Matthew 1:21
ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦବେେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସମାନଙ୍କେ ପାପରୁ ରକ୍ଷା କରିବେ।
Matthew 8:25
ଶିଷ୍ଯମାନେ ଯୀଶୁଙ୍କ ପାଖ ରେ ଥିଲେ। ସମାନେେ ଯୀଶୁଙ୍କୁ ଉଠାଇଲେ। ସମାନେେ କହିଲେ, ପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର। ଆମ୍ଭେ ବର୍ତ୍ତମାନ ବୁଡି ମରିୟିବା ଉପରେ।
Matthew 9:21
ଏହା କଲା ବେଳେ ସେ ମନେ ମନେ ଭାବୁଥିଲା, ମୁଁ ତାହାଙ୍କ ବସ୍ତ୍ର ଟିକିଏ ଛୁଇଁ ଦେଲେ ସୁସ୍ଥ ହାଇଯେିବି।
Matthew 9:22
ଯୀଶୁ ବୁଲିପଡି ତାହାକୁ ଚାହିଁଲେ। ଯୀଶୁ କହିଲେ, ଝିଅ, ସାହାସ ଧର। ତୁମ୍ଭର ବିଶ୍ବାସ ତୁମ୍ଭକୁ ସୁସ୍ଥ କରି ଦଇେଛି। ସଙ୍ଗେସଙ୍ଗେ ସେ ସ୍ତ୍ରୀ ଲୋକଟି ସୁସ୍ଥ ହାଇଗେଲା।
Matthew 9:22
ଯୀଶୁ ବୁଲିପଡି ତାହାକୁ ଚାହିଁଲେ। ଯୀଶୁ କହିଲେ, ଝିଅ, ସାହାସ ଧର। ତୁମ୍ଭର ବିଶ୍ବାସ ତୁମ୍ଭକୁ ସୁସ୍ଥ କରି ଦଇେଛି। ସଙ୍ଗେସଙ୍ଗେ ସେ ସ୍ତ୍ରୀ ଲୋକଟି ସୁସ୍ଥ ହାଇଗେଲା।
Matthew 10:22
ମାରେ ଅନୁଗାମୀ ହାଇେଥିବା ୟୋଗୁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁଲୋକ ଶଷେ ପର୍ୟ୍ଯନ୍ତ ଦୃଢଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ।
Matthew 14:30
ପିତର ଯୀଶୁଙ୍କ ଆଡକୁ ପାଣି ଉପରେ ଚାଲିକରି ଯାଉଥିବା ସମୟରେ ଜୋର୍ ରେ ପବନ ବହୁଥିଲା। ଢେଉ ଉଠୁଥିଲା। ଏହା ଦେଖି ପିତର ଭୟ କଲେ। ସେ ବୁଡି ୟିବାକୁ ଲାଗିଲେ। ସେ ପାଟି କରି ଡାକିଲେ, ପ୍ରଭୁ, ମାେତେ ରକ୍ଷା କର।
Matthew 16:25
ଯେଉଁ ଲୋକ ତା ନିଜ ଜୀବନ ରକ୍ଷା କରିବାକୁ ଚାହୁଁଥିବ, ସେ ଏହାକୁ ହ ରଇେ ବସିବ। ମାେ ପାଇଁ ଜୀବନ ଦେଉଥିବା ପ୍ରେତ୍ୟକକ ଲୋକ ଏହାକୁ ରକ୍ଷା କରିବ।
Matthew 18:11
ଯେଉଁମାନେ ହଜିଯାଇଛନ୍ତ ମନୁଷ୍ଯପୁତ୍ର ସମାନଙ୍କେୁ ଉଦ୍ଧାର କରିବା ପାଇଁ ଆସିଛନ୍ତି।
Matthew 19:25
ଶିଷ୍ଯମାନେ ଏକଥା ଶୁଣି ବଡ଼ ଆଶ୍ଚର୍ୟ୍ଯ ହେଲେ। ସମାନେେ ପଚାରିଲେ, ତବେେ କିଏ ପରିତ୍ରାଣ ପାଇ ପାରିବ?
Occurences : 110
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்