Acts 25:21
କିନ୍ତୁ ପାଉଲ ବନ୍ଦୀଗୃହ ରେ ରହିବା ପାଇଁ ଓ ସମ୍ରାଟଙ୍କ ଦ୍ବାରା ବିଚ଼ାର ହବୋ ପାଇଁ ଅନୁରୋଧ କଲେ। ତେଣୁ ମୁଁ ତାହାକୁ ସମ୍ରାଟଙ୍କ ପାଖକୁ ପଠାଇବାର ବ୍ଯବସ୍ଥା କରିବା ପର୍ୟ୍ଯନ୍ତ ବନ୍ଦୀଗୃହ ରେ ରହିବା ପାଇଁ ଆଦେଶ ଦଲେି।
Acts 25:25
କିନ୍ତୁ ମୁଁ ଯେତବେେଳେ ତାହାଙ୍କର ବିଚ଼ାର କଲି ସେତବେେଳେ ତାହାଙ୍କର କିଛି ଭୁଲ୍ ଦେଖିଲି ନାହିଁ। ତାହାଙ୍କୁ ମୃତ୍ଯୁଦଣ୍ଡ ଦଲୋ ଭଳି କୌଣସି କାରଣ ଦେଖିଲି ନାହିଁ। ସେ ସମ୍ରାଟଙ୍କ ନିକଟରେ ବିଚ଼ାରିତ ହବୋ ପାଇଁ ଆବଦନେ କରିଥିବାରୁ ମୁଁ ତାହାକୁ ରୋମ୍ ପାଠାଇବା ପାଇଁ ସ୍ଥିର କଲି।
Acts 27:1
ଇତାଲିଆକୁ ଜାହାଜା ରେ ଯାତ୍ରା କରିବା ପାଇଁ ସ୍ଥିର ହବୋରୁ ପାଉଲ ଓ ଅନ୍ୟ ବନ୍ଦୀମାନଙ୍କୁ ଦାଯିତ୍ବ ୟୂଲିଅ ନାମକ ଶତ ସନୋପତିଙ୍କ ହସ୍ତ ରେ ଅର୍ପଣ କରାଗଲା। ସହେି ୟୂଲିଅ ସମ୍ରାଟଙ୍କର ସନୋବାହିନୀ ରେ ଚ଼ାକିରୀ କରୁଥିଲେ। ଆମ୍ଭମାନେେ ଆଦ୍ରାମୁତ୍ତୀୟରୁ ଗୋଟିଏ ଜାହାଜ ରେ ଉଠିଲୁ।
Occurences : 3
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்