ ଦିଆଗଲା। ଝିଅ କଟାମୁଣ୍ଡ ତା ମାଆ େ ହରୋଦିଆଙ୍କ ପାଖକୁ ନଇଗେଲା।
Matthew 14:18
ଯୀଶୁ କହିଲେ, ସଗେୁଡିକୁ ମାେ ପାଖକୁ ଆଣ।
Matthew 17:17
ଯୀଶୁ କହିଲେ, ତୁମ୍ଭମାନଙ୍କର ବିଶ୍ବାସ ନାହିଁ। ତୁମ୍ଭମାନେେ ମନ୍ଦ ଜୀବନ କାଟୁଛ। ମୁଁ ଆଉ କେତଦେିନ ତୁମ୍ଭମାନଙ୍କ ସହିତ ରହିବି? କେତେ ସମୟ ପର୍ୟ୍ଯନ୍ତ ଲୋର ର୍ଧୈୟ୍ଯ ରହିବ? ସେ ପିଲାଟିକୁ ମାେ ପାଖକୁ ଆଣ।
Mark 1:32
ସୂର୍ୟ୍ଯ ବୁଡି ୟିବା ପରେ, ସହେି ରାତି ରେ ଲୋକମାନେ ଅନକେ ଅସୁସ୍ଥ ଲୋକଙ୍କୁ ଯୀଶୁଙ୍କ ପାଖକୁ ନଇେ ଆସିଲେ। ଯେଉଁ ଲୋକମାନଙ୍କ ଦହେ ଭିତ ରେ ଦୁଷ୍ଟାତ୍ମା ପ୍ରବେଶ କରି ରହି ଥିଲା, ସମାନଙ୍କେୁ ମଧ୍ଯ ଲୋକମାନେ ଯୀଶୁଙ୍କ ପାଖକୁ ଆଣିଲେ।
Mark 2:3
ସହେି ସମୟରେ କେତକେ ଲୋକ ତାହାଙ୍କ ପାଖକୁ ଗୋଟିଏ ପକ୍ଷାଘାତ ରୋଗଗ୍ରସ୍ତ ଲୋକକୁ ଆଣିଲେ। ରୋଗୀକୁ ଚାରି ଜଣ ଲୋକ ବୋହି କରି ଆଣିଥିଲେ।
Mark 4:8
କେତକେ ବୀଜ ଭଲ ମାଟି ରେ ପଡିଲା। ସେଥିରୁ ଗଛ ହେଲା। ଗଛ ଭଲ ବଢିଲା ଓ ଫଳ ଫଳିଲା କେତକେ ଗଛ ରେ ତିରିଶଗୁଣ ବା ଷାଠିଏଗୁଣ ବା ଏପରିକି କେତକେ ଗଛ ରେ ଶ ହଗେୁଣ ପର୍ୟ୍ଯନ୍ତ ଫଳ ଫଳିଲା।
Mark 6:27
ଏଣୁ ରାଜା ଯୋହନଙ୍କ ମୁଣ୍ଡ ନଇେ ଆସିବାକୁ ଆଜ୍ଞା ଦଇେ ତୁରନ୍ତ ଜଣେ ସୈନ୍ଯକୁ ପଠାଇଲେ। ସେ ଯାଇ କାରାଗାର ରେ ଯୋହନଙ୍କ ମୁଣ୍ଡ କାଟି ଦଲୋ।
Mark 6:28
ଯୋହନଙ୍କ ସହେି ମୁଣ୍ଡ ସେ ଗୋଟିଏ ଥାଳି ରେ ଆଣି ଝିଅକୁ ତାହା ଦଲୋ। ସେ ଝିଅ ସହେି ମୁଣ୍ଡ ନଇେ ତା ମାଆକୁ ଦଲୋ।
Mark 7:32
ସଠାେରେ କେତକେ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ମୂକ ଓ ବଧିର ଥିଲା। ଲୋକମାନେ ଯୀଶୁଙ୍କୁ ଆନୁ ରୋଧ କଲେ ଯେ ସେ ତାହାଙ୍କ ହାତ ଲୋକଟି ଉପରେ ରଖି ତାକୁ ଭଲ କରି ଦିଅନ୍ତୁ।
Occurences : 64
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்