No lexicon data found for Strong's number: 4006

2 Corinthians 1:15
ମାହେର ଏହି ବିଶ୍ବାସ ଥିବାରୁ ମୁଁ ପ୍ରଥମ ରେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଠିକ୍ କଲି। ଏହା ଦ୍ବାରା ତୁମ୍ଭମାନେେ ଦୁଇଥର ଆଶୀର୍ବାଦ ଲାଭ କରିବ।

2 Corinthians 3:4
ଯୀଶୁ ଖ୍ରୀଷ୍ଟଙ୍କ ହତେୁ ପରମେଶ୍ବରଙ୍କ ଠା ରେ ଆମ୍ଭର ନିଶ୍ଚିତ ଭରସା ଥିବାରୁ ଆମ୍ଭେ ଏହା କହି ପାରୁ।

2 Corinthians 8:22
ସମାନଙ୍କେ ସହିତ ସର୍ବଦା ସାହାୟ୍ଯ କରିବା ପାଇଁ ପ୍ରସ୍ତୁତ ଥିବା ଆମ୍ଭର ଜଣେ ଭାଇଙ୍କୁ ଆମ୍ଭେ ପଠାଉଛୁ। ଅନକେ ଘଟଣା ରେ ସେ ଏହା ପ୍ରମାଣିତ କରିଛନ୍ତି। ତୁମ୍ଭମାନଙ୍କ ପ୍ରତି ତାଙ୍କ ମନ ରେ ଅସୀମ ବିଶ୍ବାସ ଥିବାରୁ, ସେ ଅଧିକ ସାହାୟ୍ଯ କରିବା ପାଇଁ ଉତ୍ସାହିତ ଅଛନ୍ତି।

2 Corinthians 10:2
ମୁଁ ତୁମ୍ଭମାନଙ୍କୁ ଅନୁନୟ କରେ ଯେ, ଯେତବେେଳେ ମୁଁ ତୁମ୍ଭମାନଙ୍କ ସହିତ ଅଛି, ସେତବେେଳେ ସଭେଳି ସାହସିକତା ଦଖାଇବୋକୁ ମାେ ଉପରେ ଚାପ ପକାଇବ ନାହିଁ। ଯେଉଁମାନେ ଭାବନ୍ତି ଯେ ଆମ୍ଭେ ଜାଗତିକ ଜୀବନଯାପନ କରୁଛୁ ମୁଁ ସମାନଙ୍କେ ପ୍ରତି ସାହସୀ ହବେି।

Ephesians 3:12
ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ଦ୍ବାରା, ନିର୍ଭୟ ରେ ପରମେଶ୍ବରଙ୍କ ସମ୍ମୁଖକୁ ୟିବା ପାଇଁ ଆମର ସ୍ବାଧୀନତା ଅଛି।

Philippians 3:4
ଯଦିଓ ମୁଁ ନିଜ ଶକ୍ତି ରେ ବିଶ୍ବାସ ରଖି ପାରିବି ତଥାପି ମୁଁ ନିଜ ଶକ୍ତି ଉପରେ ବିଶ୍ବାସ ରଖୁ ନାହିଁ। ଯଦି କୌଣସି ଲୋକ ଭାବେ ଯେ ନିଜ ଉପରେ ବିଶ୍ବାସ କରିବାର ତା'ର କାରଣ ଅଛି, ତା ହେଲେ ମୁଁ କହିବି ଯେ ତା' ଅପେକ୍ଷା ମାରେ ନିଜ ଉପରେ ବିଶ୍ବାସ କରିବା ପାଇଁ ଅଧିକ କାରଣ ଅଛି। ଏହା ସେ ଜାଣିବା ଉଚିତ୍।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்