Acts 20:19
ଯିହୂଦୀମାନେ ମାେ ବିରୁଦ୍ଧ ରେ ବହୁତ ଷଡ଼ୟନ୍ତ୍ର କରିଛନ୍ତି। ସମାନେେ ମାେତେ ବହୁତ ଅସୁବିଧା ରେ ପକାଇଛନ୍ତି। ତଥାପି ମୁଁ ସମ୍ପୂର୍ଣ୍ଣ ନମ୍ରତାର ସହିତ ଅଶ୍ରୁପାତ କରି ପ୍ରଭୁଙ୍କର ସବୋ କରିଛି।
Ephesians 4:2
ସବୁବେଳେ ନମ୍ର, ଭଦ୍ର, ର୍ଧୈୟ୍ଯବାନ ହୁଅ। ପରସ୍ପରକୁ ପ୍ ରମେ ରେ ଗ୍ରହଣ କର।
Philippians 2:3
ସ୍ବାର୍ଥପରତା ଓ ଗର୍ବ ହତେୁ କୌଣସି କାମ କର ନାହିଁ। ନମ୍ର ହୁଅ ଓ ଅନ୍ୟ ଲୋକମାନଙ୍କୁ ନିଜଠାରୁ ଅଧିକ ସମ୍ମାନ ଦିଅ।
Colossians 2:18
କେତକେ ଲୋକ, ନିଜକୁ ନମ୍ର ବୋଲି ଦଖାେନ୍ତି ଓ ସ୍ବର୍ଗଦୂତମାନଙ୍କୁ ପୂଜା କରିବାକୁ ଭଲ ପାଆନ୍ତି। ସମାନେେ ସବୁବେଳେ ଦେଖିଥିବା ଦର୍ଶନ ବିଷୟ ରେ କଥାବାର୍ତ୍ତା କରନ୍ତି। ଏଭଳି ଲୋକଙ୍କୁ କହିବାକୁ ପ୍ରଶ୍ରୟ ଦିଅ ନାହିଁ ଯେ, ତୁମ୍ଭମାନେେ ଦର୍ଶନ କରୁ ନାହଁ, ସ୍ବର୍ଗଦୂତମାନଙ୍କ ପୂଜା କରୁ ନାହଁ, ସେଥିପାଇଁ ତୁମ୍ଭେ ଭୁଲ୍ । ଏହି ଲୋକ ପ୍ରକୃତ ରେ କବଳେ ମନୁଷ୍ଯମାନଙ୍କ ବିଚାର ରେ ବୁଡ଼ି ରହିଥିବାରୁ ଓ ପରମେଶ୍ବରଙ୍କ କଥା ବିଚାର ନ କରୁଥିବାରୁ ବୃଥା ରେ ଗର୍ବ କରନ୍ତି।
Colossians 2:23
ଏହି ବ୍ଯବସ୍ଥାଗୁଡ଼ିକ ଜ୍ଞାନପୂର୍ଣ୍ଣ ଜଣା ପଡ଼ୁଥିଲେ ମଧ୍ଯ ମନୁଷ୍ଯ ଦ୍ବାରା ଗଠନ କରାଯାଇଥିବା ଧର୍ମର ଗୋଟିଏ- ଗୋଟିଏ ଅଂଶ, ଯାହା ଦ୍ବାରା ଲୋକେ ନମ୍ର ବୋଲି ଛଳନା କରନ୍ତି ଓ ନିଜର ଶରୀରକୁ ତାଡ଼ନା କରନ୍ତି। କିନ୍ତୁ ଏହି ନିୟମଗୁଡ଼ିକ ସମାନଙ୍କେୁ ସମାନଙ୍କେର ପାପ ସ୍ବଭାବ ଓ ମନ୍ଦ କାର୍ୟ୍ଯରୁ ଦୂର ରେ ରହିବା ପାଇଁ ସାହାୟ୍ଯ କରେ ନାହିଁ।
Colossians 3:12
ପରମେଶ୍ବର ତୁମ୍ଭମାନଙ୍କୁ ବାଛିଛନ୍ତି ଓ ନିଜର ପବିତ୍ର ଲୋକ ବୋଲି ଗ୍ରହଣ କରିଛନ୍ତି। ସେ ତୁମ୍ଭମାନଙ୍କୁ ପ୍ ରମେ କରନ୍ତି। ଅତଏବ ତୁମ୍ଭମାନେେ ସର୍ବଦା ନିମ୍ନୋକ୍ତ କାର୍ୟ୍ଯମାନ କର : ଲୋକଙ୍କୁ ଦୟା କର, କରୁଣାମୟ ହୁଅ, ନମ୍ର ହୁଅ, ଭଦ୍ର ହୁଅ, ର୍ଧୈୟ୍ଯବାନ ହୁଅ।
1 Peter 5:5
ୟୁବକଗଣ, ତୁମ୍ଭମାନଙ୍କୁ ମାରେ କିଛି କଥା ମଧ୍ଯ କହିବାକୁ ଅଛି। ତୁମ୍ଭେ ବଯୋଜେଷ୍ଠମାନଙ୍କ କଥା ମାନିବା ଉଚିତ। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ।
Occurences : 7
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்