Matthew 2:9
ପଣ୍ଡିତମାନେ ରାଜାଙ୍କ କଥା ଶୁଣି ଗ୍ଭଲିଗଲେ। ଯେଉଁ ତାରାଟି ସମାନେେ ଆଗରୁ ପୂର୍ବ ଦେଶ ରେ ଦେଖିଥିଲେ, ପୁଣି ଥରେ ତାକୁ ଦେଖିଲେ। ସହେି ତାରାଟି ତାହାଙ୍କ ଆଗେ ଆଗେ ଗ୍ଭଲିଲା ଏବଂ ଯେଉଁଠା ରେ ପିଲାଟି ଥିଲା, ସହେି ସ୍ଥାନ ଉପରେ ସ୍ଥିର ହାଇେ ରହିଗଲା।
Matthew 14:22
ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ଡଙ୍ଗା ରେ ଚଢି ହ୍ରଦର ଅପର ପାଶର୍ବକୁ ୟିବାକୁ କହିଲେ। ଯୀଶୁ ନିଜେ ସଠାେକୁ ପରେ ଯିବେ ବୋଲି କହିଲେ।
Matthew 21:9
ଯୀଶୁଙ୍କ ଆଗେ ଆଗେ କେତକେ ଲୋକ ଯାଉଥିଲେ। ତାହାଙ୍କ ପେଛ ପେଛ ମଧ୍ଯ କେତକେ ଲୋକ ଯାଉଥିଲେ। ସେ ସମସ୍ତେ ପାଟି କରି କହୁଥିଲେ:
Matthew 21:31
ତବେେ କୁହ, 'କେଉଁ ପୁଅ ତାର ବାପାଙ୍କ ବାଧ୍ଯ ହେଲା?
Matthew 26:32
କିନ୍ତୁ ମୁଁ ପୁଣି ଥରେ ମୃତ୍ଯୁରୁ ପୁନରୁତ୍ଥିତ ହବେି। ତା'ପରେ ମୁଁ ଗାଲିଲୀକୁ ଚ଼ାଲିୟିବି। ତୁମ୍ଭମାନେେ ସଠାେକୁ ୟିବା ପୂର୍ବରୁ ମୁଁ ସଠାେକୁ ଯାଇଥିବି।
Matthew 28:7
ଶୀଘ୍ର ଏଠାରୁ ଯାଇ ତାହାଙ୍କ ଶିଷ୍ଯମାନଙ୍କୁ ଜଣାଅ: 'ଯୀଶୁ ମୃତ୍ଯୁରୁ ପୁର୍ନଉଥିତ ହାଇେଛନ୍ତି। ସେ ଗାଲିଲୀ ପ୍ରଦେଶକୁ ଯାଉଛନ୍ତି। ତୁମ୍ଭମାନଙ୍କ ପୂର୍ବରୁ ସେ ସଠାେରେ ଥିବେ। ତୁମ୍ଭମାନେେ ତାହାଙ୍କୁ ସଠାେରେ ଦେଖିବ।' ତା'ପରେ ସ୍ବର୍ଗଦୂତ ଆଉ ଥରେ କହିଲେ, ଏହି ସବୁକଥା ମୁଁ ତୁମ୍ଭକୁ କହିବାକୁ ଆସିଥିଲି।
Mark 6:45
ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ଡଙ୍ଗା ଭିତରକୁ ୟିବାକୁ କହିଲେ। ଯୀଶୁ ଶିଷ୍ଯମାନଙ୍କୁ ହ୍ରଦର ଅପର ପାଶର୍ବ ରେ ଥିବା ବେଥ୍ସାଇଦାକୁ ଆଗୁଆ ୟିବାକୁ କହିଲେ ଓ ସେ ନିଜେ ପରେ ଯିବେ ବୋଲି କହିଲେ। ସଠାେରେ ଥିବା ଲୋକମାନଙ୍କୁ ଘରକୁ ଫରେିୟିବା ପାଇଁ କହି ସେ ରହିଲେ।
Mark 10:32
ଯୀଶୁ ଓ ତାହାଙ୍କ ସହିତ ଲୋକମାନେ ୟିରୁଶାଲମକୁ ଯାଉଥିଲେ। ଯୀଶୁ ସମାନଙ୍କେ ଆଗେ ଆଗେ ଯାଉଥିଲେ। ତାହାଙ୍କ ଶିଷ୍ଯମାନେ ଆଶ୍ଚର୍ୟ୍ଯାନ୍ବିତ ହାଇେ ଯାଉଥିଲେ। କିନ୍ତୁ ତାହାଙ୍କୁ ଅନୁସରଣ କରି ଆସୁଥିବା ଲୋକେ ସବୁ ଡରି ଯାଇଥିଲେ। ଯୀଶୁ ତାହାଙ୍କର ବାରଜଣ ପ୍ ରରେିତଙ୍କୁ ଅଲଗା ଡାକି ୟିରୁଶାଲମ ରେ ଯାହା ସବୁ ଘଟିବ, ସେ ବିଷୟ ରେ କହିବାକୁ ଲାଗିଲେ।
Mark 11:9
କେତକେ ଲୋକ ଯୀଶୁଙ୍କ ଆଗେ ଆଗେ ଯାଉଥିଲେ ଓ ଅନ୍ୟ କେତକେ ତାହାଙ୍କ ପେଛ ପେଛ ଯାଉଥାଲେ। ସମସ୍ତେ ପାଟି କରି କହୁଥିଲେ,
Mark 14:28
କିନ୍ତୁ ମୁଁ ମୃତ୍ଯୁ ପରେ ପୁନରୁତ୍ଥିତ ହବେି। ତା'ପରେ ମୁଁ ଗାଲିଲୀକୁ ୟିବି। ତୁମ୍ଭମାନେେ ସଠାେକୁ ୟିବା ପୂର୍ବରୁ ମୁଁ ସଠାେରେ ଥିବି।
Occurences : 18
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்