No lexicon data found for Strong's number: 5212

Luke 6:20
ଶିଷ୍ଯମାନଙ୍କ ଆଡକୁ ଚାହିଁ ଯୀଶୁ କହିଲେ,

Luke 16:12
ତୁମ୍ଭମାନେେ ଯଦି ଅନ୍ୟ କାହାର ଜିନିଷ ରଖିବା ପାଇଁ ବିଶ୍ବାସ ଯୋଗ୍ଯ ବୋଲି ପ୍ରମାଣିତ ହାଇେ ନାହଁ, ତବେେ ତୁମ୍ଭମାନଙ୍କ ନିଜ ଜିନିଷ ମଧ୍ଯ ତୁମ୍ଭମାନଙ୍କୁ ଦିଆ ୟିବନାହିଁ।

John 7:6
ଯୀଶୁ ତାହାଙ୍କ ଭାଇମାନଙ୍କୁ କହିଲେ, ମାେ ପାଇଁ ଏପର୍ୟ୍ଯନ୍ତ ଉପୟୁକ୍ତ ସମୟ ଆସି ନାହିଁ। କିନ୍ତୁ ତୁମ୍ଭମାନଙ୍କର (ୟିବା) ପାଇଁ ସମସ୍ତ ସମୟ ଉପୟୁକ୍ତ।

John 8:17
ତୁମ୍ଭର ବିଧି ବ୍ଯବସ୍ଥା କୁ ହେ ଯେ କୌଣସି ଘଟଣା ସମ୍ବନ୍ଧ ରେ ଯଦି ଦୁଇ ଜଣ ସାକ୍ଷୀ ସମାନ କଥା କହନ୍ତି, ତବେେ ତୁମ୍ଭେ ନିଶ୍ଚୟ ସମାନଙ୍କେ କଥା ଗ୍ରହଣ କରିବ।

John 15:20
ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନରେଖ: ଜଣେ ଚାକର ତାର ମୁନିବଠାରୁ ବଡ ନୁହେଁ। ଯଦି ଲୋକମାନେ ମାେତେ ତାଡନା କରିଛନ୍ତି, ତବେେ ସମାନେେ ତୁମ୍ଭକୁ ମଧ୍ଯ ତାଡନା କରିବେ। ସମାନେେ ମାରେ ଉପଦେଶ ମାନିଛନ୍ତି, ତେଣୁ ତୁମ୍ଭର ଉପଦେଶ ମଧ୍ଯ ମାନିବେ।

Acts 27:34
ବର୍ତ୍ତମାନ ବଞ୍ଚିବା ପାଇଁ ତୁମ୍ଭମାନଙ୍କର କିଛି ଖାଦ୍ୟ ଖାଇବା ନିହାତି ଆବଶ୍ଯକ। ତୁମ୍ଭମାନଙ୍କ ମଧ୍ଯରୁ କାହାରି ମୁଣ୍ଡର ଗୋଟିଏ ବାଳ ମଧ୍ଯ, ନଷ୍ଟ ହବେନାହିଁ।

Romans 11:31
ଏବେ ଯିହୂଦୀମାନେ ଅବଜ୍ଞା କରୁଛନ୍ତି, କାରଣ ପରମେଶ୍ବର ତୁମ୍ଭମାନଙ୍କୁ ଅନୁଗ୍ରହ କରୁଛନ୍ତି। କିନ୍ତୁଏହା ଘଟିଲା, ଯେ ହତେୁ ସମାନେେ ମଧ୍ଯ ପରମେଶ୍ବରଙ୍କ ଅନୁଗ୍ରହ ଲାଭ କରି ପାରିବେ।

2 Corinthians 8:8
ମୁଁ ତୁମ୍ଭମାନଙ୍କୁ ଦାନ ଦବୋପାଇଁ ଆଦେଶ ଦେଉ ନାହିଁ। କିନ୍ତୁ ମୁଁ ଦେଖିବାକୁ ଇଚ୍ଛା କରେ ଯେ, ପ୍ରକୃତ ରେ ତୁମ୍ଭମାନଙ୍କ ପ୍ ରମେ ସତ୍ଯ ଅଟେ। ଅନ୍ୟ ଲୋକମାନେ ସାହାୟ୍ଯ କରିବା ପାଇଁ ଦଖାେଉଥିବା ଉତ୍ସାହ ବିଷୟ ରେ କହି ଏହା ମୁଁ ଦଖାଇେ ଦବୋକୁ ଚା ହେଁ।

Galatians 6:13
ଯେଉଁମାନେ ତୁମ୍ଭମାନଙ୍କୁ ସୁନ୍ନତ ପାଇଁ ପ୍ରବର୍ତ୍ତାଉଛନ୍ତି, ସମାନେେ ନିଜେ ବ୍ଯବସ୍ଥା ପାଳନ କରୁ ନାହାଁନ୍ତି। କିନ୍ତୁ ସମାନେେ ତୁମ୍ଭମାନଙ୍କୁ ସୁନ୍ନତ କରିବାକୁ ବଡ଼ ଆଗ୍ରହୀ ଅଟନ୍ତି। ତୁମ୍ଭମାନଙ୍କୁ ଏହିପରି କରିବାକୁ ବାଧ୍ଯ କରି, ସମାନେେ ଗର୍ବ କରି ପାରିବେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்