Matthew 21:19
ରାସ୍ତା କଡ଼ ରେ ସେ ଗୋଟିଏ ଡ଼ିମ୍ବିରି ଗଛ ଦେଖିଲେ। ସେ ଗଛ ପାଖକୁ ଗଲେ। ଗଛ ରେ ପତ୍ର ଛଡ଼ା ଆଉ ସେ କିଛି ପାଇଲେ ନାହିଁ। ସେ ଗଛକୁ କହିଲେ, ଆଉ ଏଣିକି ତୋ ଠା ରେ ଫଳ ଆସିବ ନାହିଁ। ସଙ୍ଗେ ସଙ୍ଗେ ଡ଼ିମ୍ବିରି ଗଛଟି ଶୁଖି ମରିଗଲା।
Matthew 21:20
ଯୀଶୁଙ୍କ ଶିଷ୍ଯମାନେ ଏହା ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଯୀଶୁଙ୍କୁ ପଚ଼ାରିଲେ, ଏତେ ଶୀଘ୍ର ଡ଼ିମ୍ବିରି ଗଛଟି କିପରି ଶୁଖି ମରିଗଲା?
Luke 1:64
ସବୁ ଲୋକ ଆଶ୍ଚର୍ୟ୍ଯ ହାଇଗେଲେ। ତା'ପରେ ତତ୍କ୍ଷଣାତ୍ ଜିଖରିୟଙ୍କ ପାଟି ଖାଲିଗେଲା। ସେ କଥାବାର୍ତ୍ତା କରି ପାରିଲେ। ସେ ପରମେଶ୍ବରଙ୍କର ସ୍ତୁତି କରିବା ରେ ଲାଗିଲେ।
Luke 4:39
ଯୀଶୁ ତାହାଙ୍କର ପାଖ ରେ ଠିଆ ହାଇେ ଜ୍ବରକୁ ଧମକ ଦେଲେ। ତାହାଙ୍କର ଜ୍ବର ଛାଡିଗଲା। ତା'ପରେ ସେ ଉଠି ସମାନଙ୍କେର ସବୋ ରେ ଲାଗିପଡିଲେ।
Luke 5:25
ସେ ତତ୍କ୍ଷଣାତ୍ ସମାନଙ୍କେ ସାମନା ରେ ଉଠି ଠିଆ ହେଲା। ଯେଉଁ ବିଛଣା ଉପରେ ସେ ଶାଇେ ଥିଲା, ତାହା ଧରି ପରମେଶ୍ବରଙ୍କ ସ୍ତୁତିଗାନ କରି ନିଜ ଘରକୁ ଚାଲିଗଲା।
Luke 8:44
ସହେି ସ୍ତ୍ରୀ ଲୋକ ଯୀଶୁଙ୍କ ପଛପଟୁ ଆସି ତାହାଙ୍କ ଜାମାର ତଳକୁ ଛୁଇଁ ଦଲୋ। ତତ୍କ୍ଷଣାତ୍ ତାର ରକ୍ତସ୍ରାବ ବନ୍ଦ ହାଇଗେଲା।
Luke 8:47
ସ୍ତ୍ରୀ ଲୋକଟି ଦେଖିଲା ଯେ ସେ ଲୁଚି ରହି ପାରିବ ନାହିଁ, ତେଣୁ ସେ ଥରି ଥରି ଆଗକୁ ଆସିଲା। ସେ ଯୀଶୁଙ୍କ ଆଗ ରେ ମୁଣ୍ଡ ନୁଆଇଲା। ସେ ଯୀଶୁଙ୍କୁ କାହିଁକି ଛୁଇଁ ଦଲୋ, ସଇେ କଥା ସବୁ ଲୋକମାନଙ୍କ ଆଗ ରେ କହିଲା। ସେ କହିଲା ଯେ, ଯେତବେେଳେ ସେ ଯୀଶୁଙ୍କୁ ଛୁଇଁ ଦଲୋ, ତତ୍କ୍ଷଣାତ୍ ସେ ସୁସ୍ଥ ହାଇଗେଲା।
Luke 8:55
ସହେିକ୍ଷଣି ତା' ଶରୀର ଭିତରୁକ ତାର ଆତ୍ମା ଫରେି ଆସିଲା ଓ ସେ ସଙ୍ଗେ ସଙ୍ଗେ ଠିଆ ହାଇେ ପଡିଲା। ଯୀଶୁ ଆଜ୍ଞା ଦେଲେ, ତାକୁ କିଛି ଖାଇବାକୁ ଦିଅ।
Luke 13:13
ଯୀଶୁ ନିଜ ହାତ ସ୍ତ୍ରୀ ଲୋକଟି ଉପରେ ରଖିଲେ। ତା'ପରେ ସ୍ତ୍ରୀ ଲୋକଟି ସିଧା ଠିଆ ହବୋକୁ ସକ୍ଷମ ହେଲା। ସେ ପରମେଶ୍ବରଙ୍କ ସ୍ତୁତି କଲା।
Luke 18:43
ତତ୍ ସଙ୍ଗେ ସଙ୍ଗେ ଅନ୍ଧଟି ଦୃଷ୍ଟି ଶକ୍ତି ଫରେିପାଇଲା। ସେ ପରମେଶ୍ବରଙ୍କୁ ପ୍ରଶଂସା କରି ଯୀଶୁଙ୍କୁ ଅନୁସରଣ କଲା। ଏହି ଘଟଣା ଦେଖି ଥିବା ଲୋକେ ପରମେଶ୍ବରଙ୍କୁ ସ୍ତୃତିଗାନ କଲେ।
Occurences : 19
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்