Base Word
μεθύω
Short Definitionto drink to intoxication, i.e., get drunk
Long Definitionto be drunken
Derivationfrom another form of G3178
Same asG3178
International Phonetic Alphabetmɛˈθy.o
IPA modme̞ˈθju.ow
Syllablemethyō
Dictionmeh-THOO-oh
Diction Modmay-THYOO-oh
Usagedrink well, make (be) drunk(-en)

Matthew 24:49
ତବେେ ସେ ଅନ୍ୟ ଚାକରମାନଙ୍କୁ ପିଟିବା ଆରମ୍ଭ କରି ଦବେେ। ସେ ଖାଇ ଓ ଅନ୍ୟ ଲୋକମାନଙ୍କ ସହିତ ମଦ୍ଯପାନ କରି ରହିବ।

John 2:10
ସେ ବରକୁ କହିଲେ, ଲୋକମାନେ ସବୁବେଳେ ସବୁଠାରୁ ଉତ୍ତମ ଦ୍ରାକ୍ଷାରସ ପ୍ରଥମେ ପିଇବାକୁ ଦିଅନ୍ତି। ଅତିଥିମାନେ ୟଥେଷ୍ଟ ପିଇ ତୃପ୍ତ ହବୋପରେ ସମାନେେ ଶସ୍ତା ଦ୍ରାକ୍ଷାରସ ଦିଅନ୍ତି। କିନ୍ତୁ ତୁମ୍ଭେ ତ ଏପର୍ୟ୍ଯନ୍ତ ଉତ୍ତମ ଦ୍ରାକ୍ଷାରସ ରଖିଛ।

Acts 2:15
ତୁମ୍ଭମାନେେ ଯାହା ଅନୁମାନ କରୁଛ ଯେ, ଏମାନେ ମାତାଲ, ତାହା ନୁହେଁ, କାରଣ ବର୍ତ୍ତମାନ ତ ସକାଳ ନ'ଟା ବାଜିଛି।

1 Corinthians 11:21
କାରଣ ତୁମ୍ଭମାନେେ ଖାଇଲା ବେଳେ ଅନ୍ୟମାନଙ୍କ ପାଇଁ ଅପେକ୍ଷା ନ କରି ନିଜ ନିଜର ଭୋଜ ଖାଅ। ଫଳତଃ, କହେି କହେି ୟଥେଷ୍ଟ ଖାଇବା ଓ ପିଇବାକୁ ପାଆନ୍ତି ନାହିଁ, ଅପରପକ୍ଷ ରେ ଅନ୍ୟମାନେ ଅତ୍ଯଧିକ ଖାଇପିଇ ମାତାଲ ହାଇେ ଯାନ୍ତି।

1 Thessalonians 5:7
ଯେଉଁ ଲୋକମାନେ ଶୁଅନ୍ତି, ସମାନେେ ରାତି ରେ ଶୁଅନ୍ତି। ଯେଉଁମାନେ ମାତାଲ ହୁଅନ୍ତି, ସମାନେେ ରାତି ରେ ମାତାଲ ହୁଅନ୍ତି।

Revelation 17:2
ପୃଥିବୀର ରାଜାମାନେ ତା'ସହିତ ୟୌନପାପ (ବ୍ଯଭିଚାର) କରିଛନ୍ତି। ପୃଥିବୀର ଲୋକମାନେ ତା'ର ବ୍ଯଭିଚାର ରୂପ ସୁରା ରେ ମାତାଲ୍ ହାଇେଛନ୍ତି।

Revelation 17:6
ମୁଁ ସହେି ସ୍ତ୍ରୀ ଲୋକକୁ ପରମେଶ୍ବରଙ୍କର ପବିତ୍ର ଲୋକଙ୍କର ରକ୍ତ ଓ ଯୀଶୁଙ୍କ ବିଷୟ ରେ ସମାନଙ୍କେର ସାକ୍ଷ୍ଯ ଦଇେଥିବା ଲୋକମାନଙ୍କର ରକ୍ତ ପିଇଥିବାର ଦେଖିଲି।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்