Luke 9:36
ଆକାଶବାଣୀ ହାଇେ ସାରିବା ପରେ ସଠାେରେ କବଳେ ଯୀଶୁ ଥିଲେ। ପିତର, ଯାକୁବ ଓ ଯୋହନ ଏ ବିଷୟ ରେ ନୀରବ ରହିଲେ। ସମାନେେ ଯାହା କିଛି ଦେଖିଥିଲେ, ସେ ବିଷୟ ରେ ସେ ସମୟରେ କାହାରିକୁ କିଛି କହିଲେ ନାହିଁ।
Luke 20:26
ଲୋକମାନେ ଯୀଶୁଙ୍କର ଏହି ବୁଦ୍ଧିପୂର୍ଣ୍ଣ ଉତ୍ତର ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କିଛି କହି ପାରିଲେ ନାହିଁ। ସମାନେେ ଯୀଶୁଙ୍କୁ ସମସ୍ତଙ୍କ ଆଗ ରେ ଫାନ୍ଦ ରେ ପକାଇ ପାରିଲେ ନାହିଁ। ଯୀଶୁ ଏଭଳି କିଛି କହିଲେ ନାହିଁ, ଯାହାକୁ ସମାନେେ ଯୀଶୁଙ୍କ ବିରୁଦ୍ଧ ରେ ବ୍ଯବହାର କରିପାରିବେ।
Acts 12:17
ପିତର ସମାନଙ୍କେୁ ହାତ ରେ ଠାରି ଚୁପ୍ ରହିବାକୁ କହିଲେ। ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାରକରି ଆଣିଲେ, ସେ ସବୁ କଥା ପିତର ସମାନଙ୍କେୁ ବୁଝାଇ କହିଲେ। ସେ ଏ ବିଷୟ ରେ ଯାକୁବ ଓ ଅନ୍ୟ ଭାଇମାନଙ୍କୁ ଜଣଇବୋ ପାଇଁ କହିଲେ। ତା'ପରେ ସେ ଅନ୍ୟ ସ୍ଥାନକୁ ଚ଼ାଲିଗଲେ।
Acts 15:12
ତା'ପରେ ସମସ୍ତେ ନୀରବ ହାଇଗେଲେ। ସମାନେେ ବର୍ଣ୍ଣବ୍ବା ଓ ପାଉଲଙ୍କ କଥା ଶୁଣିଲେ। ପରମେଶ୍ବର ଅନ୍ୟ ଜାତୀୟମାନଙ୍କ ମଧିଅରେ ସମାନଙ୍କେ ଜରିଆ ରେ, ଯେଉଁସବୁ ଆଶ୍ଚର୍ୟ୍ଯକର୍ମ ଓ ଚ଼ିହ୍ନମାନ କହିଥିଲେ, ସେ ସବୁ ପାଉଲ ଓ ବର୍ଣ୍ଣବ୍ବା ବର୍ଣ୍ଣନା କଲେ।
Acts 15:13
ସମାନେେ କହିବାପରେ ଯାକୁବ ଉତ୍ତର ଦେଲେ, ଭାଇମାନେ, ମାେ କଥା ଶୁଣ।
Romans 16:25
ପରମେଶ୍ବର ହିଁ ତୁମ୍ଭକୁ ଦୃଢ କରି ପାରନ୍ତି। ମୁଁ ତୁମ୍ଭମାନଙ୍କୁ ଦୃଢ ଦବୋ ପାଇଁ ଯେଉଁ ସମାଗ୍ଭର ପ୍ରଗ୍ଭର କରୁଛି ସହେି ସତ୍ଯ ସୃଷ୍ଟି ଆରମ୍ଭରୁ ଗୁପ୍ତ ଭାବରେ ଥିଲା।
1 Corinthians 14:28
କିନ୍ତୁ ଯଦି ଜଣେ ଅନୁବାଦକାରୀ ନାହାଁନ୍ତି, ତା' ହେଲେ ଯେଉଁମାନେ ଅନ୍ୟ ଭାଷା ରେ କହିବା ପାଇଁ ଇଚ୍ଛା କରନ୍ତି, ସମାନେେ ମଣ୍ଡଳୀ ସଭା ରେ ଚୁପ୍ ରହିବା ଉଚିତ୍। ସେ କବଳେ ନିରୋଳା ରେ ପରମେଶ୍ବରଙ୍କ ସହିତ କଥା କହିବା ଉଚିତ୍।
1 Corinthians 14:30
ଯଦି ସଠାେରେ ବସିଥିବା ଜଣେ ଲୋକ ପରମେଶ୍ବରଙ୍କଠାରୁ ଏକ ନୂତନ ସତ୍ଯ ପାଏ, ତା' ହେଲେ ପ୍ରଥମ ବକ୍ତା ଚୁପ୍ ହାଇଯେିବା ଉଚିତ୍।
1 Corinthians 14:34
ମଣ୍ଡଳୀର ସଭାମାନଙ୍କ ରେ ସ୍ତ୍ରୀମାନେ ଚୁପ୍ ରହିବା ଉଚିତ୍। ପରମେଶ୍ବରଙ୍କ ଲୋକମାନଙ୍କର ସମସ୍ତ ମଣ୍ଡଳୀ ରେ ଏହି ନିୟମ ଲାଗୁ ଅଛି। ସ୍ତ୍ରୀ ଲୋକଙ୍କୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମାଶାଙ୍କେ ନିୟମାନୁଯାଯୀ ସମାନେେ ବଶୀଭୂତ ହାଇେ ରହିବା ଉଚିତ୍।
Occurences : 9
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்