No lexicon data found for Strong's number: 4410

Matthew 23:6
ଭୋଜିମାନଙ୍କ ରେ ମହତ୍ତ୍ବପୂର୍ଣ୍ଣ ଆସନମାନ ଓ ଧର୍ମସଭାମାନଙ୍କ ରେ ମହତ୍ତ୍ବପୂର୍ଣ୍ଣ ଆସନ ମାନ ପାଇବାକୁ ସମାନେେ ଭଲ ପାଆନ୍ତି।

Mark 12:39
ସମାଜ ଗୃହ ରେ ସମାନେେ ମହତ୍ବପୂର୍ଣ୍ଣ ଆସନ ରେ ବସିବାକୁ ଭଲପାଆନ୍ତି। ଭୋଜି ରେ ସମାନେେ, ଅତ୍ଯନ୍ତ ମହତ୍ବପୂର୍ଣ୍ଣ ସ୍ଥାନ ପାଇବାକୁ ଭଲପାଆନ୍ତି।

Luke 11:43
ହାୟ ଫାରୂଶୀଗଣ! କାରଣ ତୁମ୍ଭମାନେେ ଯିହୂଦୀ ସମାଜଗୃହ ରେ ଅତ୍ଯନ୍ତ ମହତ୍ବପୂର୍ଣ୍ଣ ଆସନ ଚାହୁଁଛ ଓ ହାଟ ବଜାର ରେ ଲୋକମାନଙ୍କଠାରୁ ସମ୍ମାନଜନକ ନମସ୍କାର ପାଇବାକୁ ଭଲ ପାଉଛ।

Luke 20:46
ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ପରି ପୋଷାକପତ୍ର ପିନ୍ଧି ବୁଲାବୁଲି କରିବାକୁ ସମାନେେ ଚାହାଁନ୍ତି। ହାଟବଜାର ରେ ଲୋକେ ତାହାଙ୍କୁ ସମ୍ମାନ ଦଖାେନ୍ତୁ ବୋଲି ସମାନେେ ଭଲପାଆନ୍ତି। ଯିହୂଦୀ ସମାଜଗୃହମାନଙ୍କ ରେ ସବୁଠାରୁ ଶ୍ ରେଷ୍ଠ ଆସନଗୁଡିକ ପାଇବାକୁ ସମାନେେ ଭଲ ପାଆନ୍ତି। ଭୋଜିମାନଙ୍କ ରେ ସବୁଠାରୁ ପ୍ରଧାନ ଆସନ ରେ ବସିବାକୁ ସମାନେେ ଭଲ ପାଆନ୍ତି।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்