Luke 1:23
ଜିଖରିୟଙ୍କ ସବୋକାର୍ୟ୍ଯର ସମୟ ଶଷେ ହାଇଯେିବା ପରେ ସେ ଘରକୁ ଫରେିଗଲେ।
2 Corinthians 9:12
ଏହି ସବୋ ଯେଉଁଥି ରେ କି ତୁମ୍ଭମାନଙ୍କର ଏକ ଭାଗ ରହିଛି ତା'ଦ୍ବାରା କବଳେ ଯେ ସାଧୁ ମାନଙ୍କର ଆବଶ୍ଯକତା ପୂରଣ ହୁଏ, ତା' ନୁହେଁ ବରଂ ପରମେଶ୍ବରଙ୍କ ପ୍ରତି ହୃଦୟ ଧନ୍ଯବାଦ ରେ ଉଚ୍ଛୁଳି ଉେଠ।
Philippians 2:17
ପରମେଶ୍ବରଙ୍କ ସବୋ ରେ, ତୁମ୍ଭ ବିଶ୍ବାସ ତୁମ୍ଭକୁ ଏକ ବଳିଦାନ ରୂପେ ସବୋ କରିବା ପାଇଁ ପ୍ ରରଣୋ ଯୋଗଏ। ହୁଏତ ତୁମ୍ଭର ବଳିଦାନ ରୂପ ସବୋ ରେ ମାେତେ ମାରେ ନିଜ ରକ୍ତ ମଧ୍ଯ ଉତ୍ସର୍ଗ କରିବାକୁ ପଡ଼ିପା ରେ। ଯଦି ତାହା ଘଟେ, ମୁଁ ତୁମ୍ଭମାନଙ୍କ ସହିତ ଆନନ୍ଦ ରେ ପରିପୂର୍ଣ୍ଣ ଓ ଖୁସି ହବେି।
Philippians 2:30
ଖ୍ରୀଷ୍ଟଙ୍କ କାମ ପାଇଁ ସେ ମୃତପ୍ରାଯଃ ହାଇେ ଯାଇଥିବାରୁ ସମ୍ମାନିତ ହବୋ ଉଚିତ୍। ମାେତେ ସାହାୟ୍ଯ କରିବା ପାଇଁ ସେ ନିଜ ଜୀବନକୁ ବିପଦ ରେ ପକାଇଥିଲେ। ତୁମ୍ଭେ ଦେଖିଥିବା ସବୋ ରେ ୟହା କମ୍ ରହି ଯାଇଥିଲା, ସତେିକି ସେ ପୂରଣ କରି ଦଇେଥିଲେ।
Hebrews 8:6
କିନ୍ତୁ ଯୀଶୁଙ୍କୁ ଯେଉଁ କାମ କରିବାକୁ ଦିଆ ହାଇେଛି ତାହା ସହେି ଯାଜକମାନଙ୍କ କାମଠାରୁ ଉତ୍କୃଷ୍ଟତର। ସେପ୍ରକା ରେ, ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବର ଆପଣା ଲୋକଙ୍କ ପ୍ରତି କରିଥିବା ନୂତନ ନିୟମ ପୁରାତନ ନିୟମ ଅପେକ୍ଷା ଉତ୍କୃଷ୍ଟ ଅଟେ। ଏହି ନୂତନ ନିୟମ ଅପେକ୍ଷାକୃତ ଉତ୍ତମ ପ୍ରତିଜ୍ଞା ସମ୍ବଳିତ ଅଟେ।
Hebrews 9:21
ମାଶାେ ପବିତ୍ର ତମ୍ବୁ ଉପରେ ସହେି ରକ୍ତ ଛିଞ୍ଚିଲେ। ଉପାସନା ପାଇଁ ଆବଶ୍ଯକ ହେଉଥିବା ପ୍ରେତ୍ୟକକ ବସ୍ତୁ ଉପରେ ମଧ୍ଯ ସେ ସହେି ରକ୍ତ ଛିଞ୍ଚିଲେ।
Occurences : 6
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்