Matthew 1:24
ଯୋଷଫେ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେଉଁଭଳି ଆଦସେ ଦେଲେ, ସପରେି କଲେ। ସେ ମରିୟମଙ୍କୁ ବିବାହ କଲେ।
Matthew 8:4
ତାପରେ ଯୀଶୁ ତାହାକୁ କହିଲେ, ଦେଖ, ଏ ବିଷୟ ରେ କାହାକୁ କିଛି କୁହନାହିଁ, ବରଂ ଯାଜକଙ୍କ ପାଖକୁ ଯାଅ ଓ ନିଜକୁ ଦଖାେଅ। ମାଶାଙ୍କେ ଆଦେଶ ଅନୁସାରେ ଦାନ ଦିଅ। ଏହା ଦ୍ବାରା ଲୋକଙ୍କୁ ଦେଖଇେ ଦିଆଯାଇ ପାରିବ ଯେ ତୁମ୍ଭେ ଭଲ ହାଇେ ଯାଇଛ।
Matthew 21:6
ଶିଷ୍ଯମାନେ ଚ଼ାଲିଗଲେ ଓ ଯୀଶୁଙ୍କ କହିବା ଅନୁସାରେ ସମାନେେ କାମ କଲେ।
Mark 1:44
ମୁଁ ତୁମ୍ଭ ପାଇଁ ଯାହା କଲି ସହେି କଥା କାହାକୁ ହେଲେ କହିବ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଇ, ନିଜ ଦହେ ଦଖାେଅ। ତୁମ୍ଭେ ସୁସ୍ଥ ହାଇେ ଥିବାରୁ ମାଶାଙ୍କେ ଆଜ୍ଞା ଅନୁସାରେ, ପରମେଶ୍ବରଙ୍କୁ ନବୈେଦ୍ଯ ଅର୍ପଣ କର। ତୁମ୍ଭେ ସୁସ୍ଥ ହାଇେ ଯାଇଛ ବୋଲି ଲୋକମାନଙ୍କ ଆଗ ରେ ପ୍ରମାଣ ରହିବ।
Luke 5:14
ଯୀଶୁ ତାହାକୁ ଆଦେଶ ଦେଲେ, ଏବେ ଯାହା ଘଟିଲା, ସେ କଥା କାହାରିକୁ କୁହ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଅ। ନିଜ ଦହେ ତାହାଙ୍କୁ ଦଖାେଅ। ତୁମ୍ଭେ ସୁସ୍ଥ ହାଇଯୋଇଥିବା ଯୋଗୁଁ ମାଶାଙ୍କେ ଆଦେଶ ଅନୁସାରେ ପରମେଶ୍ବରଙ୍କ ନିକଟରେ ବଳି ଉତ୍ସର୍ଗ କର। ଏହା ଲୋକଙ୍କୁ ଦେଖଇଦେବେ ଯେ ତୁମ୍ଭେ ସୁସ୍ଥ ହାଇଯୋଇଛ।
Acts 10:33
ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡ଼କଇେ ପଠାଇଲି। ଆପଣ ଏଠାକୁ ଆସି ଭଲ କରିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦଇେଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠା ରେ ପ୍ରଭୁଙ୍କ ସମ୍ମୁଖ ରେ ଅପେକ୍ଷା କରି ରହିଛୁ।
Acts 10:48
ତେଣୁ ପିତର ଯୀଶୁଖ୍ରୀଷ୍ଟଙ୍କ ନାମ ରେ ବାପ୍ତିଜିତ ହବୋ ପାଇଁ କର୍ଣ୍ଣୀଲିୟ ତାହାଙ୍କର ଆତ୍ମୀୟସ୍ବଜନ ଓ ବନ୍ଧୁମାନଙ୍କୁ ଆଦେଶ ଦେଲେ. ତା'ପରେ ଲୋକମାନେ ପିତରଙ୍କୁ ସମାନଙ୍କେ ସହିତ ଆଉ କିଛି ଦିନ ରହିବାପାଇଁ ଅନୁରୋଧ କଲେ।
Occurences : 7
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்