No lexicon data found for Strong's number: 3014

Matthew 8:3
ତାପରେ ଯୀଶୁ ହାତ ବଢଇେ କୁଷ୍ଠ ରୋଗୀଟିକୁ ଛୁଇଁ ଦେଲେ। ସେ କହିଲେ, ମୁଁ ଚାହୁଁଛି ତୁମ୍ଭେ ସୁସ୍ଥ ହୁଅ।' ଏବଂ ସଙ୍ଗେ ସଙ୍ଗେ ତାର କୁଷ୍ଠରୋଗ ଭଲ ହାଇଗେଲା।

Mark 1:42
ତାର କୁଷ୍ଠ ରୋଗ ତତ୍କ୍ଷଣାତ୍ ଛାଡିଗଲା ଓ ସେ ସୁସ୍ଥ ହାଇଗେଲା।

Luke 5:12
ଥରେ ଯୀଶୁ ଗୋଟିଏ ନଗର ରେ ଥିଲେ। ସଠାେରେ ଦହେସାରା କୁଷ୍ଠ ହାଇେ ଯାଇଥିବା ଲୋକଟିଏ ରହୁଥିଲା। ଯେତବେେଳେ ସେ ଯୀଶୁଙ୍କୁ ଦେଖିଲା, ତାହାଙ୍କୁ ପ୍ରଣାମ କରି ଅନୁରୋଧ କଲା, ହେ ପ୍ରଭୁ! ମାେତେ ସୁସ୍ଥ କରିଦିଅ। ମୁଁ ଜାଣେ ଯେ ତୁମ୍ଭେ ଇଚ୍ଛାକଲେ ମାେତେ ସୁସ୍ଥ କରିଦଇେ ପାରିବ।

Luke 5:13
ଯୀଶୁ ହାତ ବଢଇେ ସହେି ଲୋକଟିକୁ ଛୁଇଁକରି କହିଲେ, ମୁଁ ଇଚ୍ଛା କରୁଅଛି ତୁମ୍ଭେ ସୁସ୍ଥ ହାଇେ ଯାଅ। ତତ୍କ୍ଷଣାତ୍ ତାହାଙ୍କଠାରୁ କୁଷ୍ଠ ରୋଗ ଦୂର ହାଇଗେଲା।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்