No lexicon data found for Strong's number: 3049

Mark 11:31
ଯିହୂଦୀ ନେତାମାନେ ଯୀଶୁଙ୍କ ପ୍ରଶ୍ନ ଉପରେ ଆଲୋଚନା କଲେ। ସମାନେେ କୁହାକୁହି ହେଲେ, ଆମ୍ଭମାନେେ ଯଦି କହିବା ଯେ, ' ଯୋହନଙ୍କ ବାପ୍ତିସ୍ମ ପରମେଶ୍ବରଙ୍କ ଠାରୁ ଆସିଥିଲା', ତବେେ ଯୀଶୁ କହିବେ, ' ତବେେ ତୁମ୍ଭମାନେେ ଯୋହନଙ୍କୁ କାହିଁକି ବିଶ୍ବାସ କଲ ନାହିଁ?'

Mark 15:28
ଜଣକୁ ତାହାଙ୍କର ଡାହାଣ ପଟେ ଓ ଆଉ ଜଣଙ୍କୁ ବାମ ପଟେ କୃଶ ବିଦ୍ଧ କରାଗଲା।

Luke 22:37
ଶାସ୍ତ୍ର କ ହେ:

Acts 19:27
ଏହା ଦ୍ବାରା କବଳେ ଆମ୍ଭ କାର୍ୟ୍ଯର କ୍ଷତି ଘଟିବ ନାହିଁ ମାତ୍ର ମହାଦବେୀ ଆର୍ତ୍ତମେୀର ମନ୍ଦିରର ମଧ୍ଯ କୌଣସି ଗୁରୁତ୍ବ ରହିବ ନାହିଁ। ସମଗ୍ର ଏସିଆ ଓ ପୃଥିବୀର ଲୋକମାନେ ଯେଉଁ ଦବେୀକୁ ପୂଜା କରନ୍ତି, ତାହାର ମହିମା ମଧ୍ଯ ନଷ୍ଟ ହାଇଯେିବ।

Romans 2:3
ତୁମ୍ଭେଭୁଲକାମ କରୁଥିବା ଲୋକଙ୍କର ନ୍ଯାୟବିଚ଼ାର କରୁଛ। କିନ୍ତୁ ତୁମ୍ଭେ ନିଜେ ମଧ୍ଯ ସହେି ଭଳି ଭୁଲକାମ କରୁଛ। ସେଥିପାଇଁ ତୁମ୍ଭେ ଜାଣ ଯେ ପରମେଶ୍ବର ନିଶ୍ଚିତ ଭାବରେ ତୁମ୍ଭର ନ୍ଯାୟବିଚ଼ାର କରିବେ। ତୁମ୍ଭେ ବିଚ଼ାରରୁ ରକ୍ଷା ପାଇ ପାରିବ ନାହିଁ।

Romans 2:26
ଅଣ ଯିହୂଦୀମାନେ ସୁନ୍ନତ ହୁଅନ୍ତି ନାହିଁ। କିନ୍ତୁ ସମାନେେ ଯଦି ବ୍ଯବସ୍ଥା କହିବା ଭଳି ଆଚ଼ରଣ କରନ୍ତି, ତା ହେଲେ ସମାନେେ ସୁନ୍ନତ ହବୋ ଭଳି ହେଲେ।

Romans 3:28
ଏହାର କାରଣ ହେଲା ଜଣେ ଲୋକ ବ୍ଯବସ୍ଥା ପାଳନ କରିବା ଦ୍ବାରା ନୁହେଁ ବରଂ ବିଶ୍ବାସ ଦ୍ବାରା ପରମେଶ୍ବରଙ୍କ ପ୍ରତି ଧାର୍ମିକ ଗଣିତ ହୁଏ। ଏ କଥା ରେ ଆମ୍ଭେ ବିଶ୍ବାସ କରୁ।

Romans 4:3
ଶାସ୍ତ୍ର କୁ ହେ, ଅବ୍ରାହାମ ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଲେ। ପରମେଶ୍ବର ତାହାଙ୍କର ବିଶ୍ବାସକୁ ଗ୍ରହଣ କଲେ। ଏହା ଦ୍ବାରା ପରମେଶ୍ବରଙ୍କ ପ୍ରତି ଅବ୍ରାହାମ ଧାର୍ମିକ ହେଲେ।

Romans 4:4
କାମ କରୁଥିବା ଲୋକକୁ ମଜୁରୀ ବା ଦରମା ଦବୋ ଦାନ ନୁହେଁ। ସେ ମଜୁରୀ ବା ଦରମା ଅର୍ଜନ କରେ।

Romans 4:5
କିନ୍ତୁ ଜଣେ ଲୋକ ପରମେଶ୍ବରଙ୍କ ପ୍ରତି ଧାର୍ମିକ ହବୋ ଭଳି କାମ କରି ପରନୋହିଁ। ତାହାହ ପରମେଶ୍ବରଙ୍କ ପ୍ରତି ବିଶ୍ବାସ ରହିବା ଉଚ଼ିତ। ତା' ହେଲେ ପରମେଶ୍ବର ସେ ଲୋକର ବିଶ୍ବାସକୁ ଗ୍ରହଣ କରନ୍ତି ଓ ଏହା ତାହାକୁ ପରମେଶ୍ବରଙ୍କ ପ୍ରତି ଧାର୍ମିକ କରେ। ପରମେଶ୍ବର ମନ୍ଦ ଲୋକକୁ ମଧ୍ଯ ଧାର୍ମିକ କରି ପାରନ୍ତି।

Occurences : 41

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்