No lexicon data found for Strong's number: 3668

Matthew 22:26
ଦ୍ବିତୀୟ ଭାଇଟି ମଧ୍ଯ ମରିଗଲା। ଏହାପରେ ତୃତୀୟ ଭାଇ ଓ ଅନ୍ୟ ସବୁ ଭାଇଙ୍କର ସହେି ଅବସ୍ଥା ହେଲା।

Matthew 26:35
ପିତର ଏକଥା ଶୁଣି କହିଲେ, ମୁଁ ବରଂ ଆପଣଙ୍କ ସହିତ ମୃତ୍ଯୁ ବରଣ କରିବି, କିନ୍ତୁ କବେେ ହେଲେ ଆପଣଙ୍କୁ ଚିହ୍ନିନାହିଁ ବୋଲି କହିବିନାହିଁ। ପୁଣି ଅନ୍ୟ ସମସ୍ତ ଶିଷ୍ଯମାନେ ସହେି ଏକା କଥା କହିଲେ।

Matthew 27:41
ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚ଼ୀନମାନେ ମଧ୍ଯ ସଠାେରେ ଥିଲେ। ସମାନେେ ମଧ୍ଯ ଅନ୍ୟମାନଙ୍କ ଭଳି ଯୀଶୁଙ୍କୁ ଥଟ୍ଟା କରୁଥିଲେ।

Mark 4:16
ଆଉ କେତକେ ଲୋକ ପଥୁରିଆ ଜମି ରେ ବୁଣା ଯାଇଥିବା ବୀଜ ଭଳି, ସମାନେେ ବାକ୍ଯ ଶୁଣନ୍ତି ଏବଂ ଶୀଘ୍ର ଆନନ୍ଦ ରେ ତାହା ଗ୍ରହଣ କରି ନିଅନ୍ତି।

Mark 15:31
ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନେ ମଧ୍ଯ ସଠାେରେ ଉପସ୍ଥିତ ଥିଲେ। ଅନ୍ୟ ଲୋକମାନେ ଯୀଶୁଙ୍କୁ ଯଭେଳି ଭାବରେ ଥଟ୍ଟା କରୁଥିଲେ, ସମାନେେ ମଧ୍ଯ ଠିକ୍ ସହେିଭଳି ୟିଶୁଙ୍କୁ ଥଟ୍ଟା କଲେ। ସମାନେେ କୁହାକୁହି ହେଉଥିଲେ, ସେ ଅନ୍ୟକୁ ରକ୍ଷା କରୁଥିଲା, କିନ୍ତୁ ଏବେ ସେ ନିଜକୁ ରକ୍ଷା କରି ପାରିଲା ନାହିଁ।

Luke 3:11
ଯୋହନ ସମାନଙ୍କେୁ ଉତ୍ତର ଦେଲେ, ଯଦି ତୁମ୍ଭ ପାଖ ରେ ଦୁଇଟି କୁର୍ତ୍ତା ଅଛି ତବେେ ସେଥିରୁ ଗୋଟିଏ କୁର୍ତ୍ତା ଯାହାର ନାହିଁ ତାହାକୁ ଦିଅ। ଯଦି ତୁମ୍ଭ ପାଖ ରେ ଖାଦ୍ୟ ଅଛି ତବେେ ତାହାକୁ ମଧ୍ଯ ବାଣ୍ଟିଦିଅ।

Luke 5:10
ଜବଦେିଙ୍କ ଦୁଇ ପୁଅ ଯାକୁବ ଓ ଯୋହନ ମଧ୍ଯ ସହେିଭଳି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଶିମାନଙ୍କେ ସାଙ୍ଗ ରେ ଏକାଠି କାମ କରୁଥିଲେ।

Luke 5:33
ସମାନେେ ଯୀଶୁଙ୍କୁ କହିଲେ, ଯୋହନଙ୍କ ଶିଷ୍ଯମାନେ ଅଧିକାଂଶ ଥର ଉପବାସ ଓ ପ୍ରାର୍ଥନା କରନ୍ତି। ଫାରୂଶୀମାନଙ୍କ ଶିଷ୍ଯମାନେ ସହେିପରି କରନ୍ତି। କିନ୍ତୁ ତୁମ୍ଭର ଶିଷ୍ଯମାନେ ସବୁବେଳେ ଖିଆପିଆ କରୁଛନ୍ତି।

Luke 6:31
ଅନ୍ୟ ଲୋକମାନେ ତୁମ୍ଭମାନଙ୍କୁ ଯଭେଳି ବ୍ଯବହାର ଦଖାେନ୍ତୁ ବୋଲି ଇଚ୍ଛା କର, ତୁମ୍ଭମାନେେ ମଧ୍ଯ ଅନ୍ୟମାନଙ୍କୁ ମଧ୍ଯ ସହେିଭଳି ବ୍ଯବହାର ଦଖାେଅ।

Luke 10:32
ତା'ପରେ ଜଣେ ଲବେୀୟ ସହେି ବାଟରେ ଆସିଲେ। ସେ ସହେି ଲୋକଟିକୁ ଦେଖିବା ସତ୍ତ୍ବେ ତାକୁ ସାହାୟ୍ଯ କରିବାକୁ ନଅଟକି ଚାଲିଗଲେ।

Occurences : 30

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்