No lexicon data found for Strong's number: 4149

Matthew 13:22
କଣ୍ଟାବୁଦା ରେ ପଡିଯାଇଥିବା ବୀଜର ଅର୍ଥ କ'ଣ? ମଞ୍ଜିଟି ସହେି ଲୋକ ଯେ ସୁସମାଚାର ଶୁଣେ କିନ୍ତୁ ସଂସାରର ଚିନ୍ତା ଓ ଧନର ମାହେ ଲାଗି ସୁସମାଚାରକୁ ତା ଭିତ ରେ ବଢିବାକୁ ଦିଏନାହିଁ, ସେ ବ୍ଯକ୍ତି କବେେ ସଫଳ ହାଇପୋ ରେ ନାହିଁ।

Mark 4:19
କିନ୍ତୁ ତାହାଙ୍କ ମନ ରେ ଜୀବନର ଚିନ୍ତା, ଧନ-ସମ୍ପତ୍ତିର ମାହେ ଓ ଅନ୍ୟ ବସ୍ତୁ ଲାଭ କରିବାର ଲାଳସା ଆ ସେ ଓ ସଗେୁଡିକ ବାକ୍ଯକୁ ଚାପି ପକାଏ। ଫଳ ରେ ତାହା ସମାନଙ୍କେ ଜୀବନ ରେ ଫଳହୀନ ହୁଏ।

Luke 8:14
ଯେଉଁ ବୀଜ କଣ୍ଟା ବୁଦା ରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ବାକ୍ଯ ଶୁଣନ୍ତି କିନ୍ତୁ ଚିନ୍ତା, ଧନ, ସମ୍ପତ୍ତି, ଜୀବନର ଭୋଗ ବିଳାସ ଆଦି ସମାନଙ୍କେୁ ବଢିବାରୁ ବାଧାଦିଏ। ତା' ଫଳ ରେ ସେଥିରୁ ଭଲ ଫଳ ମିଳି ପା ରନୋହିଁ।

Romans 2:4
ପରମେଶ୍ବର ତୁମ୍ଭପ୍ରତି ଅତି ଦୟାଳୁ। ସେ ତୁମ୍ଭ ପ୍ରତି ର୍ଧୈୟ୍ଯବାନ। ପରମେଶ୍ବର ଅପେକ୍ଷା କରିଛନ୍ତି ଯେ, ତୁମ୍ଭେ ବଦଳି ଯାଅ। କିନ୍ତୁ ତୁମ୍ଭେ ତାହାଙ୍କର ଦୟାଳୁତା ବିଷୟ ରେ ଆଦୌ ଭାବୁ ନାହଁ। ଏହା ହାଇେ ପା ରେ ଯେ, ତୁମ୍ଭେ ସମ୍ଭବତଃ ବୁଝିପାରୁ ନାହଁ ଯେ ତୁମ୍ଭକୁ ନିଜର ହୃଦୟ ଓ ଜୀବନ ବଦଳାଇବା ପାଇଁ ସୁଯୋଗ ଦବୋ ଉଦ୍ଦେଶ୍ଯ ରେ ପରମେଶ୍ବର ତୁମ୍ଭ ପ୍ରତି ଦୟାଳୁ ହାଇେଛନ୍ତି।

Romans 9:23
ପରମେଶ୍ବର ତାହାଙ୍କର ଦୟାପାତ୍ର ମାନଙ୍କୁ ନିଜ ମହିମାର ଧନ ଦଖାଇବୋ ଲାଗି ର୍ଧୈୟ୍ଯପୂର୍ବକ ଅପେକ୍ଷା କରିଥୀଲେ।

Romans 11:12
ଯିହୂଦୀମାନଙ୍କର ତୃଟୀ ଏହି ସଂସାର ପାଇଁ ଆଶୀର୍ବାଦର ଧନ ସ୍ବରୂପ ହେଲା, ସମାନେେ ଯାହା ହରାଇଲେ, ତାହା ଅଣଯିହୂଦୀମାନଙ୍କ ପାଇଁ ଆଶୀର୍ବାଦର ଧନ ଆଣି ଦଲୋ। ତେଣୁ ପରମେଶ୍ବର ଯାହା ଚାହୁଁଛନ୍ତି ସହେି ଅନୁସାରେ ପୂଣର୍‌ନ ସଂଖ୍ଯକ ଯିହୂଦୀମାନେ ଯେତବେେଳେ ଚାଲିବେ, ସେତବେେଳେ ସଂସାର ନିଶ୍ଚିତ ରୂପେ ଅଧିକ ମାତ୍ରା ରେ ଆଶୀର୍ବାଦର ଧନ ପ୍ରାପ୍ତ କରିବ!

Romans 11:12
ଯିହୂଦୀମାନଙ୍କର ତୃଟୀ ଏହି ସଂସାର ପାଇଁ ଆଶୀର୍ବାଦର ଧନ ସ୍ବରୂପ ହେଲା, ସମାନେେ ଯାହା ହରାଇଲେ, ତାହା ଅଣଯିହୂଦୀମାନଙ୍କ ପାଇଁ ଆଶୀର୍ବାଦର ଧନ ଆଣି ଦଲୋ। ତେଣୁ ପରମେଶ୍ବର ଯାହା ଚାହୁଁଛନ୍ତି ସହେି ଅନୁସାରେ ପୂଣର୍‌ନ ସଂଖ୍ଯକ ଯିହୂଦୀମାନେ ଯେତବେେଳେ ଚାଲିବେ, ସେତବେେଳେ ସଂସାର ନିଶ୍ଚିତ ରୂପେ ଅଧିକ ମାତ୍ରା ରେ ଆଶୀର୍ବାଦର ଧନ ପ୍ରାପ୍ତ କରିବ!

Romans 11:33
ପରମେଶ୍ବରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତିକିପରି ନିଅନ୍ତି କହେି ବୁଝାଇ ପାରିବ ନାହିଁ।

2 Corinthians 8:2
ସହେି ବିଶ୍ବାସୀମାନେ ମହାକ୍ଲେଶ ଦୁଃଖ ଦ୍ବାରା ପରୀକ୍ଷିତ ହେଲେ। ଏବଂ ସମାନେେ ଅତି ଗରୀବ। କିନ୍ତୁ ସମାନଙ୍କେ ମହାନନ୍ଦ ହତେୁ ସମାନେେ ପ୍ରଚୁର ଉଦାରତାର ଦାନ ଦଇେଥିଲେ।

Ephesians 1:7
ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ଥିବା ହତେୁ ଆମ୍ଭେ ତାହାଙ୍କର ରକ୍ତ ମାଧ୍ଯମ ରେ ମୁକ୍ତ ହାଇେଛୁ। ପରମେଶ୍ବରଙ୍କ ବହୁମୂଲ୍ଯ ଅନୁଗ୍ରହ ଦ୍ବାରା ଆମ୍ଭର ପାପରୁ ଆମ୍ଭେ କ୍ଷମା ପାଇପାରୁ।

Occurences : 22

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்