Matthew 1:16
ଯାକୁବ ଯୋଷଫଙ୍କେ ବାପା।
Matthew 1:19
କିନ୍ତୁ ତାହଙ୍କର ଭାବୀପତି ୟୋ ସଫେ ଜଣେ ଧାର୍ମିକ ଲୋକ ଥିଲେ। ଲୋକମାନଙ୍କ ଆଗ ରେ ମରିୟମଙ୍କୁ ଅପମାନ କରିବା ସେ ଗ୍ଭହୁଁନଥିଲେ। ସେ ତାହାଙ୍କୁ ଛାଡପତ୍ର ଦବୋ ପାଇଁ ଗୋପନରା ଯୋଜନା କଲେ।
Matthew 7:24
ତେଣୁ ଯେଉଁ ଲୋକ ମାରେ ଏହି କଥାଗୁଡିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ଯକ୍ତିଭଳି।
Matthew 7:26
କିନ୍ତୁ ଯେଉଁ ଲୋକ ମାରେ ଏହି କଥାଗୁଡିକ ଶୁଣେ, କିନ୍ତୁ ସଗେୁଡିକୁ ମାନି ଚଳନୋହିଁ, ସେ ବାଲି ଉପରେ ଘର ତୋଳିଥିବା ଗୋଟିଏ ମୂର୍ଖ ବ୍ଯକ୍ତି ଭଳି।
Matthew 12:41
ଯେଉଁ ଦିନ ବିଚ଼ାର ହବେ, ସହେିଦିନ ନୀନିବୀର ଲୋକମାନେ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହବେେ ଏବଂ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ଯେତବେେଳେ ୟୂନସ ସମାନଙ୍କେୁ ଉପଦେଶ ଦେଲେ ନୀନିବୀର ଲୋକେ ନିଜ ନିଜର ହୃଦୟ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ୟୂନସଙ୍କ ଅପେକ୍ଷା ଅଧିକ ମହାନ୍।
Matthew 14:21
ସଠାେରେ ପ୍ରାୟ କବଳେ ପାଞ୍ଚ ହଜାର ପୁରୁଷ ଲୋକ ଖାଇଥିଲେ। ତା'ଛଡା ସ୍ତ୍ରୀ ଲୋକ ଓ ପିଲାମାନେ ମଧ୍ଯ ଖାଇଥିଲେ।
Matthew 14:35
ସଠାେକାର ଲୋକେ ଚିହ୍ନିପାରିଲେ ଓ ଆଖପାଖ ଅଞ୍ଚଳକୁ ଯୀଶୁଙ୍କ ଆସିବା ଖବର ପଠାଇଲେ। ଲୋକେ ରୋଗୀଙ୍କୁ ତାହାଙ୍କ ପାଖକୁ ଆଣିଲେ।
Matthew 15:38
ସଠାେରେ ପ୍ରାୟ ଚ଼ାରି ହାଜାର ପୁରୁଷ ଖାଇଥିଲେ। ସମାନଙ୍କେ ଛଡା ସ୍ତ୍ରୀ ଓ ପିଲାମାନେ ମଧ୍ଯ ଖାଇଥିଲେ।
Mark 6:20
ହରେୋଦ ଯୋହନଙ୍କୁ ମାରିବାକୁ ଭୟ କରୁଥିଲେ। ସେ ଜାଣି ଥିଲେ ଯେ ସମସ୍ତ ଲୋକ ଯୋହନଙ୍କୁ ଜଣେ ଭଲ ଓ ପବିତ୍ର ଲୋକ ଭାବୁଥିଲେ। ତେଣୁ ହରେୋଦ ଯୋହନଙ୍କୁ ରକ୍ଷା କରୁଥିଲେ। ଯୋହନଙ୍କ ଉପଦେଶ ଶୁଣିବାକୁ ହରେୋଦ ଖୁବ୍ ଭଲ ପାଉଥିଲେ। ତଥାପି ଯୋହନଙ୍କ ଉପଦେଶ େ ହରୋଦଙ୍କୁ ସବୁବେଳେ ବିଚଳିତ କରୁଥିଲା।
Mark 6:44
ଯେଉଁମାନେ ରୋଟୀ ଖାଇଥିଲେ ସମାନଙ୍କେ ମଧିଅରେ କବଳେ ପୁରୁଷଙ୍କ ସଂଖ୍ଯା ପାଞ୍ଚ ହଜାର ଥିଲା।
Occurences : 215
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்